Posted inVideo

ଭୁବନେଶ୍ବର, କଟକ, ଭଦ୍ରକରେ ୪୮ ଘଣ୍ଟା ଶଟ୍‌ ଡାଉନ୍‌ | Govt shuts down BBSR, Bhadrak and Cuttack for 48 hrs

Featured Video Play Icon

ଲକ୍‌ଡାଉନ୍‌ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱରକୁ ପୂରା ଶଟ୍‌ ଡାଉନ୍‌ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସେହିପରି ଭଦ୍ରକ ସହରକୁ ମଧ୍ୟ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

 

Odisha government Friday announced that Bhubaneswar, Cuttack and Bhadrak cities will be completely shut down for 48 hours beginning Friday itself at 8.00pm to prevent the spread of the deadly coronavirus. Except for some medicine shops authorised by the administration in these three cities, all other establishments will remain closed for the 48 hours.


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Hobbs & Shaw opens to packed houses| ହଲରେ ହଲିଉଡ୍ ଆକ୍ସନ ଫିଲ୍ମ ‘ହବ୍ସ ଏଣ୍ଡ ସ’

Fast & Furious Presents: Hobbs & Shaw hit the screens this Friday. The movie has been received well by...

Featured Video Play Icon

COVID-19: 7 new cases in Odisha | ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ

ସୋମବାର ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାଯାଇଛି। ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ ୬୮ରେ ପହଞ୍ଚିଛି।...

Featured Video Play Icon

‘Raja Paana’ special

Raja can’t possibly be imagined without the special stuffed betel cones popularly known as ‘Raja Paana’. Added with spices...

Featured Video Play Icon

ବଜେଟ ୨୦୨୧- ୨୨

ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧ -୨୨ ବର୍ଷ ପାଇଁ ବଜେଟ୍ ଘୋଷଣା କରିଛନ୍ତି ମନ୍ତ୍ରୀ...

Featured Video Play Icon

ସ୍ୱାମୀକୁ ହତ୍ୟା! ଥାନାରେ ଅଟକ ସ୍ତ୍ରୀ

ରାଜଧାନୀ ଭୁବନେଶ୍ୱରରେ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତିରେ ଘଟିଛି ଏହି ଘଟଣା। ମୃତ...

Featured Video Play Icon

Exclusive interview with C.P Sudhanshu Sarangi | ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ସାକ୍ଷାତକାର

Amidst deteriorating traffic situation in Bhubaneswar and Cuttack, Dharitri Live spoke to twin city Police Commissioner Sudhanshu Sarangi to...

Featured Video Play Icon

ଲକଡାଉନରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିଲି ଚିକେନ୍

ଲକଡାଉନରେ ଘରେ ରହି ଆପଣ ବୋର ହେଉଛନ୍ତି କି । ବିଲକୁଲ ବୋର ହୁଅନ୍ତୁ ନାହିଁ, ଘରେ ରହି ସ୍ୱାଦିଷ୍ଟ ଚିଲି ଚିକେନ୍ ପ୍ରସ୍ତୁତ କରନ୍ତୁ...

Featured Video Play Icon

ବାଣ୍ଟିଲେ ସାନିଟାଇଜର, କଲେ ସଚେତନ

ଏବେ ସାରା ଦେଶ ମାରାତ୍ମକ କରୋନା ସହ ଲଢେଇ କରୁଛି । ଏହି ସମୟରେ ମହିଳାମାନଙ୍କୁ ସଚେତନ କରାଇଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ ଓ...

Advertisement
Archives

Model This Week