ଭାରତର ଲକ୍‌ଡାଉନ ପଦକ୍ଷେପକୁ ପ୍ରଶଂସା

ନୂଆଦିଲ୍ଲୀ,୧୭।୪: ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଆଇଏମ୍‌ଏଫ୍‌ ପ୍ରଶଂସା କରିଛି। ଏଭଳି ପଦକ୍ଷେପ ବିବେକପୂର୍ଣ୍ଣ ବୋଲି ଏହି ଏଜେନ୍ସି କହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପରେ ଆଇଏମ୍‌ଏଫ୍‌ ଦ୍ୱିତୀୟ ଅନ୍ତର୍ଜାତୀୟ ଏଜେନ୍ସି ଯାହା ଭାରତକୁ ପଦକ୍ଷେପକୁ ପ୍ରଶଂସା କରିଛି। ସରକାରଙ୍କ ଲକ୍‌ଡାଉନ ପଦକ୍ଷେପକୁ ଏହି ଏଜେନ୍ସି ପ୍ରଶଂସା କରିଛି। ବିକାଶ ହାର କମିଲେ ମଧ୍ୟ ଏହା ନିଶ୍ଚିତ ପକ୍ଷେ ଏକ ବିକେବପୂର୍ଣ୍ଣ ପଦକ୍ଷେପ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଏହା ପ୍ରଶଂସା କରିଥିବା ବେଳେ ଯଦି କରୋନା ପ୍ରଭାବ ଶୀଘ୍ର ବଜାରରୁ ନ ଯାଏ ତେବେ ଅଧିକ ପଦକ୍ଷେପ ଗ୍ରହଣ କରିବାକୁ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ସଙ୍କଟରେ ବ୍ୟବସାୟ ବୃଦ୍ଧି, ଆମେରିକାରୁ ୧୧ ପ୍ରତିଶତ ଅଧିକ ତୈଳ ଆମଦାନୀ କରିବ ଭାରତ…

ନୂଆଦିଲ୍ଲୀ, ୧୯।୩ : ରୁଷିଆ ଭାରତକୁ ରିହାତି ଦାମ୍‌ରେ ଅଶୋଧିତ ତୈଳ ଯୋଗାଇବାକୁ ପ୍ରସ୍ତାବ ଦେଇଥିଲା। ମାତ୍ର ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହେବାର ଆଶଙ୍କାକୁ ଦୃଷ୍ଟିରେ...

ଆର୍‌ବିଆଇ ବୋର୍ଡ ବୈଠକରେ ଉଠିପାରେ ଡିଭିଡେଣ୍ଡ ପ୍ରସଙ୍ଗ

ନୂଆଦିଲ୍ଲୀ,୨୦-୧: ବର୍ତ୍ତମାନ ସରକାର ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବା ଦିଗରେ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଟିକସ ସଂଗ୍ରହ କମିଥିବାରୁ ରାଜକୋଷ ଉପରେ ଏବେ...

ଘରୋଇ ପେସାଦାରଙ୍କ ହାତରେ ରହିବ ରେଲଓ୍ବେର ପ୍ରଚାର ଅଭିଯାନ

ନୂଆଦିଲ୍ଲୀ,୧୭-୬: ଭାରତୀୟ ରେଲଓ୍ବେର ପ୍ରଚାର ଅଭିଯାନ(ପବ୍ଲିସିଟି କ୍ୟାମ୍ପେନ)ର ନୂଆ କଳେବର ହେବାକୁ ଯାଉଛି। ଏଥିଲାଗି ୧୭ ଘରୋଇ ପେସାଦାରଙ୍କୁ ନିଯୁକ୍ତ କରାଯିବ। ପ୍ରତି ଜୋନ୍‌ ଲାଗି...

ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକଙ୍କ ସ୍ଥିତି ବିଗିଡିବା ଆଶଙ୍କା

ନୂଆଦିଲ୍ଲୀ,୯।୪: କରୋନା ଯୋଗୁ ଦେଶର ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୪୦ କୋଟି ଶ୍ରମିକଙ୍କ ସ୍ଥିତି ବିଗିଡିବାର ଆଶଙ୍କା କରାଯାଉଛି। ଜାତିସଂଘ ପକ୍ଷରୁ ଏକ...

ସୁପ୍ରିମକୋର୍ଟରେ ଇଏମ୍‌ଆଇ ମାମଲା: ଅର୍ଥ ମନ୍ତ୍ରଣାଳୟର ଉତ୍ତର ଲୋଡ଼ାଗଲା

ନୂଆଦିଲ୍ଲୀ,୫।୬: ଲକ୍‌ଡାଉନ ସମୟରେ ଋଣ କିସ୍ତି ଉପରେ ସୁଧ ଛାଡ଼ ନେଇ ହୋଇଥିବା ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ଏହାର ଆଗାମୀ ଶୁଣାଣି ୧୨...

ଏଫ୍‌ଆର୍‌ଏଲ୍‌କୁ ଆମାଜନ୍‌ର ଚେତାବନୀ

ନୂଆଦିଲ୍ଲୀ, ୧୪।୪: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲକୁ ଫ୍ୟୁଚର ରିଟେଲ୍‌ ଲିମିଟେଡ୍‌ (ଏଫ୍‌ଆର୍‌ଏଲ୍‌)ର ସମ୍ପତ୍ତି ବିକ୍ରିକୁ ମଞ୍ଜୁରୀ ଦେବା ସମ୍ବନ୍ଧରେ ଆସନ୍ତା ସପ୍ତାହରେ ନିଜ ଶେୟାରଧାରୀଙ୍କ...

୧୦୦ ଟ୍ରିଲିୟନ୍‌ ଡଲାର ଟପିବ ବିଶ୍ୱ ଅର୍ଥନୀତି

ଲଣ୍ଡନ,୨୭ା୧୨: କୋଭିଡ୍‌-୧୯ ମହାମାରୀ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବାବେଳେ ରାଷ୍ଟ୍ରଗୁଡ଼ିକ ଏବେ ଅଣ୍ଟା ସଳଖି ଛିଡ଼ାହେବା ଆରମ୍ଭ କରିଛନ୍ତି। ହେଲେ କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତି...

ଡିସେମ୍ବରରେ ସେବା କ୍ଷେତ୍ର ପ୍ରଭାବିତ

ବାଙ୍ଗାଲୋର: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଯୋଗୁ ଡିସେମ୍ବରରେ ସେବା କ୍ଷେତ୍ର କାର୍ଯ୍ୟକଳାପ ଖସିଥିବା ଏକ ଘରୋଇ ସର୍ଭେରୁ ସାମ୍ନାକୁ ଆସିଛି। ବାଣିଜ୍ୟ ଏବଂ ନିଯୁକ୍ତି...

Advertisement
Archives

Model This Week