
ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନଠାରେ ଶହୀଦ ଓଡ଼ିଆ ଯବାନ ଅଜିତ୍ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନଠାରେ ଶହୀଦ ଓଡ଼ିଆ ଯବାନ ଅଜିତ୍ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
ସିଆର୍ପିଏଫ୍ କ୍ୟାମ୍ପସ୍ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି।
ଭୁବନେଶ୍ୱରସ୍ଥିତ ଇଡ୍କୋଲ ଅଡିଟୋରିୟମଠାରେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ନିମନ୍ତେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା।
ରାଜଧାନୀରେ ବର୍ଷା
କଟକ ତୁଳସୀପୁର ପଞ୍ଚମୁଖୀ ହନୁମାନ ମନ୍ଦିର ଛକ ରାସ୍ତାରେ ଜମି ରହିଥିବା ବର୍ଷା ପାଣି।
ବୁଧବାର ରାଜଧାନୀ ଭୁବନେଶ୍ୱରରେ ବର୍ଷା ସମୟର ଦୃଶ୍ୟ।
ଗଙ୍ଗମନ୍ଦିର ପୂଜା କମିଟି ପକ୍ଷରୁ ଚାନ୍ଦି ମେଢ଼ ନିର୍ମାଣ।
ଶ୍ରାବଣ ଶେଷ ସୋମବାର ମହାଦେବଙ୍କ ଦର୍ଶନଲାଗି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ କାଉଡ଼ିଆ ତଥା ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଯାଉଛନ୍ତି।
ଅସରାଏ ବର୍ଷାରେ କଟକ କାଜିବଜାର ଅଞ୍ଚଳରେ ଜମି ରହିଥିବା ବର୍ଷାଜଳ।