Posted inଖେଳ

ଭାରତୀୟ ଦଳକୁ ଝଟକା: ୩ ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେନି ଧାଓ୍ବନ

ଲଣ୍ଡନ, ୧୧।୬: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପରେ ଭାରତୀୟ ଦଳକୁ ବଡ ଝଟକା ଲାଗିଛି। ଦଳର ଓପନର୍‌ ଶିଖର ଧାଓ୍ବନ ଆହତ ଯୋଗୁ ୩ ସପ୍ତାହ ପର୍ଯ୍ୟନ୍ତ କ୍ରିକେଟ ପାରିବେନି ବୋଲି ଜଣପଡିଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବ୍ୟାଟିଂ କରୁଥିବାବେଳେ ନାଥନ କୁଲଟର୍‌ ନାଇଲ୍‌ଙ୍କ ଏକ ବଲ୍‌ ଧାଓ୍ବନଙ୍କ ଆଙ୍ଗୁଠିରେ ବାଜିଥିଲା। ଅସହ୍ୟ ଯନ୍ତ୍ରଣା ହେଉଥିଲେ ମଧ୍ୟ ସେ ୧୧୭ ରନର ପାଳି ଖେଳି ଭାରତୀୟ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନିଭାଇ ଥିଲେ। ଉକ୍ତ ମ୍ୟାଚ୍‌ ଫିଲ୍ମ ମଧ୍ୟ କରିବାକୁ ଆସି ନ ଥିଲେ ଧାଓ୍ବନ। ସ୍କାନ ପରେ ଅଙ୍ଗୁଠି ଫ୍ୟାକ୍‌ଚର୍‌ ହୋଇଯାଇଛି ବୋଲି ଜଣାପଡିଛି। ଫଳରେ ଡାକ୍ତରମାନେ ତାଙ୍କୁ ତିନି ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ପାକିସ୍ତାନ କ୍ରିକେଟରଙ୍କ ବଡ଼ ଖୁଲାସା: ଅବସର ପରେ କୋକେନ ଜାଲରେ ଫସିଥିଲି…

ଲାହୋର,୩୦।୧୦:ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଅକ୍ରମ ବିଶ୍ୱର ଶ୍ରେଷ୍ଠ ଦ୍ରୁତ ବୋଲରଙ୍କ ମଧ୍ୟରୁ ଜଣେ। ଏବେ ସେ ଏକ ବଡ଼ ଖୁଲାସା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ...

ଆଡିଲେଡ୍‌ ଓଭାଲରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବ

ନୂଆଦିଲ୍ଲୀ,୨୯।୫: ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଆଡିଲେଡ୍‌ ଓଭାଲ ଗ୍ରାଉଣ୍ଡରେ ଦିବାରାତ୍ର ତଥା ପିଙ୍କ୍‌ବଲ୍‌ ଟେଷ୍ଟ ଖେଳିବା ନିଶ୍ଚିତ ହୋଇଛି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଉଭୟ...

ଫିଫା ର଼୍ୟାଙ୍କିଙ୍ଗ୍‌: ଭାରତ ସ୍ଥିର

ନୂଆଦିଲ୍ଲୀ,୧୯।୧୨(ପି.ଟି.)-ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ପୁରୁଷ ଫୁଟବଲ ଦଳ ବର୍ଷ ଶେଷରେ ୧୦୮ତମ ସ୍ଥାନରେ ପୂର୍ବପରି ସ୍ଥିର ରହିଛି। ତେବେ ଗତ ଗୋଟିଏ ବର୍ଷରେ...

ଆର୍‌ସିବି ପରାଜୟ ପରେ ଟ୍ରେଣ୍ଡ କରୁଛି ‘ଚୋକଲି’

ନୂଆଦିଲ୍ଲୀ,୨୮।୫: ପୁଣି ଥରେ ଆଇପିଏଲ୍‌ ଖେଳିବାରୁ ବଞ୍ଚିତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା କ୍ୱାଲିଫାୟାର-୨ ମୁକାବିଲାରେ ପରାଜିତ ହୋଇଛି...

ହସ୍ପିଟାଲରେ ଭର୍ତ୍ତି ହେଲେ ମିଲ୍‌ଖା ସିଂ

ଚଣ୍ଡିଗଡ଼, ୨୫ା୫ (ପି.ଟି.)- କୋଭିଡ୍‌ରେ ପୀଡ଼ିତ କିମ୍ବଦନ୍ତୀ ଭାରତୀୟ ସ୍ପ୍ରିଣ୍ଟର ମିଲ୍‌ଖା ସିଂ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପୁଅ ତଥା ବିଶିଷ୍ଟ ଗଲ୍ଫ...

ଦୀପିକା ଭାରି ନର୍ଭସ, ମୁଁ ତାଙ୍କ ସହ ରହିବାକୁ ଚାହୁଁଛି: କାହିଁକି ଏମିତି କହିଲେ ରଣବୀର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅନେକ ଅଭିନେତ୍ରୀଙ୍କୁ ପଚରାଉଚରା କରୁଛି। ସାରା...

ଦ୍ୱିତୀୟ ଟେଷ୍ଟ ପାଇଁ ଆୟର ଫିଟ୍‌

ନୂଆଦିଲ୍ଲୀ,୧୫।୨(ପି.ଟି): ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ମିଡିଲ ଅର୍ଡର ବ୍ୟାଟର ଶ୍ରେୟସ ଆୟାରଙ୍କୁ ଫିଟ୍‌ ଘୋଷଣା କରିଛି ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)। ବାଂଲଦେଶ...

ତାରକା ବ୍ୟାଟ୍ସମ୍ୟାନ ଫେଲ୍‌ ମାରିବା ସତ୍ତ୍ୱେ ଟିମ୍‌ ଇଣ୍ଡିଆ ଛିଡ଼ା କଲା ବିଶାଳ ବିଜୟ ଲକ୍ଷ୍ୟ

ପୁଣେ,୨୮।୩ : ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ରେ ଫେଲ୍‌ ମାରିଛନ୍ତି ଟିମ୍‌ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନମାନେ। ଏହା ସତ୍ତ୍ୱେ ଭ୍ରମଣକାରୀ ଦଳ...

Advertisement
Archives

Model This Week