Posted inଫୁରସତ

ମାଙ୍କଡର ଓଜନ ୧ କିଲୋ

କେନିଆର ବୈଜ୍ଞାନିକମାନେ ଏପରି ଏକ ମାଙ୍କଡର ଜୀବାଶ୍ମ ପାଇଛନ୍ତି। ଯାହାକୁ ଦୁନିଆର ସବୁଠାରୁ ଛୋଟ ମାଙ୍କଡ ବୋଲି କୁହାଯାଉଛି। ବୈଜ୍ଞାନିକମାନଙ୍କ ଅନୁସାରେ, ଏହି ମାଙ୍କଡର ଜୀବାଶ୍ମ ୪୨ ବର୍ଷର ପୁରୁଣା। ଏହାକୁ ନ୍ୟାନୋପୀରୋକସ୍‌ ବ୍ରାଉନୀର ନାମ ଦିଆଯାଇଛି। ଏହି ଅନ୍ବେଷଣ କେନିଆର ନେସ୍‌ନାଲ୍‌ ମ୍ୟୁଜିୟମ୍‌, ଡ୍ୟୁକ ଓ ମିସୋରୀ ବିଶ୍ୱବିଦ୍ୟାଳୟ କରିଛନ୍ତି। ଏହି ଛୋଟ ମାଙ୍କଡର ଓଜନ ମାତ୍ର ୧ କିଲୋ। ଏହି ନୂଆ ପ୍ରଜାତିର ମାଙ୍କଡର ଆକାର ବିଶ୍ୱର ସବୁଠାରୁ ପୁରୁଣା ସମୟର ମାଙ୍କଡ ‘ଟୈଲାପୋଇନ୍‌’ ପରି ଦେଖାଯାଉଛି। ସେତେବେଳେ ଏପରି ମାଙ୍କଡ ଶୁଖିଲା ଘାସ ମଧ୍ୟରେ ରହୁଥିଲେ। ପରିବେଶ ପରିବର୍ତ୍ତନ ଯୋଗୁ ‘ଟୈଲାପୋଇନ୍‌’ ଓ ନୈନୋପୀଥେକସ୍‌ ବ୍ରାଉନୀ ପ୍ରଜାତିର ମାଙ୍କଡମାନଙ୍କ ଉପରେ ଏହାର ପ୍ରଭାବ ପଡିଥିଲା। ନୈନୋପୀଥେକସ୍‌ର ପ୍ରଜାତି କେନିଆର ପର୍ଯ୍ୟାବରଣରେ ବୃଦ୍ଧି ପାଉଥିଲେ। ଏହା ଦ୍ୱିତୀୟ ସବୁଠାରୁ କ୍ଷୁଦ୍ର ପ୍ରଜାତିର ମାଙ୍କଡ ବୋଲି କୁହାଯାଏ। ଏହାର ନାମକରଣ ବୈଜ୍ଞାନିକ ଫ୍ରେନିସିସ୍‌ ବ୍ରାଉନ୍‌ଙ୍କର ନାମ ଦ୍ୱାରା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡାର କେକ୍‌ କଟା: ଭିଡିଓ ଦେଖିଲେ…

ସୋସିଆଲ ମିଡିଆର ଦୁନିଆ ମଧ୍ୟ ଅଜବ ଅଟେ। ଏଠାରେ କିଛି ସେକେଣ୍ଡରେ ଏମିତି ଭାଇରାଲ ହୁଏ, ଯାହା ଜଣଙ୍କୁ ରାତାରାତି ଷ୍ଟାର୍‌ କରାଇଦିଏ। ଏପରି ଏକ...

ମାଟି ମା‘ର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ

ମାଟି ମା‘ର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ପଦାତିକ ବାହିନୀଙ୍କ ବଳିଦାନ ଅତୁଳନୀୟ। ପଦାତିକ ବାହିନୀର କର୍ମଚାରୀଙ୍କ କଲ୍ୟାଣ ପାଇଁ ଡିସେମ୍ବର ୭ରେ...

ଗୋଟିଏ କରଞ୍ଜିର ମୂଲ୍ୟ ୧୨ ଶହ ଟଙ୍କା: ଖାଇପାରିଲେ…

ରଙ୍ଗର ପର୍ବ ହୋଲିରେ ଅନେକ ପ୍ରକାରର କରଞ୍ଜି ମିଳିଥାଏ। ହେଲେ ଏବେ ଏକ ସ୍ବତନ୍ତ୍ର କରଞ୍ଜି ଦେଖିବାକୁ ମିଳିଛି। ଲକ୍ଷ୍ନୌର ଛପନ ଭୋଗ ନାମକ ଏକ...

ଗୋଟିଏ ଭିଡିଓ ଯୋଗୁ ରାତାରାତି ଷ୍ଟାର୍‌ ପାଲଟିଲେ ବାଦାମ ବିକ୍ରେତା

ଆଜିକାଲି ସୋସିଆଲ ମିଡିଆ ଜରିଆରେ ଅନେକ ଲୋକ ରାତାରାତି ଷ୍ଟାର ପାଲଟିବା ନଜିର ରହିଛି। ରାନୁ ମଣ୍ଡଳ, ଡ୍ୟାନ୍ସ ଓ୍ବାଲେ ଡବୁ ଅଙ୍କଲ କିମ୍ବା ସହଦେବ...

ଏମିତି ପଥର ଚଟାଣ, ଯାହା ଭୂ-କମ୍ପରେ ବି ଦୋହଲେ ନାହିଁ

ମଧ୍ୟପ୍ରଦେଶର ଜବଲପୁର ସହରରେ ଏମିତି କିଛି ରହସ୍ୟ ଲୁଚି ରହିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାରେ ଥିବା ନର୍ମଦା ନଦୀ ସବୁଠୁ ସୁନ୍ଦର। କୁହାଯାଏ,...

ଶିକାର ଦେଖି ନ ଦେଖିଲା ଭଳି ହେଉଛି ବାଘ, ଭିଡିଓ ଦେଖିଲେ …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

୨୧ ବର୍ଷୀୟା ମହିଳା ଜନ୍ମ ଦେଲେ ୬ କେଜି ଓଜନର କନ୍ୟା ସନ୍ତାନ

ଲଣ୍ଡନ,୧।୫: ବ୍ରିଟେନରେ ଜଣେ ୨୧ ବର୍ଷୀୟା ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଶିଶୁର ଓଜନ ୬ କେଜି। ଯାହାକୁ ନେଇ ଡାକ୍ତରମାନେ...

ବିକଳ୍ପ ଖାଦ୍ୟ ଦ୍ୱାରା ମେଣ୍ଟିବ ଭୋକ…

ହେଲସିଙ୍କ: ଆଗାମୀ ଦିନରେ ପୃଥିବୀର ଖାଦ୍ୟ ସମସ୍ୟା କିଭଳି ଦୂର କରାଯିବ ସେ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏହି ମର୍ମରେ ଫିନ୍‌ଲାଣ୍ଡର ବୈଜ୍ଞାନିକ...

Advertisement
Archives

Model This Week