‘ମହାପ୍ରଭୁଙ୍କ ପାଖରେ ସମର୍ପିତ ହେଲେ ସବୁ କାର୍ଯ୍ୟ ଅକ୍ଳେଶରେ ହୁଏ’

ଦର୍ପଦଳନ ରଥର ମହାରଣା ସେବକ ନାରାୟଣ ମହାରଣା (୫୬)। ବାପା କୃଷ୍ଣଚନ୍ଦ୍ର ମୁଖ୍ୟ ବିଶ୍ୱକର୍ମା। ରଥ ନିର୍ମାଣରେ ତାଙ୍କର ବିଶେଷ ଭୂମିକା ରହିଛି। ୧୦ ବର୍ଷ ବୟସରେ ସେ ରଥଖଳାକୁ ଆସିଥିଲେ। ୧୯୯୬ ନବକଳେବରରେ ଶାଢି ବନ୍ଧାଇଥିଲେ। ସେ କହନ୍ତି, ମହାପ୍ରଭୁଙ୍କ କରୁଣା ଓ ବାପାଙ୍କ ପ୍ରେରଣାରୁ ରଥ ନିର୍ମାଣରେ ପାରଙ୍ଗମ ହୋଇପାରିଛି। ବାପା ହେଉଛନ୍ତି ମୋ’ ଗୁରୁ ଓ ଆଦର୍ଶ। ତାଙ୍କଠାରୁ ରଥ ନିର୍ମାଣ କଳା ଶିଖିଛି। ଆଜି ମଧ୍ୟ କିଛି ଭୁଲ ହେଲେ, ସେ ସଙ୍ଗେ ସଙ୍ଗେ ଆକଟ କରନ୍ତି। ଭୁଲ ସଂଶୋଧନ କରିଦିଅନ୍ତି।
ଦୁଇଟି ନବକଳେବରରେ କାମ କରିଥିବା ନାରାୟଣ କହିଛନ୍ତି ବନଯାଗର ଅନୁଭୂତି ନିଆରା। ଏହାକୁ ଶବ୍ଦରେ ବ୍ୟକ୍ତ କରାଯାଇପାରିବ ନାହିଁ, କେବଳ ଅନୁଭବ କରାଯାଇପାରେ। ବନଯାଗରେ ଯିବାବେଳେ ଲୋକଙ୍କଠୁ ବହୁ ସ୍ନେହ, ଶ୍ରଦ୍ଧା ପାଇଥିଲୁ। କିଏ ଫୁଲ ପକାଇଥିଲେ ତ ପୁଣି କେହି ପାଦ ଧୋଇଦେଇଥିଲେ। ରାସ୍ତା ସାରା କେବଳ ହରିବୋଲ, ହୁଳହୁଳି, ନାମ ସଂକୀର୍ତ୍ତନ, ଜୟ ଜୟକାର ବାତାବରଣରେ ଏକ ଆଧ୍ୟାତ୍ମିକ ଭାବ ଜାଗ୍ରତ ହୋଇଥିଲା। କୌଣସି ସ୍ଥାନରେ ପହଞ୍ଚତ୍ବା ପୂର୍ବରୁ ସେଠାରେ ଲୋକେ ସବୁ ବ୍ୟବସ୍ଥା କରିଦେଇଥିଲେ। ଯାତ୍ରାରେ କିଛି ଅସୁବିଧା ହୋଇନାହିଁ। ଏସବୁ ମହାପ୍ରଭୁଙ୍କ ଅପୂର୍ବ ଲୀଳା। ମହାପ୍ରଭୁଙ୍କ ନିକଟରେ ସେବା ମନୋଭାବ ରଖି ନିଜକୁ ସମର୍ପଣ କରିଦେଲେ ସବୁ କାର୍ଯ୍ୟ ଅକ୍ଳେଶରେ ହୋଇଯାଏ, ଏହା ମୁଁ ଅନୁଭବ କରିଛି। ରଥଖଳାରେ ମହାପ୍ରଭୁଙ୍କ ସତ୍ତାକୁ ଅନୁଭବିଛି। ନୀଳଚକ୍ରକୁ ଦେଖି ମଥା ଟେକିଦେଲେ ମନରେ ଅପୂର୍ବ ଶାନ୍ତି ଓ ଶ୍ରଦ୍ଧାଭାବ ଆସେ। ଜୀବନର ଶେଷବିନ୍ଦୁ ପର୍ଯ୍ୟନ୍ତ ଏହିପରି ଭାବେ ମହାପ୍ରଭୁଙ୍କ ସେବା କରି ଚାଲିଥିବି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri