ମାଟି ପାତ୍ର ଚା’ର ମଜା ନେଲେ ଅନନ୍ୟା-କାର୍ତ୍ତିକ

ମୁମ୍ବଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପାଇଁ ବ୍ୟସ୍ତ ଅଛନ୍ତି। ଲକ୍ଷ୍ନୌରେ ଏବେ ଏହି ଫିଲ୍ମର ଶୁର୍ଟି ଚାଲିଥିବା ବେଳେ ଏଥିରୁ ଟିକେ ସମୟ ବାହାର କରି ସେ ମାଟି ପାତ୍ରରେ ଚା’ପିଇ ଏହାର ମଜା ଉଠାଇ ଥିବା ନଜର ଆସିଛି। ତେବେ ସେ ଏକା ନୁହେଁ ତାଙ୍କ ସହ ଚଙ୍କି ପାଣ୍ଡେଙ୍କ ଲାଡ୍‌ଲି ଅନନ୍ୟା ପାଣ୍ଡେଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଉଭୟ ଶୁଟିଂ ଶେଟ୍‌ରୁ କିଛି ସମୟ ପାଇଁ ବାହରକୁ ଆସି ଲକ୍ଷ୍ନୌରେ ମିଳୁଥିବା ଲୋକପ୍ରିୟ ମାଟି ପାତ୍ର ଚା’ ପିଉଥିବା ଦେଖାଯାଇଛି। ଆଉ ସେହି ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା କାଜଲଙ୍କ ସର୍ଟ ଫିଲ୍ମର ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ନାୟିକା କାଜଲ ଦେବଗନ ଏବେ ସର୍ଟ ଫିଲ୍ମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଏବେ ଏହି ନାରୀ କୈନ୍ଦ୍ରୀକ ଫିଲ୍ମ ‘ଦେବୀ’ର ଫାଷ୍ଟ...

ପେସା ଡାକ୍ତର, ନିଶା ସଙ୍ଗୀତ

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହକି ୱାଲର୍‌ଡକପ ଅବସରରେ ହକି ଆନ୍ଥେମ ‘ଜୟ ହୋ ହକି’ରେ କଣ୍ଠଦାନ କରି କିପରି ଅନୁଭବ କରୁଛନ୍ତି ?...

ଏମିତି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଅମୀରଙ୍କ ଝିଅ ଇରା

ଅମୀର ଖାନ୍‌ଙ୍କ ଝିଅ ଇରା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ଶୁଣିବାକୁ ମିଳିଥିଲା ସେ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତ। ଏବେ ତାଙ୍କ...

ଫିଲ୍ମ ‘ଅନ୍ତରଙ୍ଗୀ ରେ’ ର ଶୁଟିଂ ଆରମ୍ଭ: ୨୦୨୧ ଭାଲେଣ୍ଟାଇନ୍‌ରେ ରିଲିଜ୍‌ ହେବ

ଅଭିନେତ୍ରୀ ସାରା ଅଲ୍ଲି ଖାନ୍‌, ଅଭିନେତା ଧନୁଷ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଅନ୍ତରଙ୍ଗୀ ରେ’ ର ଶୁଟିଂ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଯାଇଛି।...

ଚଳିତ ବର୍ଷ କପୁର ପରିବାର ପାଳିବେନି ଗଣେଶ ଚତୁର୍ଥୀ

ମୁମ୍ବାଇ: ପ୍ରତି ବର୍ଷ କପୁର ପରିବାର ବହୁ ଆଡ଼ମ୍ବରରେ ଗଣେଶ ଚତୁର୍ଥୀ ପାଳନ କରୁଥିବା ବେଳେ ଚଳିତ ବର୍ଷ କିନ୍ତୁ ଏମାନେ ଏହି ପର୍ବ ପାଳନ...

‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଆଶା ଭୋସଲେ, ଶଙ୍କର ମହାଦେବନ

ବମ୍ବେ: ପ୍ରଖ୍ୟାତ ଗାୟିକା ଆଶା ଭୋସଲେ, ଗାୟକ ଶଙ୍କର ମହାଦେବନ୍‌ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’। ଉଭୟ ନିଜ ଟୁଇଟର ପୃଷ୍ଠାରେ ଏହାର ଭିଡିଓ ଶେୟାର...

ନିଆରା ଅନ୍ଦାଜରେ ଅର୍ଜୁନଙ୍କୁ ବାର୍ଥଡେ ଓ୍ବିଶ କଲେ କକା ଅନୀଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏନେଇ ତାଙ୍କ କକା ଅନୀଲ କପୁର ଏକ ନିଆରା ଅନ୍ଦାଜରେ ତାଙ୍କୁ...

ଦର୍ଶକଙ୍କୁ ହସାଉଛି ଅକ୍ଷୟଙ୍କ ‘ହାଉସଫୁଲ-୪’: ପ୍ରଶଂସକ କହିଲେ ଦୀପାବଳି ଉପହାର

ମୁମ୍ବାଇ: ପରଦାରେ ମଲ୍ଟିଷ୍ଟାରର୍‌ ଫିଲ୍ମ ‘ହାଉସ୍‌ଫୁଲ୍‌-୪। ଚଳଚ୍ଚିତ୍ରର ଟ୍ରେଲର୍‌ ଏବଂ ଗୀତକୁ ନେଇ ଦର୍ଶକଙ୍କ ମନରେ ପ୍ରଥମରୁ ଉତ୍ସାହ ରହିଥିଲା। ଏବେ ସିନେମା ରିଲିଜ ହେବା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *