Posted inଜାତୀୟ

ଭାଜପା କହୁଛି ମୋ ପାଖରେ ଇଡି ଅଛି, ଆଇଟି ଅଛି: କେଜରିୱାଲ

ନୂଆଦିଲ୍ଲୀ,୫ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ  ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ ଓ ଏମସିଡି ନିର୍ବାଚନକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି । ମଙ୍ଗଳବାର କେଜରିୱାଲ ବିଧାନସଭାରେ କହିଛନ୍ତି ଏମାନେ ଫଣ୍ଡର କାନ୍ଦ କାନ୍ଦୁଛନ୍ତି । ଆମର ସମସ୍ତ ଫଣ୍ଡ ନେଇଗଲେ । ହେଲେ ଏବେ କେନ୍ଦ୍ରର ଅଧିନକୁ ଆସିଗଲା ଏମସିଡି, ଏବେ ସେଠାରେ ଲୋ ଫଣ୍ଡ, ସେଣ୍ଟରଠାରୁ ନେଇଆସ ଭଳି ଫଣ୍ଡ, ଏବେବି ଏମାନେ କର୍ମଚାରୀଙ୍କୁ ତାଙ୍କର ସମ୍ପୂର୍ଣ୍ଣ ଦରମା ଦେଉ ନାହାନ୍ତି ।
କେଜରିୱାଲ କହିଛନ୍ତି, ଅମିତାଭ ବଚ୍ଚନଙ୍କର ଗୋଟିଏ ଫିଲ୍ମ ଆସିଥିଲା ଦିୱାର । ସେଥିରେ ଅମିତାଭ କହୁଥିଲେ , ମୋ ପାଖରେ ଧନ ଅଛି, ଦୌଲତ ଅଛି, ବଙ୍ଗଲା ଅଛି.. ଆଉ ଏତିକି ବେଳେ ଶଶି କପୁର କହୁଥିଲେ ମୋ ପାଖରେ ମା’ ଅଛି । ସେମିତି ଆଜି ଭାଜପା କହୁଛି ମୋ ପାଖରେ ଇଡି ଅଛି, ଇନକମ ଟାକ୍ସ, ସିବିଆଇ ଅଛି । ହେଲେ ଦିଲ୍ଲୀର ଜନତା କହୁଛନ୍ତି ଆମ ପାଖରେ ଆମ ପୁଅ କେଜରିୱାଲ ଅଛି ।
ସତ୍ୟେନ୍ଦ୍ର ଜୈନଙ୍କ ଗିରଫକୁ ନେଇ କେଜରିୱାଲ କହିଛନ୍ତି, ଦେଶରେ ଗୋଟିଏ କଳା ଦିନ ଥିଲା । ଯେତେବେଳେ ଜୈନ ଗିରଫ ହୋଇଥିଲେ । ହେଲେ ଏବେବି ଲୋକେ ତାଙ୍କ ଉପରେ ବିଶ୍ୱାସ କରୁଛନ୍ତି । କହୁଛନ୍ତି ସେ ସଚ୍ଚୋଟ ।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ମେଟ୍ରୋ….

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ବୁଧବାର କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ରାହୁଲଙ୍କ ହାତ ଧରିବ ଟିଏମସି, ମମତା ହେବେ ଉପାଧ୍ୟକ୍ଷ, ଡିଲ୍‌ ଫାଇନାଲ!

କୋଲକାତା,୧୦।୬: କଂଗ୍ରେସରେ ଟିଏମସି (TMC) ର ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ସୂଚନା ଅନୁସାରେ, ସୋନିଆ ଗାନ୍ଧୀଙ୍କ ପକ୍ଷରୁ ମିଳିଥିବା ପ୍ରସ୍ତାବ ଉପରେ ମମତା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ଦେଖି ଏମିତି କହିଦେଲେ ମେଲୋନି: ସରା ବିଶ୍ୱରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦୀର୍ଘ ଦିନ ଧରି ନିରନ୍ତର କାର୍ଯ୍ୟକାଳ ପାଇଁ ଏକ ରେକର୍ଡ ସ୍ଥାପନ କରିଛନ୍ତି। ବୁଧବାର କେନ୍ଦ୍ର ସରକାରଙ୍କ ମୁଖ୍ୟ ଭାବରେ…

ମୋଦିଙ୍କୁ ନେଇ ଏମିତି ଲେଖିଲେ ରାଘବ ଚଢା, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିଛନ୍ତି। ଏହା ସହିତ, ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ…

ମମତାଙ୍କୁ ଧୋକା ଦେଲେ ସାୟନି ଘୋଷ! ଟିଏମସି ଛାଡିବେ ଚର୍ଚ୍ଚିତ ନେତ୍ରୀ

କୋଲକାତା, ୧୦।୬: ବଙ୍ଗଳାରେ କ୍ଷମତା ପରିବର୍ତ୍ତନ ପରେ, ଟିଏମସି ତାସର ଘର ପରି ଭାଙ୍ଗି ପଡୁଥିବା ପରି ମନେ ହେଉଛି। ସୂତ୍ର ଅନୁଯାୟୀ, ଏପରି ରିପୋର୍ଟ ଅଛି…

ମୋଦିଙ୍କୁ ପ୍ରଶଂସାରେ ପୋତିଲା ପାକିସ୍ତାନର ବନ୍ଧୁ ଦେଶ: ଦିନେ କହୁଥିଲେ ‘ଇଣ୍ଡିଆ ଆଉଟ’ ଏବେ କହୁଛନ୍ତି…

ନୂଆଦିଲ୍ଲୀ,୧୦।୬: ନରେନ୍ଦ୍ର ମୋଦି ସ୍ବାଧୀନ ଭାରତର ଇତିହାସରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ଦୀର୍ଘ ଦିନ ଧରି ରହିବାର ରେକର୍ଡ ସ୍ଥାପନ କରିଥିଲେ। ଏହି ଐତିହାସିକ ସଫଳତା…

ମୋହନ ସରକାରଙ୍କ ବଡ଼ ଘୋଷଣା, ସରକାରୀ କର୍ମଚାରୀଙ୍କ ୨ଟି ପିଲା ଥିଲେ…

ଭୋପାଳ,୧୦।୬: ସରକାରୀ କର୍ମଚାରୀ ଏବଂ ଚାକିରି ଆଶାୟୀମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି: ସେମାନେ ଆଉ “ଦୁଇ ସନ୍ତାନ” ନିୟମର ଅଧୀନରେ ରହିବେ ନାହିଁ। ମଧ୍ୟପ୍ରଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri