Posted inଖେଳ

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା ଏବଂ ୮ଟି ଚୌକା ମାରିଥିଲେ। ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର। ସେ ଭୁବନେଶ୍ୱର କୁମାର ଏବଂ ଜୋଶ ହାଜେଲଉଡ ଭଳି ଅଭିଜ୍ଞ ବୋଲରଙ୍କ ବିପକ୍ଷରେ ମଧ୍ୟ ପ୍ରବଳ ସ୍କୋର କରିଥିଲେ। ପୂର୍ବ ମ୍ୟାଚ୍‌ର ସେ ପ୍ରଥମ ବଲରୁ ଜସପ୍ରୀତ ବୁମରାଙ୍କ ବିପକ୍ଷରେ ମଧ୍ୟ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ଏହି ବଡ଼ ବୋଲରମାନଙ୍କ ବିପକ୍ଷରେ ଖେଳିବା ବିଷୟରେ ପଚରାଯିବାରୁ ସେ କହିଛନ୍ତି,ସେ ବଲ ଉପରେ ଧ୍ୟାନ ଦିଅନ୍ତି, ବୋଲର ଉପରେ ନୁହେଁ। ମୁଁ ଅଭ୍ୟାସରେ ଯାହା କରେ ତାହା କରିବାକୁ ଚେଷ୍ଟା କରେ, କିଛି ଅଧିକ କରିବାକୁ ଚେଷ୍ଟା କରେ ନାହିଁ ଏବଂ ମୋର ପ୍ରାକୃତିକ ଖେଳ ଉପରେ ବିଶ୍ୱାସ କରେ।

ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଜନ୍ମଦିନ କେକ କାଟିପାରି ନ ଥିଲେ କାରଣ ସେ ଶୀଘ୍ର ଶୋଇ ଯାଇଥିଲେ। RCB ବିପକ୍ଷ ବିଜୟ ପରେ ଯେତେବେଳେ ପଚରାଗଲା ଯେ, ସେ ଆଜି କେକ କାଟିବେ କି, ସେ ହସି କହିଥିଲେ, ଆଜି ନୁହେଁ। ମୋତେ ଆଜି ମଧ୍ୟ ଶୀଘ୍ର ଶୋଇବାକୁ ପଡିବ କାରଣ କାଲି ସକାଳେ ଆମର ଶୀଘ୍ର ଉଡ଼ାଣ ଅଛି।ନ୍‌

ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର ଏବଂ ଜୋଶ ହାଜେଲଉଡଙ୍କ ସାମ୍ନା କରିବା ବିଷୟରେ ପଚରାଯିବାରୁ, ବୈଭବ ସୂର୍ଯ୍ୟବଂଶୀ କହିଥିଲେ, ମୁଁ କେବେ ଚିନ୍ତା କରେ ନାହିଁ ଯେ ମୋ ସାମ୍ନାରେ କେଉଁ ବୋଲର ଅଛନ୍ତି। ମୁଁ କେବଳ ବଲ ଉପରେ ଧ୍ୟାନ ଦିଏ, ବୋଲର କିଏ ତାହା ଉପରେ ନୁହେଁ। ମୋର ବାପା ଏବଂ ପ୍ରଶିକ୍ଷକ ସବୁବେଳେ ମୋତେ କୁହନ୍ତି ଯେ ଏହି ଯାତ୍ରା ଏକ ଲମ୍ବା, ତେଣୁ ଅନ୍ୟ ଜିନିଷ ଦ୍ୱାରା ବିଚଳିତ ନ ହୋଇ ମୋର ପ୍ରକ୍ରିୟା ଏବଂ ମୋର ଖେଳ ଉପରେ ଧ୍ୟାନ ଦେବା ଉଚିତ।

ଏକ ବିସ୍ଫୋରକ ଇନିଂସ ଖେଳିବା ପରେ ମଧ୍ୟ ଆଉଟ ହେବା ପରେ ତାଙ୍କ ନିରାଶା ବିଷୟରେ ପଚରାଯିବାରୁ ସେ କହିଥିଛନ୍ତି, ଯଦି ମୁଁ ଉଇକେଟରେ ରହିଥାନ୍ତି, ତେବେ ମୁଁ ୧୦-୨୦ ଅଧିକ ରନ କରିପାରିଥାନ୍ତି କିମ୍ବା ୧-୨ ଓଭର ପୂର୍ବରୁ ଲକ୍ଷ୍ୟ ହାସଲ କରିପାରିଥାନ୍ତି। ମୁଁ ନିରାଶା ଏଥିପାଇଁ ହୁଏ ହେ, ମୁଁ ଇଚ୍ଛା କରେ ମୁଁ ଆଉ ଟିକିଏ ଅଧିକ ସମୟ ଖେଳିପାରିଥାନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri