Posted inଜାତୀୟ

ଭିନ୍ନକ୍ଷମ ଭୋଟରଙ୍କ ପାଇଁ ପାଲିଙ୍କିର ବ୍ୟବସ୍ଥା କଲେ ନିର୍ବାଚନ କମିଶନ

ନାହାନ,୧୯।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ରବିବାର ଚାଲିଥିବା ବେଳେ ଏଥିରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ କିପରି ସୁରୁଖୁରୁରେ ଆସି ମତଦାନ କରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ତେବେ ହିମାଚଳ ପ୍ରଦେଶର ନାହାନରେ ଜଣେ ୪୦ ବର୍ଷୀୟ ଭିନ୍ନକ୍ଷମ ବ୍ୟକ୍ତି ନରେଶ ଚାନ୍ଦଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନ ଯେଉଁ ବ୍ୟବସ୍ଥା କରିଛନ୍ତି ତାକୁ ନେଇ ଚର୍ଚ୍ଚା ହୋଇଛି। ନରେଶ ମତଦାନ କେନ୍ଦ୍ରରେ ପହଞ୍ଚିବା ପାଇଁ ନିର୍ବାଚନ କମିଶନ ଏକ ପାଲିଙ୍କିର ବ୍ୟବସ୍ଥା କରିଥିଲେ। ୪ଜଣ ବ୍ୟକ୍ତି ତାଙ୍କୁ ଏକ ସୁନ୍ଦର ପାଲିଙ୍କିରେ ବସାଇ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣିଥିଲେ। ଏବେ ଏହି କାର୍ଯ୍ୟପାଇଁ ସମସ୍ତେ ନିର୍ବାଚନ କମିଶନଙ୍କ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭର୍ଚୁଆଲରେ ରାମଲିଳା ଦର୍ଶନ

ଅଯୋଧ୍ୟା,୧୨ ।୯: ଚଳିତ ବର୍ଷ ଅଯୋଧ୍ୟାରେ ରାମଲିଳା ଦେଖିବାକୁ ସାଧାରଣ ଜନତାଙ୍କୁ ମନା । ଭର୍ଚୁଆଲରେ ଏଥର ହେବ ରାମଲିଳା । ଦୂରଦର୍ଶନ ମାଧ୍ୟମରେ ଏହାର...

କରୋନା କରାଇଦେଲା ପାସ୍‌

ଲକ୍ଷ୍ନୌ,୧୮।୩: ସାରା ଦେଶରେ କରୋନା ଭାଇରସ୍‌କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ପ୍ରକୋପରୁ ବର୍ତ୍ତିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଏକତ୍ରିତ...

ରାମାୟଣ ସର୍କିଟ ଟ୍ରେନ୍‌: ବିରୋଧ ପରେ ବଦଳିଲା ୱେଟର୍ସଙ୍କ ଡ୍ରେସ୍‌

ନୂଆଦିଲ୍ଲୀ,୨୩ ।୧୧: ରାମାୟଣ ସର୍କିଟ ସ୍ପେଶାଲ ଟ୍ରେନରେ ୱେଟର୍ସଙ୍କ ୟୁନିଫର୍ମକୁ ନେଇ ଉଜ୍ଜୟିନୀର ସାଧୁ-ସନ୍ଥମାନେ ବିରୋଧ କରିବା ପରେ ଆଇଆର୍‌ସିଟିସି ରାମାୟଣ ଏକ୍ସପ୍ରେସରେ ସେବା ଯୋଗାଇ...

ଆଶିଷ ନେପାଳ ପଳାଇଥିବା ଆଶଙ୍କା

ଲକ୍ଷ୍ନୌ,୮।୧୦: ଲଖିମ୍‌ପୁର ଖେରି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଶୁକ୍ରବାର କ୍ରାଇମବ୍ରାଞ୍ଚ ସାମ୍ନାରେ ହାଜର ହୋଇ ନାହାନ୍ତି। ଆଶିଷ ଏବେ କେଉଁ ସେନେଇ ମଧ୍ୟ...

‘୨ ଭାକ୍ସିନ୍‌ ୧୧୦% ନିରାପଦ’

ନୂଆଦିଲ୍ଲୀ, ୪।୧: କରୋନା ମହାମାରୀରୁ ବର୍ତ୍ତିବା ଲାଗି ଟିକାକୁ ସାରା ଦେଶ ଦୀର୍ଘଦିନ ହେଲା ପ୍ରତୀକ୍ଷା କରିଥିବାବେଳେ ଏବେ ତାହାର ଅନ୍ତ ହୋଇଛି। କରୋନା ଟିକା...

କରୋନାରୁ କେବେ ମିଳିବ ଆଶ୍ୱସ୍ତି: ବିଶେଷଜ୍ଞ ଦେଲେ ମତ

ନୂଆଦିଲ୍ଲୀ,୧୬।୪: କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢୁଥିବା ବେଳେ ପୁଣି ଏକ ଚକିତ କଲା ଭଳି ଖବର ଆସିଛି। କରୋନା ଉପରେ ନଜର ରଖିଥିବା...

ରାଜନୀତିକୁ ଆସନ୍ତୁ ଧୋନୀ: ଭାଜପା ନେତା

ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ...

ଉଦ୍‌ଘାଟନର ୨୯ ଦିନ ଭିତରେ ଭାଙ୍ଗିଗଲା ୨୬୪କୋଟି ମୂଲ୍ୟର ପୋଲ

ପାଟନା,୧୬।୭: ଚଳିତ ବର୍ଷ ମୌସୁମୀ ଆସିବା ସହ ବିହାରରେ ବର୍ଷା ଓ ବନ୍ୟା ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରି ଦେଇଛି। ବିହାରର ଗୋପାଳଗଞ୍ଜ ଜିଲାରେ...

Advertisement
Archives

Model This Week