Posted inଜାତୀୟ

ମିଲିନ୍ଦ ଦେଓରାଙ୍କ ଇସ୍ତଫା ପରେ କର୍ମୀଙ୍କ ଉପରେ ଦୋଷ ଲଦିଲେ କଂଗ୍ରେସ ନେତ୍ରୀ ଉର୍ମିଳା

ମୁମ୍ବାଇ,୯।୭: ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା ଇସ୍ତଫା ଦେବା ପରେ ଦଳରେ ସଙ୍କଟ ବଢିବାରେ ଲାଗିଛି। ଏବେ ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକର ଏକ ଚିଠି ଲେଖି କଂଗ୍ରେସକର୍ମୀଙ୍କୁ ଦୋଷାରୋପ କରିଛନ୍ତି। ଉର୍ମିଳା ଏକ ଲମ୍ବା ଚିଠି ମାଧ୍ୟମରେ ମିଲିନ୍ଦଙ୍କୁ ଜଣାଇଛନ୍ତି କି ଲୋକ ସଭା ନିର୍ବାଚନ ସମୟରେ ଦଳୀୟ କର୍ମୀମାନେ ସହଯୋଗ ନ କରିବା, ଦୁର୍ବଳ ଯୋଜନା ପ୍ରସ୍ତୁତ କରିବା, ପ୍ରଚାର ସମୟରେ ମଧ୍ୟ ସହଯୋଗ ନ ମିଳିବା, ଏଥିପାଇଁ ନିୟୋଜିତ ଥିବା ଚିଫ୍‌ କୋଅର୍ଡିନେଟର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଦଳ ହାରିବାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ଉର୍ମିଳା କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ହାରି ଯାଇଥିଲେ। ତେବେ ସର୍ବମୋଟ ଦଳ ହାରିବାକୁ ନେଇ ସେ ଏବେ ଦଳୀୟ କର୍ମୀଙ୍କ ଉପରେ ଦୋଷ ଲଦିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚଭୂତରେ ଲୀନ ହେଲେ ଅରୁଣ

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପା ନେତା ଅରୁଣ ଜେଟଲୀଙ୍କ ପ୍ରାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ରାଷ୍ଟ୍ରୀୟ ସମ୍ମାନ ସହ ରବିବାର ନିଗମବୋଧ ଘାଟରେ...

ବିମାନରେ ବୋମା ଥିବା ଧମକ ପରେ ମସ୍କୋରୁ ଗୋଆ ଆସୁଥିବା ବିମାନର ଜାମନଗର ବିମାନ ବନ୍ଦରରେ ଜରୁରୀ ଅବତରଣ

ଅହମଦାବାଦ,୧୦ ।୧: ମସ୍କୋରୁ ଗୋଆ ଆସୁଥିବା ଏକ ବିମାନରେ ବୋମା ଥିବା ଧମକ ମିଳିଥିଲା । ଏହାପରେ ଉକ୍ତ ବିମାନଟିକୁ ସୋମବାର ଗୁଜରାଟର ଜାମନଗର ବିମାନ...

ଭାରତୀୟ ଯବାନ ଚାଇନାକୁ ଦେଇଛନ୍ତି କଡ଼ା ଜବାବ: ରାଜନାଥ

ନୂଆଦିଲ୍ଲୀ, ୧୫।୯: ଏଲ୍‌ଏସିରେ ଭାରତୀୟ ଯବାନ ଚାଇନାକୁ କଡ଼ା ଜବାବ ଦେଇଛନ୍ତି। ଏସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଲୋକ ସଭାରେ ସୂଚନା ଦେଇଛନ୍ତି।...

୧୪ ଦିନ ପୂର୍ବରୁ ସରିଲା ଅମରନାଥ ଯାତ୍ରା: ନିରାଶ ହୋଇ ଫେରିଲେ ଶ୍ରଦ୍ଧାଳୁ

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସନ୍ଦେହରେ ଅମରନାଥ ଯାତ୍ରାକୁ ବନ୍ଦ କରିଦିଆଯାଇଛି। ଅଗଷ୍ଟ ୧୫ ଏହି ଯାତ୍ରା ଶେଷ ହେବାକୁ ଥିବା ବେଳେ ଏହାକୁ ୧୩...

ଜଗନଙ୍କ କ୍ୟାବିନେଟରେ ଜାତି ସମୀକରଣ

ହାଇଦ୍ରାବାଦ,୧୦।୪: ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ ଏପ୍ରିଲ ୭ରେ...

ହରିୟାଣାରେ ହାରିଗଲେ ଅଜୟ ମାକେନ

ଚଣ୍ଡିଗଡ଼,୧୧ ।୬: ଦେଶର ୪ ରାଜ୍ୟରେ ୧୬ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ଭୋଟ ଗ୍ରହଣର ଫଳାଫଳ ସାମ୍ନାକୁ ଆସିଛି । କର୍ନାଟକ ଓ...

ପାକିସ୍ତାନ ନିର୍ଦ୍ଦେଶରେ ଭାରତରେ ଗୁଇନ୍ଦାଗିରି କରୁଥିଲେ ଏହି ବ୍ୟକ୍ତି: ଘରେ ଚଢ଼ାଉ କରି ଉଠାଇ ଆଣିଲା ଏନ୍‌ଆଇଏ

ନୂଆଦିଲ୍ଲୀ,୧୫।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ଗୁଜରାଟର ଗୋଧରା ଅଞ୍ଚଳରୁ ଗିତେଲୀ ଇମରାନ ଖାନ୍‌ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି...

ଝାଡ଼ଖଣ୍ଡରେ କଂଗ୍ରେସକୁ ମିଳିବ ଗୋଟିଏ ରାଜ୍ୟ ସଭା ଆସନ

ନୂଆଦିଲ୍ଲୀ,୨୯ ।୫: ସାରା ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା କରାଯାଉଛି । ଏହାକୁ ନେଇ ପ୍ରାୟ ସମସ୍ତ ବଡ ବଡ...

Advertisement
Archives

Model This Week