ମହିଳାଙ୍କୁ ଗୋଡ଼େଇ ପିଟିବା ଘଟଣାରେ ୨ ଗିରଫ

ପୁରୁଣା ଭୁବନେଶ୍ୱର,୧୩।୩ (ଡି.ଏନ.ଏ.): ଜମି ସୀମା ବିବାଦକୁ ନେଇ ସୋମବାର ଲିଙ୍ଗରାଜ ଥାନା ଅଧୀନ ବିନ୍ଦୁସାଗର ରାସ୍ତାରେ ସବିତା ସେଠୀଙ୍କୁ କେତେଜଣ ବ୍ୟକ୍ତି ବିଚ୍‌ ରାସ୍ତାରେ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଥିଲେ। ଏହି ଘଟଣାରେ ପୋଲିସ ଗୁରୁବାର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସ୍ଥାନୀୟ ହରଚଣ୍ଡୀ ସାହିର ପ୍ରକାଶ ମହାସୁଆର(୫୪) ଏବଂ ପଳାଶପଲ୍ଲୀ ଅଞ୍ଚଳର ପ୍ରଶାନ୍ତ ମହାପାତ୍ର(୩୪)। ପୋଲିସ ସୂଚନା ମୁତାବକ, ଏମାନଙ୍କ ସହ ୭ରୁ ଊର୍ଦ୍ଧ୍ୱ ଯୁବକ ମହିଳାଙ୍କୁ ଘଟଣା ଦିନ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଥିଲେ। ମହିଳାଙ୍କ ଅଭିଯୋଗ ପରେ ପୋଲିସ ନଂ. ୪୫/୨୦ରେ ମାମଲା ରୁଜୁ କରିଥିଲା। ମାଡ ମାରିଥିବା ଅନ୍ୟମାନେ ଫେରାର ଅଛନ୍ତି। ଦୁଇଟି ସ୍ପେଶାଲ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶରତ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମ୍‌ସି

ଭୁବନେଶ୍ୱର,୩।୭(ବ୍ୟୁରୋ)-ଗୋଟିଏ ପରିବାରର ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଶୁକ୍ରବାର ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ...

ଠିକ୍‌ ସମୟରେ ବିଫଳ : ରାଜଧାନୀ ଜଳମୟ

ଭୁବନେଶ୍ୱର,୨୫ା୧୦ : ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ରାଜଧାନୀ...

ଘୁଞ୍ଚିଲା ଯୁକ୍ତ ୩ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଡିଗ୍ରୀ ମହାବିଦ୍ୟାଳୟଗୁଡିକରେ ସେମିଷ୍ଟର ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବି ନେଇ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ପରେ ପରୀକ୍ଷା ତାରିଖକୁ ପରିବର୍ତ୍ତନ କରାଯାଇଛି। ବର୍ଷକ...

ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା

ଭୁବନେଶ୍ୱର,୨୦।୨(ବ୍ୟୁରୋ) : ରାଜ୍ୟ ପାଣିପାଗରେ ହଠାତ୍‌ ପରିବର୍ତ୍ତନ ଦେଖାଦେଇଛି। ଆନ୍ଧ୍ରର ଉତ୍ତର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଶନିବାର ରାଜ୍ୟର କିଛି ଜିଲାରେ ପାଗ...

ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ି ସମ୍ମାନ

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଶନିବାର ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଅବସରରେ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର-୨୦୧୯ ନିମନ୍ତେ କଥାକାର, ଔପନ୍ୟାସିକା...

ସ୍ବସ୍ତି ସିଂଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଚଳିତବର୍ଷର ଏକଲବ୍ୟ ପୁରସ୍କାର ଘୋଷଣା କରାଯାଇଛି। ସାଇକେଲ୍‌ ଚାଳିକା ସ୍ବସ୍ତି ସିଂଙ୍କୁ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ଫୁଟବଲର ପ୍ୟାରୀ ଖାକା...

‘ବିଜେଡି ଚାପରେ ମୋତେ ଗିରଫ କରାଯାଇଛି’

ଭୁବନେଶ୍ୱର,୨।୫(ବ୍ୟୁରୋ): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ରବିବାର ଗିରଫ ପରେ ରାଜନୀତି ଜୋର ଧରିଛି । ନିଜେ ବିଧାୟକ ଅଭିଯୋଗ କରିଛନ୍ତି, ବିଜେଡି ଚାପରେ ତାଙ୍କୁ...

ଆଜି ମନ୍ତ୍ରୀ ପରିଷଦ, କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ଗତ ୨୫ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ୩୦ ତାରିଖରେ ରାଜ୍ୟ ସରକାର...

Advertisement
Archives

Model This Week