Posted inଜାତୀୟ

ଭିଡ କମାଇବାକୁ ବଢିଲା ଫ୍ଲାଟଫର୍ମ ଟିକେଟର ଦାମ

ମୁମ୍ବାଇ,୧୭।୩: କରୋନା ଭାଇରସକୁ ରୋକିବାକୁ ସରକାର କୌଣସି ସ୍ଥାନରେ ୫୦ ଜଣରୁ ଊର୍ଦ୍ଧ୍ୱ ଲୋକ ଏକାଠି ନ ହେବାକୁ ପରାମର୍ଶ ଦେଇଛନ୍ତି। ଏପରି ସ୍ଥିତିରେ ରେଲଓ୍ବେ ଷ୍ଟେଶନରୁ ଭିଡ କମାଇବା ପାଇଁ ବିଭିନ୍ନ ରାଜ୍ୟରେ ନୂଆ ପଦକ୍ଷେପ ନିଆଯାଇଛି। ମହାରାଷ୍ଟ୍ରର ବିଭିନ୍ନ ଷ୍ଟେଶନରେ ଏବେ ପ୍ଲାଟଫର୍ମ ଟିକେଟର ଦାମ ବୃଦ୍ଧି କରାଯାଇଛି। ସେହିପରି ଗୁଜରାଟ, ବିହାର ଆଦି ରାଜ୍ୟର କିଛି ଷ୍ଟେଶନରେ ମଧ୍ୟ ପ୍ଲାଟଫର୍ମ ଟିକେଟର ଦାମରେ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ଲାଟଫର୍ମ ଟିକେଟ ୧୦ ଟଙ୍କାରେ ମିଳୁଥିବା ବେଳ ଏବେ ଏହାର ଦାମ ୫୦ ଟଙ୍କା କରି ଦିଆଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ଏକ ଘଣ୍ଟାରେ ୧୫୦ ଲୋକଙ୍କ ଜୀବନ ନେଉଛି କରୋନା

ନୂଆଦିଲ୍ଲୀ,୭।୫:କରୋନା ଭାଇରସର ଦ୍ୱିତୀୟ ଲହର ଦେଶରେ ଏବେ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଉଛି । ଶୁକ୍ରବାର କ୍ରମାଗତ ତୃତୀୟ...

ଜମ୍‌ଶେଦ୍‌ପୁର ଲୋକ ସଭା ଆସନ: ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦ ମାଓବାଦୀ ଗଡ଼ରେ

ଜମ୍‌ଶେଦ୍‌ପୁର,୨୦।୪: ଝାଡ଼ଖଣ୍ଡ ଜମ୍‌ଶେଦ୍‌ପୁର ଲୋକ ସଭା ଆସନରେ ୬ଷ୍ଠ ପର୍ଯ୍ୟାୟରେ ମେ ୧୨ରେ ମତଦାନ କରାଯିବ। ଏଠାରେ ଥିବା ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦...

ସୁଧୁରୁନି ପାକିସ୍ତାନ: ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୧୯।୯: ନିଜ କାର୍ଯ୍ୟରୁ ବାଦ୍‌ ପଡ଼ୁନି ପାକିସ୍ତାନ, ପୁଣି ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ସୂଚନା ମିଳିଛି। ଗୁରୁବାର କଠୁଆ ଜିଲାର ହିରାନଗର ସେକ୍ଟରରେ...

ଡେପୁଟି କମିଶନରଙ୍କ ମୁହଁକୁ ବାଲି ପକାଇଲେ ମହିଳା ଅଫିସର

ହାଇଦ୍ରାବାଦ୍‌,୬।୮: ଆନ୍ଧ୍ର ପ୍ରଦେଶର ଭାଇଜାଗ ସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅନୁଦାନ ବିଭାଗରେ ଆସିଷ୍ଟାଣ୍ଟ କମିଶନର ଭାବେ କାର୍ଯ୍ୟ କରୁଥିବା...

ସିଦ୍ଧୁଙ୍କୁ ଆଉ ଏକ ଝଟକା

ଚଣ୍ଡିଗଡ଼,୯ା୬-ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ନବଜ୍ୟୋତ୍‌ ସିଂ ସିଦ୍ଧୁଙ୍କୁ ଆଉ ଏକ ଝଟକା ଲାଗିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ରବିବାର ସରକାରୀ...

ଦେଢ ମାସ ତଳେ କରିଥିଲେ ବିବାହ ଏବେ ୪ ମାସର ଗର୍ଭବତୀ, ଥାନାରେ ପହଞ୍ଚିଲା ମାମଲା

ଲକ୍ଷ୍ନୌ,୧୮।୬: ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ଜଣେ ଦେଢ ମାସ ତଳେ ବିବାହ କରିଥିବା ମହିଳା ଏବେ ୪ ମାସର ଗର୍ଭବତୀ। ଯାହାକୁ ଜାଣିବା ମାତ୍ରେ ନବବଧୂଙ୍କ...

ପୁଣିଥରେ ଗୁରୁଜନଙ୍କ ପାଦ ଛୁଇଁ ଚର୍ଚ୍ଚାକୁ ଆସିଲେ ମୋଦି

ବରାଣସୀ,୨୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀ ଲୋକ ସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମୋଦି ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଜିଲାପାଳଙ୍କ...

ମସ୍ତିଷ୍କ ଜ୍ୱର ଆତଙ୍କ ୧୩୦ ଶିଶୁଙ୍କ ଗଲାଣି ଜୀବନ

ପାଟନା,୧୯।୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ଏଠାରେ...

Advertisement
Archives

Model This Week