Posted inଖେଳ

ଭିନେଶଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୁର ସୁଲତାନ(କାଜଖସ୍ତାନ),୧୮।୯(ପିଟି): ଭାରତୀୟ ଷ୍ଟାର ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗତ ୫୩ କିଗ୍ରା ବର୍ଗରେ ଟୋକିଓ ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ରେ ବୁଧବାର ସେ ଆମେରିକାର ସାରା ହିଲ୍ଡେବ୍ରାନ୍‌ଡଙ୍କୁ ହରାଇ ଦେଇଛନ୍ତି। ୨୫ ବର୍ଷୀୟା ରେସଲର ଭିନେଶ ୮-୨ ବ୍ୟବଧାନରେ ପୂର୍ବତନ ବିଶ୍ୱ ଚାମ୍ପିୟନଶିପ ରୌପ୍ୟ ପଦକ ବିଜେତାଙ୍କୁ ହରାଇ ଟୋକିଓ ଗେମ୍ସରେ ସ୍ଥାନ ପକ୍କା କରିଛନ୍ତି। ସେ ଏବେ ବ୍ରୋଞ୍ଜ ପଦକ ପାଇଁ ଜର୍ମାନୀର ମାରିଆ ପ୍ରେଭୋଲାରାକିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିପୂର୍ବରୁ ଭେନଶ ଡିଫେଣ୍ଡିଂ ଚାମ୍ପିୟନ ମାୟୁ ମୁକାଇଡାଙ୍କଠାରୁ ପରାସ୍ତ ହୋଇଥିଲେ। ମାୟୁ ସେମିଫାଇନାଲରେ ପ୍ରବେଶ କରିବାରୁ ଭିନେଶଙ୍କୁ ରିପେଜ ରାଉଣ୍ଡରେ ସୁଯୋଗ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ଚାପରେ ଦେଖିବା ଖୁସି ଦେଉଛି; ଏଣୁ ପୂର୍ବ ଖେଳାଳିଙ୍କ ସହ ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ: ଲାଙ୍ଗର

ମେଲବର୍ନ,୨୪।୧୨: ଭାରତ ବିପକ୍ଷରେ ଶନିବାର ଖେଲାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଗୁରୁବାର ଅଷ୍ଟ୍ରେଲିଆର ପ୍ରମୁଖ କୋଚ୍‌ ଜଷ୍ଟିନ ଲାଙ୍ଗର...

ମେସିଙ୍କ ୩୪ତମ ହ୍ୟାଟ୍ରିକ

ବାର୍ସିଲୋନା,୧୦।୧୧- ବାର୍ସିଲୋନା ସୁପରଷ୍ଟାର ଲିଓନେଲ ମେସିଙ୍କ ହ୍ୟାଟ୍ରିକ ବଳରେ ରବିବାର ବାର୍ସିଲୋନା ୪-୧ ସେଲ୍‌ଟା ଭିଗୋକୁ ହରାଇ ଦେଇଛି। ମେସିଙ୍କ ଲା ଲିଗା ଲିଗ କ୍ୟାରିୟରର...

ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଭିନ୍ନ ରଙ୍ଗର ଜର୍ସି ପିନ୍ଧିପାରେ

ଲଣ୍ଡନ,୨୦।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ କିଛି ମ୍ୟାଚ୍‌ରେ ଭିନ୍ନ ରଙ୍ଗର ଜର୍ସି ପରିଧାନ କରିବ। ୩୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ରେ ନୂଆ ଜର୍ସି...

ଆଇସିସି ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ଭେଟିବ ଓ୍ବେଷ୍ଟଇଣ୍ଡିଜ

ନଟ୍ଟିଂହାମ, ୬।୬- ଚଳିତ ଆଇସିସି ବିଶ୍ୱକପ୍‌ର ୧୦ମ ମ୍ୟାଚ୍‌ରେ ଗୁରୁବାର ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଉଭୟ ଦଳ ବିଶ୍ୱକପ୍‌ରେ...

ଟସ୍‌ ଜିତି ବୋଲିଂ ବାଛିଲେ କୋହଲି

ମୁମ୍ବାଇ,୨୨।୪ : ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବୋଲିଂ ବାଛିଛନ୍ତି। ଏଠାକାର ପିଚ୍‌ରେ...

ବକ୍ସରଙ୍କ ପାଇଁ ଅନ୍‌ଲାଇନ୍‌ କୋଚିଂ

ନୂଆଦିଲ୍ଲୀ, ୩୦ା୩ (ପି.ଟି.)-ଅଲିମ୍ପିକ୍ସରେ ଭାଗ ନେବାକୁଥିବା ବକ୍ସର ମାନଙ୍କ ଲାଗି ଅନ୍‌ଲାଇନ୍‌ କୋଚିଂ ବ୍ୟବସ୍ଥା ସୋମବାରଠାରୁ ଆରମ୍ଭ ହେବ। କୋଭିଡ୍‌-୧୯ ଯୋଗୁ ଦେଶରେ ଜାତୀୟ ଲକ୍‌ଡାଉନ୍‌...

ମହିଳା ଏସିଆନ୍‌ କପ୍‌ ଆୟୋଜନ ପାଇଁ ଭାରତ ଆଗ୍ରହୀ

ନୂଆଦିଲ୍ଲୀ, ୧ା୬ (ପି.ଟି.)-୨୦୨୨ରେ ଏଏଫ୍‌ସି ମହିଳା ଏସିଆନ୍‌ କପ୍‌ ଆୟୋଜନ ଲାଗି ତିନୋଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ଅନ୍ୟ...

ମୋଟା ଘୁଷୁରୀ ଡାକିବାରୁ କାନ୍ଦିଥିଲେ ସର୍ଫରାଜଙ୍କ ସ୍ତ୍ରୀ

ବର୍ମିଂହାମ, ୨୭।୬- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜୟବରଣ କରିବା ପରେ ପାକିସ୍ତାନ କ୍ରିକେଟ୍‌ ଦଳକୁ କଡ଼ା ସମାଲୋଚନାର...

Advertisement
Archives

Model This Week