ଭାତୁଡ଼ି ଥିଲେ ଆପଣାନ୍ତୁ ଏହି ଉପାୟ, ମିଳିବ ମୁକ୍ତି

ଶରୀରରେ ଭାତୁଡ଼ି ହେଉଥିଲେ ବିନା ଅସ୍ତ୍ରୋପଚାରରେ ମଥି ଦୂର ଏହାକୁ କରିହେବ। କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରି ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ।
ରସୁଣ: ରସୁଣର କିଛି ପାଖୁଡ଼ା ଛଡ଼ାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଭାତୁଡ଼ି ହୋଇଥିବା ସ୍ଥାନରେ ଘଷନ୍ତୁ। ଏପରି କିଛି ସପ୍ତାହ କରନ୍ତୁ।

ଲେମ୍ବୁରସ: ଭାତୁଡ଼ି ହୋଇଥିବା ସ୍ଥାନରେ ଲେମ୍ବୁରସ ଲଗାଇଲେ ଲାଭଦାୟକ ହୋଇଥାଏ।

ଆଳୁରସ: ଭାତୁଡ଼ି ହଟାଇବା ପାଇଁ ଆଳୁରସ ଏକ ଭରିନେବାକ ବିକଳ୍ପ। ରାତିସାରା ଆଳୁରସକୁ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାଇ ଶୁଅନ୍ତୁ।
ସକାଳୁ ଉଠି ଭଥି, ଭାବରେ ଧୋଇଦିଅନ୍ତୁ।

ବେକିଂ ସୋଡ଼ା: ତ୍ୱଚା ସମସ୍ୟା ଲାଗି ବେକିଂ ସୋଡ଼ା ବ୍ୟବହାର ସବୁଠୁ ଭଲ। ଜଡ଼ାତେଲରେ ବେକିଂ ସୋଡ଼ା ମିଶାଇ ଏଣ ପ୍ରସ୍ତୁତ କରି ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାନ୍ତୁ। ଏପରି ଲଗାତର କିଛିଦିନ କରନ୍ତୁ। ଦେଖିବେ କିଛିଦିନ ମଧ୍ୟରେ ଏହି ସମସ୍ୟା ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡାଇବେଟିସ୍‌ ଦୂର କରିବାକୁ ଚାହୁଁଥିଲେ…

ଡାଇବେଟିସ୍‌ ଦୂର କରିବାକୁ ଚାହୁଁଥିଲେ  ଖାଦ୍ୟରେ ପ୍ରତିଦିନ ଗୋଟିଏ ମାତ୍ର ସେଓ ସାମିଲ କରନ୍ତୁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି...

ଦେଖାଯାଉଛି କି ବ୍ଲାକ୍‌ହେଡଶ୍‌ ସମସ୍ୟା

ବର୍ତ୍ତମାନ ସମୟରେ ପ୍ରଦୂଷଣଜନିତ ତ୍ୱଚା ସମସ୍ୟା ଦେଖାଯାଉଛି। ଏହା ମଧ୍ୟରୁ କଳାଦାଗ ବା ବ୍ଲାକ୍‌ହେଡଶ୍‌ ଅନ୍ୟତମ। ଯେତେବେଳେ ତ୍ୱଚା ତେଲିଆ, ବ୍ୟାକ୍ଟେରିଆ ଏବଂ ଡେଡ୍‌ ସ୍କିନ୍‌...

ସମୁଦ୍ର ପତ୍ତନଠାରୁ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍‌

ଓ୍ବାଶିଂଟନ,୧।୬: କରୋନା ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ଦେଶରେ ନାନା ପ୍ରକାର ଗବେଷଣା ଜାରି ରହିଛି। ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ...

ଆମେ ବି ସକ୍ଷମ

ଦୃଢ଼ ଇଚ୍ଛାଶକ୍ତି, ମନରେ ଅଦମ୍ୟ ସାହସ ଏବଂ ସ୍ବାବଲମ୍ବୀ ହେବାର ଆଗ୍ରହ ଥିଲେ ଜଣେ ନାରୀ ପାଇଁ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ, ଏକଥାକୁ ପ୍ରମାଣିତ...

ବିବାହରେ ହେଉଛି କି ବିଳମ୍ବ….

ଜୀବନରେ ଅନେକ କିଛି ସମସ୍ୟା ଲାଗି ରହିଥାାଏ। ତେବେ ଯଦି କାହାର ବିବାହରେ ବିଳମ୍ବ ହେଉଥାଏ ଏଥିପାଇଁ ଘରର ବାସ୍ତୁ ଦୋଷ କେତେକାଂଶରେ ଦାୟୀ ବୋଲି...

ଏହିସବୁ ତେଲ ଶିଶୁଙ୍କୁ କରିଥାଏ ଶକ୍ତ

  ଶିଶୁ ଜନ୍ମ ନେବା ପରେ ତାର ଲାଳନପାଳନ କ୍ଷେତ୍ରରେ ଅନେକ ଯତ୍ନ ନେବାକୁ ପଡ଼ିଥାଏ । ଜନ୍ମ ହେବା ପରେ ସେମାନଙ୍କୁ କ’ଣ ଖାଇବାକୁ...

ଚର୍ମରେ ଇନ୍ଦ୍ରିୟବୋଧ

‘ଚଳିତ ବର୍ଷ ପାଇଁ ଶରୀର ବିଜ୍ଞାନ ଏବଂ ଭେଷଜ ବିଜ୍ଞାନ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି ଦୁଇଜଣ ଆମେରିକୀୟ ବୈଜ୍ଞାନିକ-ଡେଭିଡ ଜୁଲିୟସ୍‌ ଏବଂ...

ରିଲାକ୍ସ ଥେରାପି

ସୁସ୍ଥ ତଥା ନୀରୋଗ ଜୀବନ ଯାପନ ପଛରେ ବ୍ୟାୟାମର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ଜଣେ ନିଜ ଦୈନନ୍ଦିତ ଜୀବନ ତାଲିକାରେ ଏହାକୁ ସାମିଲ କରେ...

Advertisement
Archives

Model This Week