ଭାଜପା ପକ୍ଷରୁ ଅସହାୟଙ୍କୁ ସହାୟତା

କେନ୍ଦୁଝର, ୨ା୫ (ସ୍ବ.ପ୍ର.) କେନ୍ଦୁଝର ଜିଲା ଭାଜପା ପକ୍ଷରୁ କରୋନା ଉପଲକ୍ଷେ ବିଭିନ୍ନ ବର୍ଗର ପରିବାରଙ୍କୁ ସମୁଦାୟ ୩୬ ହଜାର ୫୮୫ ରନ୍ଧା ଖାଦ୍ୟ ପୁଡିଆ ଓ ୩୬ ହଜାର ୬୫୦ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ସେହିପରି ଜିଲାର ସମୁଦାୟ ୬,୧୧୦ ଜଣ କାର୍ଯ୍ୟକର୍ତ୍ତା ୪୦,୩୫୨ଟି ମାସ୍କ ଜିଲାରେ ବଣ୍ଟନ କରାଯାଇଛି। ଆର୍ଥିକ ଓ ଶାରିରୀକ ଭାବେ ଅକ୍ଷମ, ଅସହାୟ ଓ ଗରିବ ଲୋକଙ୍କୁ ବଣ୍ଟନ କରାଯାଇଥିବା ଜିଲା ସମ୍ପାଦକ ସଞ୍ଜୀବ ନାୟକ ସୂଚନା ଦେଇଛନ୍ତି। ପୂର୍ବତନ ଏମ୍‌ପି ଅନନ୍ତ ନାୟକ, ସଦର ବିଧାୟକ ମୋହନ ମାଝୀ ଓ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ଏହି କାର୍ଯ୍ୟସମ୍ପନ୍ନ ହୋଇଥିବା ବେଳେ ଜିଲାର ଦଳର ସମସ୍ତ କାର୍ଯ୍ୟକର୍ତ୍ତା, କର୍ମୀମାନେ ସହାୟତା କରିଥିବା ଜଣାପଡିଛି। ସେହିପରି କରୋନା ଯୋଦ୍ଧା କୁହାଯାଉଥିବା ଆଗାଧାଡିରେ ରହି ସେବା କରୁଥିବା ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ବିଭାଗ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ମଦ ଫେରାଇ ଦେଇଥିଲେ କନଷ୍ଟେବଳ

ପାଟଣା,୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳ ଜବତ ମଦ ଫେରାଇ ପ୍ରତିବଦଳରେ ଲାଞ୍ଚ ନେଉଥିବାର ସ୍ବୀକାରୋକ୍ତି ଅଡିଓ ଭାଇରାଲ ହୋଇଛି। କନେଷ୍ଟବଳ...

ବିଜେଡିରେ ମିଶିଲେ ଭାଜପା ସଂଖ୍ୟାଲଘୁ ନେତା

ଢେଙ୍କାନାଳ ଅଫିସ, ୨୮।୮:  ଢେଙ୍କାନାଳ ଜିଲା ଭାଜପାର ସଂଖ୍ୟାଲଘୁ ନେତା ତଥା ପୂର୍ବତନ ସଂଖ୍ୟାଲଘୁ ମଣ୍ଡଳ ସଭାପତି ଶେଖ୍‌ ଅବଦୁଲ ଅଖମଲ ଶନିବାର ନିଜ ସମର୍ଥକଙ୍କ...

ଦିନୁଦିନ୍‌କେ ଫିକାପଡୁଛେ ରଜ ମଉଜ

ଭବାନୀପାଟଣା,୧୬।୬(ଡି.ଏନ୍‌.ଏ):  ଓଡ଼ିଶାରେ ବାରମାସେ ତେର ପରବ୍‌ ପାଲନ ହେସି। ଏନ୍‌ତା କି ଆମର ପରବ୍‌ ପରବାନୀ ଧରମ୍‌ ଆର ପଉରାନିକ୍‌ କଥାବସ୍ତୁ ଉପରେ ରହିଛେ। ଇ...

ବନ୍ୟା, ବାତ୍ୟା ବେଳେ ସ୍ଥାନାନ୍ତର ମନେପଡ଼େ

କେନ୍ଦ୍ରାପଡ଼ା ଅଫିସ, ୧୧।୫: କେନ୍ଦ୍ରାପଡ଼ା ଜିଲାରେ ବନ୍ୟା, ବାତ୍ୟା, ସୁନାମି ଭୟ ପ୍ରତିବର୍ଷ ଲାଗି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ସୁରକ୍ଷା ପାଇଁ...

ଏନ୍‌ସି କଲେଜକୁ ୨୦.୮୮ କୋଟି ମଞ୍ଜୁର

ଯାଜପୁର ଅଫିସ,୨୧ା୨:ଯାଜପୁର ଟାଉନ୍‌ସ୍ଥିତ ନରସିଂହ ଚୌଧୁରୀ(ଏନ୍‌ସି) ସ୍ବୟଂଶାସିତ କଲେଜର ନବୀକରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର ୨୦କୋଟି ୮୮ ଲକ୍ଷ ୪୨ ହଜାର ଟଙ୍କା...

ଶିମିଳିପାଳରୁ ୨ ଶିକାରୀ ଗିରଫ

ଠାକୁରମୁଣ୍ଡା,୧୨ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ଫରେଷ୍ଟ ବିଟ ଅଞ୍ଚଳରେ ଶନିବାର ରାତିରେ ବନବିଭାଗ ଓ ପୋଲିସ ମିଳିତ ଚଢ଼ାଉ କରି ଶିକାର...

ଆକ୍ରୋଶମୂଳକ ଗିରଫଦାରି ବିରୋଧରେ ଥାନା ସମ୍ମୁଖରେ ଭାଜପାର ପ୍ରତିବାଦ

ବିଞ୍ଝାରପୁର,୪।୧୨(ଡି.ଏନ୍‌.ଏ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ପଞ୍ଚାୟତରେ ଗତ ସାଧାରଣ ନିର୍ବାଚନ ପରଠାରୁ ରାଜନୈତିକ ଛକାପଞ୍ଝା ଲାଗି ରହିଆସୁଥିଲା। ସୋମବାର ସାରେ ଏହା ଉଗ୍ରରୂପ...

ପାହାଡ଼ ଖୋଳି ଜମିକୁ ପାଣି ଆଣିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ, ୨୯ା୭: ପାଣି ଅଭାବରୁ ଯେଉଁ ଜମି ପଡ଼ିଆ ପଡ଼ୁଥିଲା ତାହା ଏବେ ଫସଲରେ ଭରିଯିବ ବୋଲି ଆଶା ସଞ୍ଚାର ହୋଇଛି। ଜଣେ ଯୁବ...

Advertisement
Archives

Model This Week