Posted inVideo

ମନ୍ ମିଜାଜ୍ – ବଢୁଛି ବଳାତ୍କାର , କେଉଁଠି ରହୁଛି ଭୁଲ୍ | Man Mijaj – Rapes increasing; where lies the fault

Featured Video Play Icon

ଦେଶରେ ବଢିଚାଲିଛି ବଳାତ୍କାର। ସେ ନିର୍ଭୟା ହେଉ କି ଉନ୍ନାଓ ପୁଣି କଠୁଆ, ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଦେଶରେ କୌଣସି ବି ଝିଅ ନିଜକୁ ସୁରକ୍ଷିତ ମଣୁନାହାନ୍ତି । କଣ କେବେ ଏଭଳି କ୍ଷେତ୍ରରେ ବଦଳିବନି ଲୋକଙ୍କ ମାନସିକତା ? ଏହାକୁ ନେଇ କଣ କହୁଛନ୍ତି ଯୁବପିଢୀ ଚାଲନ୍ତୁ ଦେଖିବା ମନ ମିଜାଜର ଏହି ଏପିସୋଡରେ…

 

In this episode of Man Mijaj, Dharitri Live takes you to among the youth to ponder about an important issue plaguing the nation. Atrocities against women, especially rapes, are increasing. Whether it is Unnau or Kathua, girls don’t consider themselves safe any longer. Where lies the fault! Will the mentality change? Let’s watch what the youngsters have to say.


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଦିଲ୍ଲୀରେ ପୁଣି ଆପ୍ ସରକାର । AAP retains Delhi

Arvind Kejriwal led Aam Aadmi Party (AAP) is all set for a heavy majority in Delhi Assembly polls, if...

Featured Video Play Icon

I have no idols: Dutee । ମୋର କେହି ଆଦର୍ଶ ନାହାନ୍ତି : ଦୂତି ଚାନ୍ଦ

Dutee Chand has brought many laurels for the state and the country while setting higher bars for herself each...

Featured Video Play Icon

BJD workers celebrate at party HQ

A BJD worker waves the party flag at its headquarters in Bhubaneswar as early trends show massive victory for...

Featured Video Play Icon

ଯୋଗ ପାଇଁ ସୁସ୍ଥତା

ଯୋଗ ଜୀବନର ଏକ କଳା। ଯୋଗ ଆମ ଦେହ ମନ ସହିତ ଜଡିତ ସମସ୍ତ ରୋଗକୁ ଦୁରେଇଥାଏ। ଫିଟନେସ୍ ପାଇଁ ହେଉ କି ମାନସିକ ଶାନ୍ତି...

ପୃଥିବୀ ଧ୍ୱଂସ କରିଦେବେ ଏଲିଅନ୍‌ !

ଏଲିୟନ, ଯେଉଁ ନାଁ ଶୁଣିଲେ ପ୍ରଥମେ ଆଖି ଆଗକୁ ଚାଲି ଆସେ ହିନ୍ଦୀ ସିନେମା କୋଇ ମିଲଗୟାର ଯାଦୁ । ଯିଏ ନିଜ ଅଲୌକିକ ଶକ୍ତି...

Featured Video Play Icon

ସେଲିବ୍ରିଟିଙ୍କ ରଜ ପାଳନ

ଓଡିଶାର ପାରମ୍ପରିକ ପର୍ବ ରଜକୁ ସମସ୍ତେ ବହୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। କିନ୍ତୁ ଏଥର କରୋନା ମହାମାରୀ ଭିତରେ ଆମ ଓଲିଉଡ୍ ସେଲିବ୍ରିଟି...

Featured Video Play Icon

କିପରି ଥିଲା ବିପିନ ରାଓ୍ୱତଙ୍କ କ୍ୟାରିୟର

ପରଲୋକରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟ ବରଣ କରିଛନ୍ତି ସିଡିଏସ୍ ବିପିନ୍ ରାଓ୍ୱତ । ତାମିଲନାଡୁର...

Featured Video Play Icon

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କିଏ ଜିତିବ ନନ୍ଦିଗ୍ରାମ ?

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଛି । ୩୦ଟି ବିଧାନସଭା କ୍ଷେତ୍ରରେ ୧୯୧ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ପ୍ରାୟ ୭୫ଲକ୍ଷ...

Advertisement
Archives

Model This Week