Posted inଜାତୀୟ

ଭାରତରେ ୬ ଲସ୍କର ଆତଙ୍କବାଦୀ ପଶିଲେ: ତାମିଲନାଡୁରେ ହାଇଆଲର୍ଟ

ଚେନ୍ନାଇ,୨୩।୮:ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣର କୌଣସି ଘଟଣା ଘଟିନାହିଁ। କଡା ସୁରକ୍ଷା ସତ୍ତ୍ୱେ ଲସ୍କର-ଇ-ତୋଏବାର ୬ ଆତଙ୍କବାଦୀ ତାମିଲନାଡୁ ବାଟ ଦେଇ କୋଏମ୍ବାଟୁରରେ ପଶିଯାଇଥିବା ସୂଚନା ମିଳିଛି। ରାଜ୍ୟରେ ଏନେଇ ହାଇଆଲର୍ଟ ଘୋଷଣା କରାଯାଇଛି। ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନ ଏବଂ ଜଣେ ଶ୍ରୀଲଙ୍କାର ତାମିଲ ଆତଙ୍କବାଦୀ ଥିବା ଜଣାପଡିଛି। ଆତଙ୍କବାଦୀମାନେ ମୁସଲମାନ ହୋଇଥିବାବେଳେ ମୁଣ୍ଡରେ ତିଳକ ଲଗାଇ ହିନ୍ଦୁ ବେଶଭୂଷାରେ ଭାରତରେ ପଶିଥିବାର ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ଉପବାସ: ଗାଜିପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ପୁଣ୍ୟତିଥି ଅବସରରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ପକ୍ଷରୁ ଶନିବାର ୮...

ମହାରାଷ୍ଟ୍ରରେ କରୋନା ଟିକା ଅଭାବ

ମୁମ୍ବାଇ,୭।୪: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ସ୍ଥିତି ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ କରୋନା ଟିକାର ଅଭାବ ରହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା...

ଆନ୍ଦୋଳନ ସ୍ଥଳରେ ପକ୍କା ଘର ନିର୍ମାଣ କରି ଅଡୁଆରେ କୃଷକ

ନୂଆଦିଲ୍ଲୀ,୧୪ ।୩: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବିଭିନ୍ନ ରାଜ୍ୟର କୃଷକମାନେ ୧୦୦ ଦିନରୁ ଊର୍ଦ୍ଧ୍ୱ ସମୟ ହେଲା...

ଭାରତ ଗସ୍ତ ବାତିଲ କଲେ ବାଂଲାଦେଶର ଦୁଇ ମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୨:ନାଗରିକତ୍ୱ ସଂଶୋଧନ ବିଲ୍‌କୁ ନେଇ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବିକ୍ଷୋଭ ଜାରି ରହିଥିବାବେଳେ ଏହାର ପ୍ରଭାବ ଭାରତର ବୈଦେଶିକ ସମ୍ପର୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। ବାଂଲାଦେଶର...

ସଂକ୍ରମଣକୁ ଅଟକାଇ ପାରିବ ନାହିଁ ଟିକା

ନୂଆଦିଲ୍ଲୀ, ୨୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୀଷଣ ବେଗରେ ମାଡ଼ିଚାଲିଥିବାବେଳେ ଏଥିରୁ ବର୍ତ୍ତିବା ଲାଗି ଦେଶର ୩ ଜଣ ପ୍ରମୁଖ ଡାକ୍ତର ନାଗରିକମାନଙ୍କୁ କେତେକ...

ଅଖିଳେଶଙ୍କ ରାଜ୍ୟ ସଭା ଗେମ୍‌ ପ୍ଲାନ୍‌…

ଲକ୍ଷ୍ନୌ, ୨୫।୫ : ଉତ୍ତରପ୍ରଦେଶରେ ରାଜ୍ୟସଭା ନିର୍ବାଚନ ନେଇ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାରେ ଲାଗିଛି। ରାଜ୍ୟର ୧୧ ରାଜ୍ୟ ସଭା ଆସନ...

ଦିଲ୍ଲୀ-ନଏଡା ସୀମାରେ ଟ୍ରାଫିକ୍‌ ଜାମ୍‌: ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ହଜାର ହଜାର ଗାଡ଼ି

ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ ଆଉ ଗୋଟିଏ ଦିନ ବାକି ରହିଲା। ଏହାପୂର୍ବରୁ ଦିଲ୍ଲୀର ପ୍ରତ୍ୟେକ ଗଳିକନ୍ଦିରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି। ସ୍ବାଧୀନତା ଦିବସ କାର୍ଯ୍ୟକ୍ରମର ଗୋଟିଏ...

ପ୍ରଥମଥର ପାଇଁ ସ୍ୱାଧିନତା ଦିବସରେ ଲାଲକିଲାରୁ ହେଲା ପୁଷ୍ପ ବୃଷ୍ଟି

ନୂଆଦିଲ୍ଲୀ,୧୫ ।୮: ସ୍ୱାଧିନତାର ଅମୃତ ମହୋତ୍ସବକୁ ସ୍ୱତନ୍ତ୍ର କରିବା ପାଇଁ ବିଶେଷ ପ୍ରସ୍ତୁତି କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଶର ବା କମଳା ରଙ୍ଗର...

Advertisement
Archives

Model This Week