ଭୋକିଲାଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲା ପୋଲିସ

ବଲାଙ୍ଗୀର ଅଫିସ, ୧ା୪- ବଲାଙ୍ଗୀର ପୋଲିସ ଟିମ୍‌ ଲକ୍‌ ଡାଉନ୍‌ ସମୟରେ ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରି ମାନବିକତାର ପରିଚୟ ଦେଇଛନ୍ତି ା ପୋଲିସ ଟିମ୍‌ ଖୁଜେନପାଲିରେ କୁଷ୍ଠରୋଗୀମାନେ ରହୁଥିବା ସ୍ଥାନକୁ ଯାଇ ସେମାନଙ୍କୁ ରନ୍ଧା ଖାଦ୍ୟ ପରଶିଥିଲେ ା ଏହି କୁଷ୍ଠରୋଗୀମାନେ ବିଶେଷକରି ଭିକ୍ଷା ବୃତ୍ତି କରି ଦିନ କାଟିଥାନ୍ତି ା ଦୀର୍ଘ ୭ ଦିନ ହେଲା କରୋନା ଲକ୍‌ଡାଉନ୍‌କୁ ନେଇ ଏମାନେ କିଛି ଉପାର୍ଜନ କରି ନ ପାରି ଭୋକରେ ରହୁଥିବା ଖବର ପାଇବା ପରେ ପୋଲିସ ଟିମ୍‌ ଏଠାକୁ ପହଞ୍ଚତ୍ ସେମାନଙ୍କୁ ଖାଇବାକୁ ଦେଇଥିଲେ ା ସେହିପରି ସହର ଭିତରେ ବିଭିନ୍ନ ରାସ୍ତା ଓ ଗଳିର ଅଟକି ରହିଥିବା ଅସହାୟ ଓ ଯାଯାବରଙ୍କୁ ଖୋଜି ସେମାନଙ୍କୁ ଖାଇବା ବଣ୍ଟନ କରିଥିବା ଦେଖାଯାଇଛି ା ଏସପି ସନ୍ଦୀପ ମାଡକରଙ୍କ ନେତୃତ୍ୱରେ ବଲାଙ୍ଗୀର ପୋଲିସର ଏଭଳି ଅସହାୟଙ୍କ ପାଇଁ ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ସହ ସେମାନଙ୍କ କର୍ତ୍ତବ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କଲେ ବିଡିଓ

ଶେରଗଡ଼,୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅଲାରିଗଡ଼ ପଞ୍ଚାୟତର ନିର୍ମାଣ ଶ୍ରମିକଙ୍କୁ ବିଡିଓ ସୁରଞ୍ଜନ କୁମାର ସାହୁ ବୁଧବାର ସହାୟତା ରାଶି ପ୍ରଦାନ ଆରମ୍ଭ କରିଛନ୍ତି।...

ସରକାରୀ ଜମିରୁ ଗଛକଟାକୁ ନେଇ ଉତ୍ତେଜନା

ବାହାନଗା, ୨୩ା୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଉଡୁଶାଳ ପଞ୍ଚାୟତ ଥାଲସଡା ଗ୍ରାମରେ ଥିବା ଏକ ସରକାରୀ ଜମିରେ ଗ୍ରାମବାସୀ ଲଗାଇଥିବା ଗଛକୁ ବେଆଇନ ଭାବେ...

ମହୁଲ ଚୋରାଚାଲାଣ: ଗାଡ଼ି ଜବତ, ଜଣେ ଗିରଫ

ବାଲିଗୁଡ଼ା,୧୬ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ୫୨ ବସ୍ତା ମହୁଲ ଜବତ ହୋଇଛି। ଏହି ମହୁଲ ଚୋରାଚାଲାଣ ହେଉଥିବା କୌଣସି...

ଟଙ୍କା ଲୋଭରେ ଫେକ ଅସ୍ତ୍ରୋପଚାର

ହିଞ୍ଜିଳିକାଟୁ,୨୫।୭(ଦ୍ବିତୀକୃଷ୍ଣ ପଣ୍ଡା): ଆଖିର ରେଟିନାରେ ଛୋଟିଆ ଛିଦ୍ର ଥିବା କହି ତ୍ରୁଟିପୂର୍ଣ୍ଣ ଓ ଫେକ ଅସ୍ତ୍ରୋପଚାର କରିବା କାରଣରୁ ଦୃଷ୍ଟି ଶକ୍ତି ହରାଇଥିବା ଜଣେ ଆଇନଜୀବୀ...

ଶେରଗଡ଼ ହାଟବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗାଧୋଇବାକୁ ଯାଇ ବୁଡ଼ି ଯାଇଥିବା ସନ୍ଦେହ

ଶେରଗଡ଼, ୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ହାଟବନ୍ଧରୁ ଶେରଗଡ଼ ପୋଲିସ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି। ମୃତକ ହେଲେ ଉସ୍ତା ଗ୍ରାମର...

କଫି ଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ

କେନ୍ଦୁଝର,୨୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗପୀଢ଼ ବନାଞ୍ଚଳ ତଥା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଆମ୍ବଡ଼ହରା ଗ୍ରାମ ନିକଟରେ କଫି ଚାଷ ପାଇଁ ବହୁ ପରିମାଣରେ...

ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ଯାଯାବର ଜୀବନଜୀବିକାର ମାଧ୍ୟମ ହୋଇଛି ମହୁ, ଝୁଣା ସଂଗ୍ରହ

ଗଣିଆ,୨୮ା୫(ସନ୍ତୋଷ କୁମାର ପ୍ରଧାନ)- ଇତିହାସ କହେ ଆଦିମ ଯୁଗରେ ମଣିଷ ଯାଯାବର ଜୀବନଯାପନ ବିତାଉଥିଲା। ଖାଦ୍ୟ ଅନ୍ବେଷଣ ପାଇଁ ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ଘୂରିବୁଲୁଥିଲା।...

କ୍ବାକଙ୍କ ୫ଟି କ୍ଲିନିକ୍‌କୁ ସିଲ୍‌ କଲା ପ୍ରଶାସନ

ବୁଗୁଡ଼ା,୨୯।୫(ଡି.ଏନ୍‌.ଏ): ବେଆଇନ ଭାବେ ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଳା ବୁଗୁଡ଼ା ଅଞ୍ଚଳରେ କ୍ବାକମାନେ ବିଭିନ୍ନ ସ୍ଥାନରେ ନିଜେ ନିଜେ କ୍ଲିନିକ ଖୋଲି ଚିକିତ୍ସା କରିଆସୁଥିଲେ।...

Advertisement
Archives

Model This Week