Posted inଜାତୀୟ

ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡକୁ ନେଇ ପୁଣି ହେଲା ଚର୍ଚ୍ଚା: ଆଗରେ ଜ୍ୟୋତିରାଦିତ୍ୟ

ଭୋପାଳ,୨।୯: ବେଶ୍‌ କିଛି ମାସ ହେବ ଲୋକ ସଭା ନିର୍ବାଚନ ସରିଥିଲେ ମଧ୍ୟ କଂଗ୍ରେସ ଏପର୍ଯ୍ୟନ୍ତ ଯେମିତି ଏଥିରୁ ବାହାରି ପାରି ନାହିଁ। କାରଣ ଏପର୍ଯ୍ୟନ୍ତ ଦଳ ମଧ୍ୟରେ ଲାଗି ରହିଥିବା ସମସ୍ୟା ଗୁଡିକ ସମାଧାନ ହୋଇ ପାରୁନାହିଁ। ଦଳ ଏପର୍ଯ୍ୟନ୍ତ ନା ନିଜର ଅଧ୍ୟକ୍ଷ ପଦ ସ୍ଥିର କରି ପାରୁଛି ନା ମଧ୍ୟପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦ ପୂରଣ ହୋଇ ପାରୁଛି। ଫଳରେ କର୍ମକର୍ତ୍ତାଙ୍କ ଚାପରେ ଏକ ପ୍ରକାର ଶ୍ୱାସରୁଦ୍ଧ ହୋଇ ଗଲାଣି କଂଗ୍ରେସ। ମଧ୍ୟପ୍ରଦେଶ ଅଧ୍ୟକ୍ଷ ପଦକୁ ନେଇ କେତେଜଣ ନେତାଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏହି ପଦ ମିଳୁ ବୋଲି ବହୁ ଆଗରୁ ତାଙ୍କ ସମର୍ଥକମାନେ ଦାବି କରି ଆସୁଛନ୍ତି। ଆଉ ଏବେ ଏହା ଜୋର୍‌ ଧରିଛି। କାରଣ ନିକଟରେ ଗ୍ବାଲିୟରରେ ଏହାକୁ ନେଇ ପୋଷ୍ଟର ଓ୍ବାର ଆରମ୍ଭ ହୋଇଯାଇଛି। ଏଠାରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ଏକ ପୋଷ୍ଟର ଲଗାଇ କର୍ମୀମାନେ ତାଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚତ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିତ୍ପାତ

ନୂଆଦିଲ୍ଲୀ,୧୬ା୭: ପ୍ରବଳ ବର୍ଷା ଯୋଗୁ ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିଭୀଷିକା ଭୟଙ୍କର ରୂପ ଧାରଣ କରିଛି। କେବଳ ବିହାରରେ ସୋମବାର ସୁଦ୍ଧା ୪୪ଜଣ ମୃତ୍ୟୁବରଣ କରିଥିବାବେଳେ...

କଂଗ୍ରେସ, କେଜରିଓ୍ବାଲଙ୍କ ଉପରେ ବର୍ଷିଲେ ଶାହା

ନୂଆଦିଲ୍ଲୀ,୫।୧: ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସୃଷ୍ଟି ହୋଇଥିବା ହିଂସା ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ...

ଚାଇନାରେ ଭାରତ ସରକାରଙ୍କୁ ସମାଲୋଚନା

ନୂଆଦିଲ୍ଲୀ/ବେଜିଂ, ୨୫।୧୧: ଉତ୍ତରପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର (ଜଓ୍ବୋର ଏୟାରପୋର୍ଟ) ନିର୍ମାଣ ନିମନ୍ତେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି। ଏହା ପରେ କେନ୍ଦ୍ର...

ବେତୁଲ ବୋରୱେଲରେ ଖସି ପଡିଥିବା ଶିଶୁ ତନ୍ମୟଙ୍କ ମୃତ୍ୟୁ, ସାଢେ ଚାରି ଦିନ ଚାଲିଥିଲା ରେସକ୍ୟୁ ଅପରେଶନ

ଭୋପାଳ,୧୦ ।୧୨: ମଧ୍ୟ ପ୍ରଦେଶର ବେତୁଲରେ ମଙ୍ଗଳବାର ସନ୍ଧ୍ୟାରୁ ବୋର ୱେଲରେ ଖସି ପଡିଥିବା ଶିଶୁ ତନ୍ମୟଙ୍କୁ ଉଦ୍ଧାର କରାଯାଇଛି ସତ । ହେଲେ ସେ...

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ନୂଆ ଦଳର ଏଣ୍ଟ୍ରି

କୋଲକାତା,୨୧।୧- ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନର ମାସେ ପୂର୍ବରୁ ରାଜ୍ୟରେ ଉଭା ହୋଇଛି ଏକ ନୂଆ ରାଜନୈତିକ ଦଳ। ଫୁରଫୁରା ଶରିଫ ଦରଘାର ଧର୍ମ ପ୍ରଚାରକ...

ଫେବୃଆରୀରେ ଜିଏସ୍‌ଟି ସଂଗ୍ରହ ବଢିଛି ୧୨ ପ୍ରତିଶତ

ନୂଆଦିଲ୍ଲୀ,୧।୩: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବୁଧବାର ଫେବୃଆରୀ ପାଇଁ ଜିଏସ୍‌ଟି ତଥ୍ୟ ପ୍ରକାଶ କରିଛି। ଫେବୃଆରୀରେ ଜିଏସ୍‌ଟି ସଂଗ୍ରହ ୧,୪୯,୫୭୭ କୋଟିରେ ପହଞ୍ଚିଛି, ଯାହାକି ୧୨...

ଭାରତ ବିଶ୍ୱର ଆଦର୍ଶ ସମାଜ ହେଉ, ଏଥିପାଇଁ କାମ କରୁଛି ଆରଏସ୍‌ଏସ୍‌: ମୋହନ ଭାଗବତ

ନୂଆଦିଲ୍ଲୀ,୨୧।୮: ଭାରତ ବିଶ୍ୱ ପାଇଁ ଏକ ଆଦର୍ଶ ସମାଜ ହେଉ। ଏ ଦିଗରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) କାର୍ଯ୍ୟ କରୁଛି ବୋଲି ଏହାର...

୧୦ କୋଟି ଟଙ୍କାରେ ଜେଡିଏସ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ଭାଜପା: କୁମାରସ୍ବାମୀ

ବେଙ୍ଗାଲୁରୁ, ୧୯।୬: ଭାଜପା ଉପରେ ପୁଣି ବର୍ଷିଛନ୍ତି କର୍ନାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ। ଭାଜପା ଜେଡିଏସ ବିଧାୟକଙ୍କୁ ୧୦ କୋଟି ଟଙ୍କାରେ କିଣିବାକୁ ଚାହୁଁଛି ବୋଲି...

Advertisement
Archives

Model This Week