ମିଶନ ଚନ୍ଦ୍ରୟାନ : ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇଥିଲେ ବୈଜ୍ଞାନିକ

ପୁରୀ ଅଫିସ, ୨।୮ : ମିଶନ ଚନ୍ଦ୍ରୟାନ-୨ର ସଫଳତା ପଛରେ ରହିଛି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଉପଦେଶ। ମହାକାଶ ବିଜ୍ଞାନ ବୈଦିକ ଗଣିତ ଆଧାରରେ ଚାଲୁଛି। ତେଣୁ ଏହାକୁ କିପରି ଉପଯୋଗ କରାଯାଇପାରିବ ସେ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବୈଜ୍ଞାନିକ। ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ ପୂର୍ବରୁ ଶଙ୍କରାଚାର୍ଯ୍ୟ ଇସ୍ରୋର ଶ୍ରୀହରିକୋଟାସ୍ଥିତ ପ୍ରୟୋଗଶାଳା ପରିଦର୍ଶନ କରିଥିଲେ। ସେଠାରେ ସେ ବୈଦିକ ଗଣିତ ଏବଂ ଚନ୍ଦ୍ରୟାନ ଉତ୍‌କ୍ଷେପଣ ସମ୍ପର୍କରେ ବୈଜ୍ଞାନିକମାନଙ୍କ ସହ ବିଚାର ବିମର୍ଶ କରିଥିଲେ। ଚନ୍ଦ୍ରମାଙ୍କ ଗତି ସମ୍ପର୍କରେ ଶ୍ରୀମଦ୍‌ ଭାଗବତ, ବିଷ୍ଣୁ ପୁରାଣ ଏବଂ ବିଶେଷକରି ମହାଭରତରେ ତଥ୍ୟ ରହିଛି। ଏହି ଆଧାର କରି ଚନ୍ଦ୍ରୟାନ କେବେ ଛଡାଯିବ ସେ ନେଇ ଇସ୍ରୋ ବୈଜ୍ଞାନିକଙ୍କୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ବ୍ୟାଙ୍କ ବନ୍ଦ ରହିବ

ଭୁବନେଶ୍ୱର,୧୦ା୩: ଗତ ବଜେଟ ସମୟରେ କେନ୍ଦ୍ର ସରକାର କିଛି ଜାତୀୟକରଣ ବ୍ୟାଙ୍କକୁ ଘରୋଇକରଣ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିର ପ୍ରତିବାଦରେ ୟୁନାଇଟେଡ୍‌...

ପ୍ରିନ୍ସିପାଲ, ଶିକ୍ଷକଙ୍କ ଆକାଉଣ୍ଟରୁ ୬.୫ଲକ୍ଷ ଲୁଟ

ଭୁବନେଶ୍ୱର,୨୯ା୮ବ୍ୟୁରୋ): ପୁଣି ସାଇବର ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଦୁଇଜଣ ବ୍ୟକ୍ତି। ସାଇବର ଠକମାନେ ଖାରବେଳନଗର ଥାନା ୟୁନିଟ-୩ସ୍ଥିତ ଡା.ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜର...

ଖବରଦାତାଙ୍କ ଘର ଉପରକୁ ବୋମା ମାଡ଼

କୋଣାର୍କ/କାକଟପୁର,୨୪ା୪(ଡି.ଏନ.ଏ): ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସଞ୍ଜୟ ପତିଙ୍କ କୋଣାର୍କ ଏନ୍‌ଏଏସି ୪ନଂ ୱାର୍ଡର ବାଲିସାହିସ୍ଥିତ ବାସଭବନକୁ ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ବିତ ରାତିରେ ବୋମା ମାଡ଼...

ଆଜି ବସିବ ଛତିଶା ନିଯୋଗ ବୈଠକ

ପୁରୀ ଅଫିସ, ୨୫।୫: ପୁରୀ ଶ୍ରୀମନ୍ଦିରରେ ବୁଧବାର ଛତିଶା ନିଯୋଗ ବୈଠକ ବସିବ । ନୀଳାଦ୍ରି ଭକ୍ତ ନିବାସରେ ଦିନ ୧୨ଟାରେ ଏହି ବୈଠକ ବସିବ...

ଟ୍ୟୁମର ପୀଡ଼ିତଙ୍କୁ ସହଯୋଗର ହାତ ବଢ଼ାଇଲେ ଇଟାଲୀୟ

ପୁରୀ ଅଫିସ, ୬।୧୦: ଦୀର୍ଘଦିନ ଧରି ମସ୍ତିଷ୍କଜନିତ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଗରିବ ଅସହାୟ ଯୁବକଙ୍କ ଚିକିତ୍ସା...

ବୁଲ୍‌ବୁଲ୍‌ ପୁନରୁଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହାୟତା କଲା ବିଜୁ ଯୁବ ବାହିନୀ

ଭୁବନେଶ୍ୱର,୯।୧୧(ବ୍ୟୁରୋ):  ‘ବୁଲ୍‌ବୁଲ୍‌’ ଓଡ଼ିଶା ଉପକୂଳ ଦେଇ ଗତି କରୁଅଛି। ଏହାର ପ୍ରଭାବରେ ଉତ୍ତର ତଥା ଉପକୂଳ ଓଡ଼ିଶା କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ...

ରାଜ୍ୟର ୭ ଜିଲାରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା!

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସକାଳୁ କୋହଲା ପାଗ ସାଙ୍ଗକୁ କିଛି କିଛି ସ୍ଥାନରେ ସାମାନ୍ୟ ବର୍ଷା ମଧ୍ୟ ହୋଇଛି। ଦିନରେ ପ୍ରବଳ ଖରା ପରେ ଅପରାହ୍ନରେ ବିଭିନ୍ନ ସ୍ଥାନାରେ...

୭ ବରିଷ୍ଠ ପୋଲିସ ଅଧିକାରୀଙ୍କ ପଦୋନ୍ନତି

ଭୁବନେଶ୍ୱର,୨୮।୫ (ବ୍ୟୁରୋ): ଓଡିଶା ପୋଲିସରେ ଭାରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ୭ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।...

Advertisement
Archives

Model This Week