Posted inଜାତୀୟ

ମୁମ୍ବାଇରେ ଭୁଶୁଡ଼ିଲା ୪ମହଲା କୋଠା

ମୁମ୍ବାଇ,୨୪।୮: ମହାରାଷ୍ଟ୍ର ରାଜ୍ୟ ଭିଓ୍ବାଣ୍ଡିର ଶାନ୍ତିନଗରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୪ ମହଲା ବିଶିଷ୍ଟ କୋଠାଘର ଭୁଶୁଡ଼ିପଡ଼ିଛି। ଏହି ଦୁଃଖଦ ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଏବେ ବି ପୋଲିସ ଓ ଏନ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭିୱାଣ୍ଡିଠାରେ ଥିବା କୋଠାଘର ପୂର୍ବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଏହା ଭୁଶୁଡ଼ିପଡ଼ିବା ଆଶଙ୍କାରେ ସେଠାରେ ଲୋକମାନଙ୍କୁ ଖାଲି କରାଯାଇଥିଲା। ହେଲେ ଘଟଣା ଘଟିବା ଦିନ ସେଠାରୁ ଲୋକଙ୍କୁ ଖାଲି କରାଯାଉଥିବା ସମୟରେ କିଛି ଲୋକ ବିନାନୁମତିରେ ନିଜ ଜିନିଷ ଆଣିବା ପାଇଁ ଘର ଭିତରକୁ ଚାଲି ଯାଇଥିଲେ। ଏହାପରେ କୋଠାଟି ଭୁଶୁଡି ପଡ଼ିଥିଲା ବୋଲି ଭିୱାଣ୍ଡି-ନିଜାମପୁର ନଗରପାଳିକା କମିଶନର ଅଶୋକ ରଣଖମ୍ବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଦଙ୍ଗାରେ ମୃତ ଅଙ୍କିତ ଶର୍ମାଙ୍କ ପରିବାରକୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ସହ ଜଣକୁ ମିଳିବ ଚାକିରି: କେଜରିଓ୍ବାଲ

ନୂଆଦିଲ୍ଲୀ,୨।୩: ଦିଲ୍ଲୀ ଦଙ୍ଗାରେ ଇଣ୍ଟଲିଜେନ୍ସ ବ୍ୟୁରୋର ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଗୋଟିଏ ଦିନ ପରେ ଡ୍ରେନ୍‌ରୁ ତାଙ୍କ ମୃତଦେହ ମିଳିବା...

୧୯୬୫ ଏବଂ ୧୯୭୧ ଯୁଦ୍ଧ ଯବାନଙ୍କୁ ମିଳୁ ସ୍ବତନ୍ତ୍ରତା ସେନାନୀ ପେନସନ୍‌: ସେନାର ପ୍ରସ୍ତାବ

ନୂଆଦିଲ୍ଲୀ,୧୪।୧: ଶତ୍ରୁ ବିପକ୍ଷରେ ୫୫ ବର୍ଷ ତଳେ ଯୁଦ୍ଧ ଲଢ଼ିଥିବା ଯବାନଙ୍କୁ ସ୍ବତନ୍ତ୍ରତା ସେନାନୀ ପେନସନ୍‌ ମିଳିବ। ଏନେଇ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ...

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିବ ବିପଦ ଭତ୍ତା…

ନୂଆଦିଲ୍ଲୀ, ୩।୯ : କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗର କର୍ମଚାରୀମାନେ ବିପଦ ଭତ୍ତା (ରିସ୍କ୍‌ ଆଲାଉନ୍ସ) ପାଇବେ। ତଥାପି, ଏଥିପାଇଁ କର୍ମଚାରୀମାନଙ୍କୁ ଏକ ସର୍ତ୍ତ ପୂରଣ...

ମୃତ ଅବସ୍ଥାରେ ମିଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟି ରାମାରାଓଙ୍କ ଝିଅ

ହାଇଦ୍ରାବାଦ,୧ ।୮: ତେଲେଙ୍ଗାନାର ଟିଡିପି ସଂସ୍ଥାପକ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ଝିଅ ଉମା ମାହେଶ୍ୱରିଙ୍କ ପରଲୋକ ହୋଇଛି । ହାଇଦ୍ରାବଦରେ...

ବଦଳୁ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ନାମିତ ସହର,ରାସ୍ତା, କୋଠାର ନାମ: ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ …

ନୂଆଦିଲ୍ଲୀ,୧୧।୨ : ଦେଶରେ ବିଦେଶୀ ଆକ୍ରମଣକାରୀଙ୍କ ନାମରେ ସହର, ସଡ଼କ, କୋଠା ଏବଂ ଅନୁଷ୍ଠାନର ନାମ ପରିବର୍ତ୍ତନ କରିବାକୁ ଆୟୋଗ ଗଠନ ଦାବିରେ ସୁପ୍ରିମକୋର୍ଟରେ ଏକ...

ମାସେ ମଧ୍ୟରେ ଏସ୍‌ଆଇଟି ଯାଞ୍ଚ୍‌ ଶେଷ ହେବ…

ନୂଆଦିଲ୍ଲୀ,୬।୧୨: ନାଗାଲାଣ୍ଡରେ ସୁରକ୍ଷାକର୍ମୀଙ୍କ ଦ୍ୱାରା କରାଯାଇ ଯାଇଥିବା ଫାୟାରିଂ ଘଟଣା ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ଲୋକ ସଭାରେ ବକ୍ତବ୍ୟ ରଖିଛନ୍ତି। ମାସେ ମଧ୍ୟରେ...

ଟିଏମ୍‌ସି ଟୁଇଟର ଆକାଉଣ୍ଟ ହ୍ୟାକ୍‌…

କୋଲକାତା,୨୮।୨ : ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଅଫିସିଆଲ ଟୁଇଟର ଆକାଉଣ୍ଟ ମଙ୍ଗଳବାର ହ୍ୟାକ ହୋଇଛି। ହ୍ୟାକର୍‌ ଟିଏମସିର ଟୁଇଟର ଆକାଉଣ୍ଟର ପ୍ରୋଫାଇଲ ଚିତ୍ର ଏବଂ ନାମ ବଦଳାଇ...

ଛାତ୍ରୀଛାତ୍ରମାନଙ୍କୁ ଗୋଟିଏ ଶ୍ରେଣୀ କକ୍ଷରେ ବସାଇବା ଭାରତୀୟ ସଂସ୍କୃତିର ଅବମାନନା, ନେତାଙ୍କ ମନ୍ତବ୍ୟ ନେଇ ଉତ୍ତେଜନା …

ଥିରୁଭାନନ୍ତପୁରମ୍‌, ୨୯।୮ : କେରଳର ହିନ୍ଦୁ ଏଜାଭା ସମ୍ପ୍ରଦାୟର ନେତା ଭେଲାପାଲି ନାଟସନ କହିଛନ୍ତି ଯେ ଶ୍ରେଣୀ କକ୍ଷରେ ଛାତ୍ରୀଛାତ୍ରମାନଙ୍କୁ ଏକାଠି ବସାଇବା ଭାରତୀୟ ସଂସ୍କୃତିର...

Advertisement
Archives

Model This Week