Posted inଜାତୀୟ

ଭାରତର ହେବ ପିଓକେ

ନୂଆଦିଲ୍ଲୀ, ୧୮ା୯: ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ଭାରତର ଅଂଶବିଶେଷ। ଦିନେ ଏହା ଭାରତର ଅଂଶବିଶେଷ ଭାବେ ପରିଗଣିତ ହେବ। ଏନେଇ ନୂଆଦିଲ୍ଲୀ ପକ୍ଷରୁ ପ୍ରୟାସ ଜାରି ରହିଥିବା ମଙ୍ଗଳବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପ୍ରକାଶ କରିଛନ୍ତି। ଏବେ କଶ୍ମୀରକୁ ନେଇ ନୁହେଁ ବରଂ ପିଓକେ କୁ ନେଇ ପାକିସ୍ତାନ ସହ କେବଳ ଆଲୋଚନା କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। କଶ୍ମୀରର ସାମ୍ପ୍ରତିକ ସ୍ଥିତି ନେଇ ସେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏନେଇ କେହି ଅଧିକ ବ୍ୟସ୍ତ ହେବା ଅନୁଚିତ। ପାକିସ୍ତାନ ଏହାକୁ ରଙ୍ଗଦେବା ସହ ଅନ୍ତର୍ଜାତୀୟ ସ୍ତରରେ ଉଠାଉଛି। ପାକ୍‌ ଆତଙ୍କବାଦ ବନ୍ଦକରି ଭଲ ପଡ଼ୋଶୀ ହେବା ଲାଗି ପ୍ରୟାସ କରିବା ଉଚିତ ବୋଲି ଜୟଶଙ୍କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ ପାଇଁ ଭାରତ ପାଖରେ ରହିଛି ପ୍ରର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର…

ନୂଆଦିଲ୍ଲୀ,୧୭।୧୨ : ଦେଶର ଜନସାଧାରଣଙ୍କର ଆବଶ୍ୟକତା ପୂରଣ ପାଇଁ ଜାରି ରହିଥିବା କଲ୍ୟାଣକାରୀ ଯୋଜନା ଲାଗି ଭାରତ ପାଖରେ ପ୍ରର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର ରହିଛି ରହିଛି...

ସିନେମା ହଲରେ ମାଲିକଙ୍କ ଆଇନ ଚାଲିବ, ଜିମ ଭଳି ମିଳିବନି ପୁଷ୍ଟିକର ଖାଦ୍ୟ : ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୧ : ସିନେମା ହଲ ହେଉଛି ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି, ତେଣୁ ସେଠାରେ ହଲ ମାଲିକଙ୍କ ଇଛାକୁ ପ୍ରାଧାନ୍ୟ ଦିଆଯିବ। ମାଲିକଙ୍କର ଆଇନ ସିନେମା...

ଅପ୍ରାସଙ୍ଗିକ ଆଇନ-ଭୁଲ ପରମ୍ପରାକୁ ହଟାଇବା ଜରୁରୀ…

ନୂଆଦିଲ୍ଲୀ,୧୫।୧୦ : ଆଇନମନ୍ତ୍ରୀ ଏବଂ ଆଇନ ସଚିବଙ୍କ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦି ଶନିବାର ସମ୍ବୋଧିତ କରିଛନ୍ତି। ପ୍ରଧାନନ୍ତ୍ରୀ କହିଛନ୍ତି ଯେ ଏକ ସୁସ୍ଥ ସମାଜ ପାଇଁ...

୧୨୨ ବର୍ଷରେ ସବୁଠୁ ଉତ୍ତପ୍ତ ମାର୍ଚ୍ଚ

ନୂଆଦିଲ୍ଲୀ,୩।୪: ଭାରତରେ ଚଳିତବର୍ଷ ମାର୍ଚ୍ଚରେ ତାପମାତ୍ରା ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୦୧ ମସିହା ପରଠାରୁ ଗତ ମାର୍ଚ୍ଚ ସବୁଠୁ ଉତ୍ତପ୍ତ ମାସ ଥିଲା ବୋଲି...

‘ଅଗ୍ନିପଥ‘ ଯୋଜନାକୁ ବିରୋଧ କରି ଭିକ ମାଗିଲେ ଏଏପି କର୍ମୀ, ମୋଦିଙ୍କ ନାମରେ ପଠାଇଲେ ୪୨୦ ଟଙ୍କା ଚେକ

ନୂଆଦିଲ୍ଲୀ,୪ ।୭: କେନ୍ଦ୍ର ସରକାରଙ୍କ ସେନା ଭର୍ତ୍ତି ଯୋଜନା ‘ଅଗ୍ନିପଥ‘କୁ ବିରୋଧ କରି ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରରେ ଆମ ଆଦମୀ ପାର୍ଟି(ଏଏପି)ର ର୍କମୀମାନେ...

ମେଘାଳୟ-ନାଗାଲାଣ୍ଡବାସୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅପିଲ କଲେ ଶାହା କହିଲେ ଭ୍ରଷ୍ଟାଚାର ମୁକ୍ତ ସରକାର ବାଛ

ନୂଆଦିଲ୍ଲୀ,୨୭ ।୨: ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଭୋଟ ଗ୍ରହଣ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ...

‘କଂଗ୍ରେସକୁ ବୁଡ଼ାଇବାକୁ ଆଉ କାହାର ଆବଶ୍ୟକତା ନାହିଁ, ରାହୁଲ-ପ୍ରିୟଙ୍କା ଯଥେଷ୍ଟ’

ଲକ୍ଷ୍ନୌ,୧୪।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରର ପିଠି ଥାପୁଡାଇ କଂଗ୍ରେସକୁ ତୀବ୍ର...

ଚନ୍ଦ୍ରୟାନ-୨: ଇସ୍ରୋକୁ ମିଳିଛି ୯୫ ପ୍ରତିଶତ ସଫଳତା

ଶ୍ରୀହରିକୋଟା,୭।୯: ଚନ୍ଦ୍ରୟାନ-୨ ମିଶନ୍‌ରେ ଇସ୍ରୋକୁ ୯୫ ପ୍ରତିଶତ ସଫଳତା ମିଳିଛି। ଲ୍ୟାଣ୍ଡର ବିକ୍ରମ ଅବତରଣ କରିଥିଲେ ଏଥିରେ ଥିବା ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠର କେତେକ ଫଟୋ...

Advertisement
Archives

Model This Week