ଭବିଷ୍ୟନିଧି ପାଣ୍ଠିରୁ ଉଠାଇଲେ ୩ ହଜାର କୋଟି

ନୂଆଦିଲ୍ଲୀ,୨୯।୪: ବର୍ତ୍ତମାନ ଲକ୍‌ଡାଉନ ଲାଗି ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। ଲୋକଙ୍କର ଆର୍ଥତ୍କ ସ୍ଥିତିକୁ କରୋନା ଖରାପ କରିଥିବା ନଜରକୁ ଆସିଛି। ଲକ୍‌ଡାଉନର ବର୍ତ୍ତମାନ ସମୟ ଯାଏ ଲୋକମାନେ ସେମାନଙ୍କ ଭବିଷ୍ୟନଧି ପାଣ୍ଠି ଖାତାରୁ ଟଙ୍କା ଉଠାଉଥିବା ଦେଖାଯାଉଛି। ଏଭଳି ଭାବେ ପ୍ରାୟ ୮.୨ ଲକ୍ଷ କର୍ମଚାରୀ ୩,୨୪୩.୧୭ କୋଟି ଟଙ୍କା ଉଠାଣ କରିଛନ୍ତି। ଅସୁବିଧାରେ ଥିବା ଲୋକଙ୍କୁ ଉଠାଣ ସୁବିଧା ଦେବା ଲାଗି ଇପିଏଫ୍‌ଓ ପକ୍ଷରୁ ମାର୍ଚ୍ଚ ୨୮ରେ କେତେକ ନିୟମ କୋହଳ କରାଯାଇଥିଲା। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ସମୟରେ ୧୨.୯୧ ଲକ୍ଷ କ୍ଲେମ୍‌କୁ ସମାଧାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ବିସିସିର ପୂର୍ବତନ ଅଧିକାରୀଙ୍କ ଘରେ ଆୟକର ଚଢ଼ାଉ

ନୂଆଦିଲ୍ଲୀ,୧୦।୭: ଜାତୀୟ ବିଲ୍ଡିଂ ନିର୍ମାଣ କର୍ପୋରେଶନ (ଏନ୍‌ବିସିସି)ର ପୂର୍ବତନ ସିଜିଏମ୍‌ ଡି.କେ.ମିତ୍ତଲଙ୍କ ଘରେ ଶନିବାର ଆୟକର ବିଭାଗ ଚଢ଼ାଉ କରିଛି। ଏପରିକି ଚଢ଼ାଉ ସମୟରେ ତାଙ୍କ...

ଜିଏସ୍‌ଟି ପଞ୍ଜୀକରଣ ହରାଇଲେ ୧.୬ ଲକ୍ଷ ସଂସ୍ଥା

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବ୍ୟବସ୍ଥାରେ ୧.୬ ଲକ୍ଷ ସଂସ୍ଥା ପଞ୍ଜୀକରଣ ହରାଇଛନ୍ତି। ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ସଂସ୍ଥାଗୁଡିକ ରିଟର୍ନ...

ଫେବୃୟାରୀରେ ଜିଏସ୍‌ଟି ସଂଗ୍ରହ ୧.୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨।୩: ଭାରତର ଅର୍ଥନୀତିକୁ ସୁଦୃଢ଼ କରୁଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହର ସବିଶେଷ ସୂଚନା ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି...

ଆଦାନୀର ଓପିଜିସି ଅଂଶଧନ ଅଧିଗ୍ରହଣକୁ ମଞ୍ଜୁରୀ

ଭୁବନେଶ୍ୱର,୩୧।୭-ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ ଲିମିଟେଡ୍‌ (ଓପିଜିସି)ର ୪୯% ଇକ୍ୱିଟି ଶେୟାର ଅଧିଗ୍ରହଣକୁ କମ୍ପିଟିସନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ)ଗୁରୁବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦାନୀ ପାଓ୍ବାର...

ଫେସ୍‌ବୁକ୍‌, ଗୁଗଲରେ ବିଜ୍ଞାପନ;ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି ୫୩ କୋଟି

ନୂଆଦିଲ୍ଲୀ,୨୦-୫: ଦେଶର ରାଜନୈତିକ ଦଳଗୁଡ଼ିକ ଚଳିତ ବର୍ଷ ଫେବୃୟାରୀରୁ ଅଦ୍ୟାବଧି ଫେସ୍‌ବୁକ୍‌ ଓ ଗୁଗଲ ଆଦି ସୋସିଆଲ ମିଡିଆରେ ନିଜର ପ୍ରଚାର ପାଇଁ ୫୩ କୋଟିରୁ...

ଅର୍ଜୁନ ତେନ୍ଦୁଲକରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ମୁମ୍ବାଇ, ୧୫ା୫ (ପି.ଟି.)-ମୁମ୍ବାଇ ଟି୨୦ ଲିଗ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ମ୍ୟାଚରେ ଅର୍ଜୁନ ତେନ୍ଦୁଲକର ଅଲ୍‌ରାଉଣ୍ଡ ପ୍ରଦର୍ଶନ କରିଥିବାବେଳେ ତାଙ୍କ ଦଳ  ଆକାଶ ଟାଇଗର୍ସ ମୁମ୍ବାଇ...

୫୯ ମିନିଟରେ ମିଳିବ ରିଟେଲ ଋଣ

ନୂଆଦିଲ୍ଲୀ,୭-୮: ଦେଶର ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ଚାହିଦା ବୃଦ୍ଧି କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ସରକାର ମାତ୍ର ୫୯ ମିନିଟରେ ରିଟେଲ ଋଣ...

ଏମ୍‌ଏସ୍‌ଏମ୍‌ଇଗୁଡିକୁ ମିଳିଲା ୮,୩୨୦କୋଟିର ଋଣ

ନୂଆଦିଲ୍ଲୀ,୮।୬: କରୋନା ଜନିତ ଲକ୍‌ଡାଉନ ଲାଗି ଦେଶର ଅଣୁ, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ଶିଳ୍ପଗୁଡିକୁ ୩ ଲକ୍ଷ କୋଟି...

Advertisement
Archives

Model This Week