Posted inଜାତୀୟ

ଭାରତରେ ବୁର୍ଖା ନିଷେଧ ପାଇଁ ଦାବି କଲା ଶିବସେନା

ମୁମ୍ବାଇ,୧।୫: ଶିବସେନା ଭାରତରେ ବୁର୍ଖା ପିନ୍ଧିବା ଉପରେ କଟକଣା ଜାରି କରିବାକୁ ଦାବି କରିଛି। ଶ୍ରୀଲଙ୍କାରେ ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଥିବାବେଳେ ଭାରତ ମଧ୍ୟ ଏହା କରାଯିବା ଆବଶ୍ୟକ ବୋଲି ଶିବସେନା କହିଛି। ତେବେ ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଉଠାଓ୍ବଲେ କହିଛନ୍ତି ଯେ, ଏହା ଭାରତରେ ବାସ କରୁଥିବା ମୁସଲମାନ ମହିଳାଙ୍କର ଏକ ପରମ୍ପରା। ଏହାକୁ ନିଷେଧ କରାଯାଇ ପାରିବ ନାହିଁ। ସବୁ ମହିଳା ଆତଙ୍କବାଦୀ ସଂଗଠନ ସହିତ ଜଡିତ ନୁହଁନ୍ତି। ଆବଶ୍ୟକ ସ୍ଥଳେ ବୁର୍ଖା ଉଠାଇ ମଧ୍ୟ ଯାଞ୍ଚ୍‌ କରାଯାଇପାରିବ। ତେଣୁ ଏହି ପରମ୍ପରା ଉପରେ ବ୍ୟାନ୍‌ ଲଗାଇବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦୀୟ ମନ୍ତବ୍ୟକୁ ନେଇ ସଫେଇ ଦେଲେ ଶିବରାଜ

ନୂଆଦିଲ୍ଲୀ,୨୧।୧୦: ପୂର୍ବତନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶିବରାଜ ପାଟିଲ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ଶୁକ୍ରବାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଯଦି...

ଚନ୍ନିଙ୍କ ପରେ ମୁଖ୍ୟମନ୍ତ୍ରୀ କିଏ

ନୂଆଦିଲ୍ଲୀ,୨୦।୯: ପଞ୍ଜାବରେ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ହେବେ ଏବେଠୁ ଚର୍ଚ୍ଚା ଜୋର୍‌ ଧରିଲାଣି। ଏନେଇ କଂଗ୍ରେସର ଉତ୍ତର ମଧ୍ୟ ଆସିଛି।...

କଙ୍ଗନାଙ୍କୁ ସମାଲୋଚନା କଲେ ଭାଜପା ପ୍ରବକ୍ତା

ମୁମ୍ବାଇ,୧୭।୧୧: ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଚ୍ଛଲ୍ୟ କରିଥିବା ବିବାଦୀୟ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ସମାଲୋଚନା କରିଛନ୍ତି ଭାଜପା ପ୍ରବକ୍ତା।...

ଆତ୍ମସମର୍ପଣ କଲେ ୩୩ ନକ୍ସଲ

ରାୟପୁର,୧୫।୨: ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ସୁକମାରେ ଆୟୋଜିତ ଏକ ସାଧାରଣ ସଭାରେ ୩୩ ନକ୍ସଲମାନେ ଏକତ୍ର ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଅନେକ ନକ୍ସଲଙ୍କ...

ପିଏମ୍‌ସି ବ୍ୟାଙ୍କ ଦୁର୍ନୀତି: ୨୧ ହଜାରରୁ ଅଧିକ ଭୂତ ଖାତା

ମୁମ୍ବାଇ,୬।୧୦: ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ(ପିଏମ୍‌ସି) ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାଶ୍‌ ହୋଇଛି। ମୁମ୍ବାଇ ପୋଲିସର ଅପରାଧ ଶାଖା ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି। ବ୍ୟାଙ୍କରେ...

କାଉଡିଆଙ୍କ ପାଇଁ ୧୭୫ କ୍ୟାମ୍ପ ଲଗାଇବେ ସରକାର

ନୂଆଦିଲ୍ଲୀ,୨୯।୬: କୋଭିଡ -୧୯ ମହାମାରୀ ଯୋଗୁ ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଜୁଲାଇ ୧୪ରୁ ୨୬ଜୁଲାଇ ମଧ୍ୟରେ କାଉଡିଆ ଯାତ୍ରା ଆୟୋଜିତ ହେବ।...

ସଂସଦ ଟିଭି ଆକାଉଣ୍ଟକୁ ବନ୍ଦ କଲା ୟୁଟ୍ୟୁବ

ନୂଆଦିଲ୍ଲୀ,୧୫।୨: ଲୋକସଭା ଓ ରାଜ୍ୟସଭାର ଅଧିବେଶନୀ ସିଧାସଳଖ ପ୍ରସାରଣ ଏବଂ ପ୍ରୋଗ୍ରାମକୁ ରେକର୍ଡ କରୁଥିବା ସଂସଦ ଟିଭିର ୟୁଟ୍ୟୁବ ଆକାଉଣ୍ଟକୁ ମଙ୍ଗଳବାର ସକାଳେ ପ୍ଲାଟଫର୍ମରୁ ହଟାଇ...

ନୈନିତାଲରେ ଆମେରିକା ସ୍କୁଟରରେ ପୋଲିସ ପାଟ୍ରୋଲିଂ, ଦାମ୍‌ ୨ ଲକ୍ଷ…

ନୈନିତାଲ,୧୧।୭ : ସ୍ମାର୍ଟ ପୋଲିସ ହେବା ଲାଗି ଉତ୍ତରାଖଣ୍ଡ ପୋଲିସ ପଦକ୍ଷେପ ଗ୍ରହଣ କରିଛି। ଏହି ମର୍ମରେ ନୈନିତାଲରେ ପୋଲିସକୁ ଏଣିକି ଏକ ଭିନ୍ନ ଢଙ୍ଗରେ...

Advertisement
Archives

Model This Week