ମରାମତି ଅଭାବ: ମୁଖିଆ ରାସ୍‌ତାରେ ଦଉଡୁଛେ କେନାଲ ପାଏନ୍‌

ବିନିକା,୧୮ା୩ (ଡି.ଏନ୍‌.ଏ.)-
ଚାଷ୍‌ ଆର ଚାଷୀର ବିକାଶ ଲାଗି କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଜଲ୍‌ସେଚନର ବେବସ୍‌ତା କରୁଛନ୍‌। ଚାଷୀର ଖେତ୍‌କେ ପାଏନ୍‌ ପୁହୁଁଚାବାର ଲାଗି କେନାଲ କୁଡ଼ବାର ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ସେନ୍‌ତା କେନାଲର ଦେଖ୍‌ଭାଲ, ମରାମତି ଲାଗି ବି ଫିବଛର କୋଟି କୋଟି ଟଁକା ଖରଚ୍‌ ହେଉଛେ। ହେଲେ ଅନେକ ଜାଗାରେ ବିଭାଗୀୟ ଅଧ୍‌କାରୀମାନକର ଖାମଖିଆଲି ମନଭାବ ଲାଗି ସରକାର, ଚାଷୀର କ୍ଷତି ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ରାମପୁର କେନାଲ ବିଭାଗ ଅଧୀନ ସିଂଘିଯୁବାରେ।
ସୂଚନା ଅନ୍‌ସାରେ ରାମପୁର-ସିଂଘିଯୁବା ହାଇସ୍କୁଲ ଛକ୍‌ ମୁଖିଆ ରାସ୍‌ତାରେ ରହିଛେ କେନାଲ ବିଭାଗର ଗୁଟେ ମାଇନର ପୁଲିଆ। ଆଏଜ୍‌କେ ୫ ବଛର ତଲେ ଇ ପୁଲିଆ ପାଇପ୍‌ ଖରାପ ହେଇଯାଇଥିଲା। ଥାନୀଅ ଲୋକ ଆର ଚାଷୀ ଅଭିଯୋଗ କଲାରୁ ବିଡବ୍ଲୁଡି ବିଭାଗ ତରଫୁ ତାର ମରାମତି କରାଯାଇଥିଲା। ହେଲେ ପୁଲିଆ ମରାମତି ବେଲେ ଲଗାଯାଇଥିବାର ଦୁଇଟା ସିମେଟ ପାଇପ୍‌ ଠିକ୍‌ ହିସାବେ ଖଁଜା ନାଇଁ ହେଇ। ଯେନ୍‌ଥିରଲାଗି ଗୁଟେ ଫାଲୁ ଆରଗୁଟେ ଫାଲକେ ପାଏନ୍‌ ଠିକ୍‌ ହିସାବେ ନାଇଁ ଯାଇପାରୁଥାଇ। ଏନ୍‌ତାଥି ମାସକେତେ ହେଲା କେନାଲ ପାଏନ୍‌ ରାସ୍‌ତା ଉପରେ ଯାଉଛେ। ଯେନ୍‌ଥିରଲାଗି ଥାନୀଅ ଅଂଚଲବାସୀ, ହାଇସ୍କୁଲର ଛାତ୍ରୀଛାତ୍ର, ଛକେ ଥିବାର ଦୁକାନୀ, ଗାଡ଼ିମଟରବାଲେ ଗଲାଆଏଲା ବେଲେ ବହୁତ୍‌ ହଇରାନ ହରକତ ହେଉଛନ୍‌। ସେନ୍‌ତା କେନାଲ ପାଏନ୍‌ ଚାଷୀର ଖେତ୍‌କେ ଯିବାର ଜାଗାରେ ରାସ୍‌ତାରେ ବୁହି ନାଲ୍‌ ନଲିଆକେ ଯାଉଛେ। ବିଭାଗୀୟ କତୁରପକ୍ଷ ଇ ଦିଗେ ଦୁରୁଷ୍‌ଟି ଦେଇ ପୁଲିଆର ମରାମତି କରବାକେ ଅଂଚଲବାସୀ ଆର ଚାଷୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସନ୍ଦିଗ୍ଧଙ୍କ ପାଇଁ ୧୬୧ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର

ସୋନପୁର,୨୯।୩(ନି.ପ୍ର.) କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି। କରୋନା ସନ୍ଦିଗ୍ଧଙ୍କୁ ରଖିବା ପାଇଁ ଜିଲାର ୬ଟି...

ମେ ୧୫ରୁ ଖୋଲିବ ରବିଧାନ ମଣ୍ଡି

ସୋନପୁର,୨୯।୪(ନି.ପ୍ର.): ରବିଋତୁ ଧାନ ସଂଗ୍ରହ ପାଇଁ ବୁଧବାର ସୁବର୍ଣ୍ଣପୁର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ୧୫ତାରିଖରୁ...

କଲବଲ କଲାଣି ମଶା, କର୍ତ୍ତୃପକ୍ଷ ନୀରବ

ସୋନପୁର,୨୨ା୩(ନି.ପ୍ର.): ମଶା ଉପଦ୍ରବରେ ଅତିଷ୍ଠ ହେଲେଣି ସୁବର୍ଣ୍ଣପୁର ସହରବାସୀ । ରାତି କଥା ଛାଡନ୍ତୁ ଦିନରେ ବସିବା କି ଛିଡାହେବା କଷ୍ଟକର ହୋଇପଡିଛି। ମଶାଙ୍କ ବିତ୍ପାତରେ...

ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଲେ କାଉନସିଲର, ଭାଇରାଲ ହେଉଛି ଭିଡିଓ

ସୋନପୁର,୨୬ା୩(ନି.ପ୍ର.): ବିଜୟ ଶୋଭାଯାତ୍ରାରେ ଗୁଳି ଫୁଟାଇଛନ୍ତି ନବନିର୍ବାଚିତ ବିଜେଡି କାଉନସିଲର। ଏମିତି ଦୃଶ୍ୟ ସୋନପୁର ପୌର ପରିଷଦରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ...

ସମାଜକୁ ସଂସ୍କାରଧର୍ମୀ କରିବାକୁ ଗୁରୁତ୍ୱ

ସୋନପୁର, ୧୪ା୧୦(ନି.ପ୍ର.) ସୁବର୍ଣ୍ଣପୁର ଜିଲା ଯାଦବ ମହାସଭା ପକ୍ଷରୁ ବାର୍ଷିକ ଶାରଦୀୟ ପୂର୍ଣ୍ଣମୀ ଅବସରରେ ବାର୍ଷିକ ପୂଜା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯାଦବଙ୍କ...

କରୋନା ମୁକାବିଲା କରିବେ ଏସ୍‌ଏଚ୍‌ଜି ମହିଳା

ଅମରପାଲି, ୧୩।୬ (ଡି.ଏନ.ଏ.)-ସାରା ବିଶ୍ୱରେ ବର୍ତ୍ତମାନ କରୋନା ମହାମାରୀ ବ୍ୟାପିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ଉଦ୍ୟମ ଜାରି ରହିଛି। ଏହିକ୍ରମରେ ଏହାର ମୁକାବିଲା କରିବା...

ପକ୍ଷାଘାତରେ ପୀଡ଼ିତ ଡିଲେଶ୍ୱରୀ: ଭତା, ଚିକିଛା ସାହାଯ୍‌ ଆଶ୍‌ରେ ପରିବାର

ବିନିକା,୧୨।୩ (ଡି.ଏନ୍‌.ଏ.)- ସୁବର୍ଣପୁର ଜିଲା ବିନିକା ବ୍ଲକ କଇଁତରା ପଁଚେତ୍‌ ବାଞ୍ଜିପାଲି ଗଁା ହରିଜନ ପଡ଼ାର ଡିଲେଶ୍ୱରୀ ବାଘ(୬୮)। ସେ ଅନେକ ଦିନ ହେଲା ପକ୍ଷାଘାତ...

ଚୋରି, ନିଶା କାରବାର ବୃଦ୍ଧିର ପ୍ରତିବାଦ: ରାସ୍ତାରେ ବସିଲେ, ଥାନା ଘେରିଲେ ମହିଳା

ସୋନପୁର, ୩।୨(ନି.ପ୍ର.) ସୁବର୍ଣ୍ଣପୁର ସହରର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚ ତରଫରୁ ମହିଳାମାନେ ରବିବାର ରାସ୍ତାକୁ ଓହ୍ଲାଇଥିଲେ। ସଭାନେତ୍ରୀ ଜ୍ୟୋତିର୍ମୟୀ ରଥଙ୍କ...

Advertisement
Archives

Model This Week