Posted inଜାତୀୟ

ମୁମ୍ବାଇ ମାରାଥନରେ ଭାଗନେଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୧୯।୧: ରବିବାର ସକାଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୧୭ତମ ମୁମ୍ବାଇ ମାରାଥନକୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ଏହି ଡ୍ରିମ୍‌ ରନ୍‌ରେ ଯୋଗ ଦେବାକୁ ବହୁ ସଂଖ୍ୟକ ପ୍ରତିଯୋଗୀ ପହଞ୍ଚିଥିବା ଦେଖାଯାଇଛି। ପିଲାମାନଙ୍କ ସହ ବଲିଉଡ୍‌ ଅଭିନେତା ରାହୁଲ ବୋଷ, ଗୀତିକାର ଗୁଲଜାରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ମାରାଥନରେ ଯୋଗଦେବାକୁ ଅନେକ ଆଶା ରଖିଥାଆନ୍ତି। ଏହା ସୁଚାରୁ ରୂପେ ପରିଚାଳିତ ହେଉଥିବା ବେଳେ ଏଥିରେ ବିଜୟୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଭୋପାଳ, ୨୫।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ଆସିବା ପରେ ଶିବରାଜ ତାଙ୍କ ସହିତ...

କେନାଲରେ ବୁଡ଼ିଲା ହାଇସ୍ପିଡ୍‌ କାର; ଗୋଟିଏ ପରିବାରର ୫ ମୃତ

ପ୍ରୟାଗରାଜ, ୧୪।୧୦: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ବେଗରେ ଯାଉଥିବା ଏକ କାର ନିୟନ୍ତ୍ରଣ ହରାଇ ଗୋଟିଏ କେନାଲ...

ଜମ୍ମୁ-କଶ୍ମୀରରେ ବଢ଼ିବ ବିଧାନସଭା ଆସନ

ନୂଆଦିଲ୍ଲୀ, ୨୧।୧୨(ପି.ଟି.): ଜମ୍ମୁ-କଶ୍ମୀର ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କମିଶନ ଜମ୍ମୁ ଅଞ୍ଚଳ ପାଇଁ ଅତିରିକ୍ତ ୬ ଏବଂ କଶ୍ମୀର ପାଇଁ ଗୋଟିଏ ନିର୍ବାଚନ ମଣ୍ଡଳୀ...

କୋକେନ ମାମଲା: ମଡେଲ ଗିରଫ

କୋଲକାତା,୧୧।୩ : ନ୍ୟୁ ଆଲିପୁର କୋକେନ୍‌ ମାମଲାରେ କୋଲକାତା ନ୍ୟୁ ଟାଉନ୍‌ର ଜଣେ ମଡେଲଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଗିରଫ ହେବାରେ ମଡେଲ ଅମ୍ରିତା...

ଯୋଗୀଙ୍କୁ ଘେରିଲେ ପ୍ରିୟଙ୍କା

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୭ା୭: ମହାମାରୀ କରୋନାର ଦ୍ୱିତୀୟ ଲହର ଉତ୍ତର ପ୍ରଦେଶକୁ ଥରାଇ ଦେଇଛି। ଏହାର ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି। ଏହାସତ୍ତ୍ୱେ ପ୍ରଧାନମନ୍ତ୍ରୀ...

ତାଜମହଲ ବୁଲିଲେ ମଙ୍ଗୋଲିଆ ରାଷ୍ଟ୍ରପତି

ଆଗ୍ରା,୨୧।୯: ମଙ୍ଗୋଲିଆ ରାଷ୍ଟ୍ରପତି ଖଲ୍ଟମାଗିନ ବଟୁଲଗା ୫ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଶନିବାର ସେ ଓ ତାଙ୍କ ସ୍ତ୍ରୀ ଆଗ୍ରାର ତାଜମହଲ ବୁଲି ଦେଖିଛନ୍ତି।...

ବଦ୍ରିନାଥରୁ ଫେରୁଥିବା ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଖସିଲା ପଥର ଖଣ୍ଡ

ଚାମୋଲି,୬।୮: ଉତ୍ତରାଖଣ୍ଡ ଚାମୋଲି ଜିଲାର ଲାମ୍ବାଗଡ଼ରେ ମଙ୍ଗଳବାର ସକାଳେ ଭୂସ୍ଖଳନ ହୋଇଛି। ଫଳରେ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡମାନ ଖସି ରାସ୍ତାରେ ପଡ଼ିଥିଲା। ସେହି...

ଅଗଷ୍ଟ ୧୫ରେ ଲଦାଖରେ ପତାକା ଉଡାଇବେ ଧୋନୀ

ଶ୍ରୀନଗର, ୧।୮:ଟିମ ଇଣ୍ଡିଆର ୱିକେଟକିପର ମହେନ୍ଦ୍ର ସିଂହ ଧୋନୀ ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି। ଧୋନୀ ୧୦୬ ଟେରିଟୋରିୟଲ...

Advertisement
Archives

Model This Week