Posted inଜାତୀୟ

ଭାରତ-ଜାମ୍ବିଆ ୬ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ,୨୨ା୮: ଭାରତ ଓ ଜାମ୍ବିଆ ମଧ୍ୟରେ ବୁଧବାର ୬ଟି ଚୁକ୍ତି ସ୍ବାକ୍ଷରିତ ହୋଇଛି। ବାଣିଜ୍ୟ, ପୁଞ୍ଜିନିବେଶ, ଖଣି ସମ୍ପଦ, ପ୍ରତିରକ୍ଷା ସହଯୋଗ ଓ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାମ୍ବିଆ ରାଷ୍ଟ୍ରପତି ଏଡ୍‌ଗାର ଛାଗ୍‌ଓ୍ବା ଲୁଙ୍ଗୁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପରେ ମିଳିତ ଖବରଦାତା ସମ୍ମିଳନୀକୁ ଦୁଇନେତା ସମ୍ବୋଧନ କରିଥିଲେ। ସ୍ବାସ୍ଥ୍ୟ, ଶକ୍ତି ଓ ବିଭିନ୍ନ ପ୍ରକଳ୍ପ କାମରେ ଭାରତ ଜାମ୍ବିଆକୁ ସହଯୋଗ କରିବ ବୋଲି ମୋଦି କହିଥିଲେ। କୃଷି, ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, କଳା ସଂସ୍କୃତି ଆଦି କ୍ଷେତ୍ରରେ ଦୁଇଦେଶ ମିଳିତ ଭାବେ ପଦକ୍ଷେପ ଗ୍ରହଣ କରିବେ। ଭାରତର ବାୟୁସେନା ପ୍ରଶିକ୍ଷଣ ଟିମ୍‌ ଜାମ୍ବିଆରେ ସେନା ପ୍ରଶିକ୍ଷଣ ଓ ସହଯୋଗ କାର୍ଯ୍ୟକରିବେ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କୁ ଗୁପ୍ତ ଚିଠି ଲେଖିଲେ ପଶ୍ଚିମବଙ୍ଗ ରାଜ୍ୟପାଳ…

କୋଲକାତା,୧୦।୯ : ରାଜ୍ୟର ବିଶ୍ୱବିଦ୍ୟାଳୟରେ ମଧ୍ୟବର୍ତ୍ତୀକାଳୀନ କୁଳପତିଙ୍କ ନିଯୁକ୍ତିକୁ ନେଇ ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ମଧ୍ୟରେ ଚାଲିଥିବା ବିବାଦ ବଢ଼ିଚାଲିଛି।...

ଜେଲରେ କୌଣସି କାମ କରୁ ନ ଥିଲେ ଅମରମଣି-ମଧୁମଣି

ଗୋରଖପୁର,୨୭।୮: କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟାକାଣ୍ଡରେ ୧୮ ବର୍ଷ ୭ ମାସ ଅପରିହାର୍ଯ୍ୟ ସଜା ସମୟରେ ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ୧୭ ବର୍ଷ...

ସାମାଜିକ ଦୂରତ୍ୱ ହିଁ କରୋନାର ଭ୍ୟାକସିନ୍‌ : ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୦।୪: ଭାରତରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରଖିଥିବା ବେଳେ ଅନ୍ୟ ଦେଶ ତୁଳନାରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହିଛି। ଯାହା ଭାରତ ପାଇଁ...

ଖୁବଶୀଘ୍ର ଆରମ୍ଭ ହୋଇପାରେ ଅମରନାଥ ଯାତ୍ରା

ନୂଆଦିଲ୍ଲୀ,୧୦ ।୭: ଅମରନାଥ ଗୁମ୍ଫା ନିକଟରେ ହୋଇଥିବା ବାଦଲ ଫଟା ବର୍ଷାରେ ଏବେ ପର୍ଯ୍ୟନ୍ତ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୬୫ ଜଣଙ୍କ...

ଖୁସି ଖବର: ପୁଣି ଆସୁଛି ପବ୍‌ଜୀ

ନୂଆଦିଲ୍ଲୀ,୭।୫: ଭାରତରେ ପବ୍‌ଜୀ ଗେମ୍‌ ବହୁ ଲୋକପ୍ରିୟ। ମାତ୍ର ସୁରକ୍ଷା ଦୃଷ୍ଟିରୁ ଏହାକୁ ଗତବର୍ଷ ବ୍ୟାନ୍‌ କରାଯାଇଥିଲା। ଫଳରେ ଏହାର ପ୍ରଶଂସକମାନେ ନିରାଶ ହୋଇଥିଲେ। ବର୍ତ୍ତମାନ...

କୋଭିଡ-୧୯କୁ ହରାଇବାକୁ ଜରୁରୀ ଥିଲା ଲକ୍‌ଡାଉନ: ଲଭ ଅଗ୍ରଓ୍ବାଲ

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଏହାକୁ ନେଇ ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର...

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ରକ୍ଷା କଲେ ପୋଲିସ କନଷ୍ଟେବଳ

କରୌଲି,୫।୪: କୁହାଯାଏ ଯେ ଏକ ଫଟୋ ହଜାରେ ଶବ୍ଦ ବୟାନ କରେ। ରାଜସ୍ଥାନର କରୌଲିରେ ହୋଇଥିବା ହିଂସା ମଧ୍ୟରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି।...

‘ଯବାନ’ ସ୍କ୍ରିନିଂକୁ ନେଇ ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଜୟରାମ ରମେଶ

ନୂଆଦିଲ୍ଲୀ,୧୦।୯: ଏବେ ଦେଶରେ ଶାହରୁଖ ଖାନଙ୍କ କ୍ରେଜ ଚାଲିଛି। ସବୁଠି ତାଙ୍କ ଅଭିନୀତ ‘ଯବାନ’କୁ ନେଇ ଚର୍ଚ୍ଚା। ରିଲିଜ୍‌ର ଦୁଇ ଦିନରେ ମଧ୍ୟରେ ଫିଲ୍ମଟି ୨୦୦...

Advertisement
Archives

Model This Week