ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଯାଞ୍ଚ କଲେ ବିଧାୟକ

ବଇଣ୍ଡା,୧୪।୮(ଡି.ଏନ.ଏ.)-ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମଙ୍ଗଳବାର କିଶୋରନଗର ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବଇଣ୍ଡା ରାମଦେଓ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସି ବିଧାୟକ ମଧ୍ୟାହ୍ନଭୋଜନ ଯାଞ୍ଚ କରିଥିଲେ। ପରେ ବିଦ୍ୟାଳୟର ସମସ୍ତ କାଗଜପତ୍ର ଓ ଶିକ୍ଷକମାନଙ୍କ ଉପସ୍ଥାନ ଖାତା ତନଖି କରିଥିଲେ। ଏହାପରେ ଛାତ୍ରୀଛାତ୍ରଙ୍କ ପାଠପଢା ସମ୍ପର୍କରେ ପଚାରି ବୁଝିଥିଲେ। ପରିଚାଳନା କମିଟି ବୈଠକ ବସୁ ନ ଥିବା ଯୋଗୁ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ। ସେଠାରୁ ଗାଁ ବଇଣ୍ଡା ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲ ପରିଦର୍ଶନରେ ଯାଇ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ସାମଗ୍ରୀ ହବ୍‌ ଅନୁଗୋଳ

ଅନୁଗୋଳ ଅଫିସ, ୭।୨: ଯେତେ ଖୋଜିଲେ ସେତେ ବାହାରୁଛି। କମ୍ପାନୀ ଖୋଲି ଖାଦ୍ୟ ନାମରେ ଚାଲିଛି ବିଷ ବେପାର। ଭେଜାଲ ସାମଗ୍ରୀର ହବ୍‌ ପାଲଟିଛି ଶିଳ୍ପ ଜିଲା...

ଟ୍ରକ୍‌ରୁ ଡ୍ରାଇଭରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୩୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ବନାଯୋଡି ଟୋଲପ୍ଲାଜା ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକ୍‌ରୁ ଜଣେ ଡ୍ରାଇଭରର କ୍ଷତାକ୍ତ ମୃତଦେହ...

ବଡ଼ବାବୁଙ୍କ ଝିଅ, ଭାଇଙ୍କ ପ୍ରତି ଅନୁକମ୍ପା

ଅନୁଗୋଳ ଅଫିସ, ୨୧।୧୨ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଚାଳନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ବଢ଼ିବାରେ ଲାଗିଛି। ବର୍ଷ ବର୍ଷ ଧରି ଗାଦିମାଡ଼ି...

ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାର୍ଯ୍ୟ, ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌

ନାଉଗାଁ,୧୬।୯(ସ୍ବ.ପ୍ର.): ଏମ୍‌ଜିଏନଆରଇଜିଏସ୍‌ରେ ହେଉଛି କାର୍ଯ୍ୟ, କିନ୍ତୁ ଆମ ଗାଁ ଆମ ବିକାଶ ଯୋଜନାରେ ବିଲ୍‌ କରାଇନେବାକୁ ଚାଲିଛି ଯୋଜନା। ଏଭଳି ଘଟଣା ଦେଖିବାକୁ ମିଳିଛି ନାଉଗାଁ...

ବାଇକ୍‌ ବାହାର କରୁଥିବାବେଳେ ବ୍ୟକ୍ତିଙ୍କ ଜୀବନଗଲା

ବରଗଡ଼ ଅଫିସ୍‌,୫।୭: ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ସାଲେପାଲି ଗ୍ରାମର ଜଣେ ବ୍ୟକ୍ତି ବାହାରକୁ ଯିବା ପାଇଁ ଘରୁ ବାଇକ୍‌ ବାହାର କରୁଥିବାବେଳେ ଆକସ୍ମିକ ଭାବେ...

ଦୁର୍ଘଟଣାରେ ଗଲା ୩ ଜୀବନ

ଡାବୁଗାଁ/ପାପଡାହାଣ୍ଡି,୧୧।୧୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲାରେ ଶୁକ୍ରବାର ପୃଥକ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନବରଙ୍ଗପୁର...

ଚାଷ ଜମିରେ ଥିବା ବେଳେ ବାଜିଲା ଗୁଳି

ଭଞ୍ଜନଗର,୨୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା କୁଟୁଣୁକୁମ୍ପା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଚାଷ ଜମିରେ ଥିବା ବେଳେ ଜଣଙ୍କୁ ଗୁଳିମାଡ଼ ହୋଇଛି।...

ଡ୍ରାଇଭରମାନେ ବଞ୍ଚାଇଲେ ପୋଲିସ ଅଧିକାରୀଙ୍କ ଜୀବନ

ପଦ୍ମପୁର,୨୦।୬(ଡି.ଏନ୍‌.ଏ.): ଧୀରେ ଧୀରେ ଲୋକଙ୍କ ମଧ୍ୟରେ ମାନବିକତା ମରିଯାଉଛି। ତେବେ କେତେକଙ୍କ ମଧ୍ୟରେ ମଣିଷପଣିଆ ଏବେ ମଧ୍ୟ ବଞ୍ଚିରହିଛି। ରାୟଗଡ଼ା ଜିଲା ପଦ୍ମପୁର ଅଞ୍ଚଳରେ ଶନିବାର ରାତିରେ...

Advertisement
Archives

Model This Week