ଭାରତରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ: ବିଶେଷଜ୍ଞ

ନୂଆଦିଲ୍ଲୀ,୧।୬: ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ସରକାରୀ ଭାବେ କୁହାଯାଉଛି ଯେ, ଦେଶରେ କରୋନାର ଗୋଷ୍ଠୀ ସଂକ୍ରମଣ ଏପର୍ଯ୍ୟନ୍ତ ହୋଇନାହିଁ। ତେବେ ପ୍ରିଭେଣ୍ଟିଭ୍‌ ଏବଂ ସୋସିଆଲ୍‌ ମେଡିସିନ୍‌ ବିଶେଷଜ୍ଞ ତଥା ଇପିଡେମିଓଲୋଜିଷ୍ଟ୍‌ ଓ ପବ୍ଲିକ୍‌ ହେଲଥ୍‌ ପ୍ରାକ୍ଟିଶନର ସଙ୍ଘ ପକ୍ଷରୁ ମିଳିତ ଭାବେ କୁହାଯାଇଛି ଯେ, ଭାରତରେ ବହୁ ପୂର୍ବରୁ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଛି। ସରକାରଙ୍କ ପକ୍ଷରୁ ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। କିନ୍ତୁ ଯଦି ଭୂତାଣୁ ଓ ମହାମାରୀ ସଂକ୍ରମଣ ଅଭିଜ୍ଞଙ୍କ ସହିତ ପରାମର୍ଶ ଆଧାରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥାନ୍ତା ତେବେ ହୁଏତ ସୁଫଳ ମିଳିଥାନ୍ତା । ମାତ୍ର ଏକ୍ଷେତ୍ରରେ କମ୍‌ ଜ୍ଞାନ ଥିବା ଅଭିଜ୍ଞଙ୍କ ପରାମର୍ଶ ଗ୍ରହଣ କରାଯାଇଥିବାରୁ ଦେଶରେ ଉଭୟ ଜନ ଓ ଧନ ଅଧିକ କ୍ଷୟ ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୂତାଣୁ ଉତ୍ପତ୍ତି ସନ୍ଧାନ: ଡବ୍ଲ୍ୟୁଏଚ୍‌ଓ ବିଶେଷଜ୍ଞ ଦଳ ଜାନୁୟାରୀରେ ଯିବେ ଚାଇନା

ଜେନେଭା,୧୯।୧୨: କରୋନା ଭୂତାଣୁର ଉତ୍ପତ୍ତି ସନ୍ଧାନ ପାଇଁ ଜାନୁୟାରୀର ପ୍ରଥମ ସପ୍ତାହରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ବିଶେଷଜ୍ଞ ଦଳ ଚାଇନା ଗସ୍ତରେ ଯିବେ। ଏନେଇ ଡବ୍ଲ୍ୟୁଏଚ୍‌ଓ...

ସପ୍ତାହକ ମଧ୍ୟରେ ଚତୁର୍ଥ ରାଲି କରିବେ ମୋଦି

ନୂଆଦିଲ୍ଲୀ,୬ ।୨: ପାଞ୍ଚ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ହେଲାଣି ସରଗରମ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିବି ଏ ନେଇ...

ଅନ୍ନ ଛୁଇଁଲେନି, ଚା ପିଇଲେନି

ନୂଆଦିଲ୍ଲୀ,୪ା୧୨: (ପି.ଟି./ଆଇଏଏନ୍‌ଏସ୍‌): ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ନେତାମାନେ ଗୁରୁବାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବେଳେ...

ରାଜ୍ୟରେ କମିିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୦୯୬ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୭।୮(ବ୍ୟୁରୋ): ଗତ ଦୁଇ ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍‌ ପୁଣି ଥରେ ତଳମୁହାଁ ହେବାରେ ଲାଗିଛି। ଶୁକ୍ରବାର ରାଜ୍ୟରେ ୧,୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା...

ବଳାତ୍କାର ମାମଲାରେ ଏସ୍‌ପି, ବିଏସ୍‌ପି ନେତା ଗିରଫ

ଲଳିତପୁର, ୧୬।୧୦: ଉତ୍ତରପ୍ରଦେଶରେ ନାବାଳିକା ବଳାତ୍କାର ମାମଲାରେ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଜିଲା ସଭାପତିଙ୍କ ସମେତ ୭ ଜଣଙ୍କୁ...

ଚଳିତ ବର୍ଷ ମୌସୁମୀ ରହିବ ସ୍ବାଭାବିକ…

ନୂଆଦିଲ୍ଲୀ, ୧୪।୪ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚଳିତ ବର୍ଷ ମୌସୁମୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଏହି ସୂଚନା ସାଧାରଣ ଲୋକଙ୍କ...

ବିଚାର ବିଭାଗୀୟ ହାଜତରେ କମଲନାଥଙ୍କ ଭଣଜା

ନୂଆଦିଲ୍ଲୀ,୩।୯: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ତଥା ବ୍ୟବସାୟୀ ରତୁଲ ପୁରୀଙ୍କୁ ଦିଲ୍ଲୀର ଏକ କୋର୍ଟ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି।...

ଭାରତ ସହ ଅଛୁ: ବ୍ରିଟେନ୍‌

ନୂଆଦିଲ୍ଲୀ, ୨୫।୪: ଭାରତରେ କରୋନାର ଭୟଙ୍କର ସ୍ଥିତି ବେଳେ ସହାୟତା ଯୋଗାଇଦେବାକୁ ଆମେରିକା, ୟୁରୋପୀୟ ୟୁନିୟନ, ଇସ୍ରାଏଲ୍‌, ଜର୍ମାନୀ, କାନାଡା ପ୍ରଭୃତି ଦେଶ ଆଗେଇ ଆସିଛନ୍ତି।...

Advertisement
Archives

Model This Week