
ଭୁବନେଶ୍ୱର ଉପକଣ୍ଠ ଏକ ଧାନବିଲରେ ମହିଳାମାନେ ଧାନ ତଳି ରୋଇବାର ଦୃଶ୍ୟ।
ଭୁବନେଶ୍ୱର ଉପକଣ୍ଠ ଏକ ଧାନବିଲରେ ମହିଳାମାନେ ଧାନ ତଳି ରୋଇବାର ଦୃଶ୍ୟ।
କଟକ ତେଲେଙ୍ଗାବଜାର ଶ୍ରୀରଘୁନାଥଜୀଉ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ।
କଟକ ମଧୁପାଟଣା ଟ୍ରାଫିକ୍ ପୋଲିସ ଷ୍ଟେଶନ ନିକଟରେ ଟ୍ରାଫିକ୍ ସଚେତନତା ନେଇ ବାହାରିଥିବା ଟ୍ରାଫିକ୍ ସଚେତନତା ରଥକୁ ଟ୍ରାଫିକ ଡିସିପି ସାଗରିକା ନାଥ ପତାକା ଦେଖାଇ...
ରାଜଧାନୀରେ ପ୍ରବଳ ବର୍ଷା
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।
କଟକରେ ପାକ୍ ମୌସୁମୀ ବର୍ଷା
ରାଜଧାନୀରେ ପ୍ରବଳ ବର୍ଷା।
ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନଠାରେ ଶହୀଦ ଓଡ଼ିଆ ଯବାନ ଅଜିତ୍ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।