ବ୍ରିଟେନ୍‌ରେ ସୋନୁଙ୍କୁ ଆଇକନ୍‌ ଆଓ୍ବାର୍ଡ

ଲଣ୍ଡନ, ୨୧ା୯(ପି.ଟି.): ବଲିଉଡ୍‌ ଗାୟକ ସୋନୁ ନିଗମ୍‌ଙ୍କୁ ବ୍ରିଟେନରେ ଏକବିଂଶ ଶତାଦ୍ଦୀର ଆଇକନ୍‌ ଆଓ୍ବାର୍ଡ ମିଳିଛି। ପ୍ରବାସୀ ଭାରତୀୟ ତରୁନ୍‌ ଗୁଲାଟି ଓ ପ୍ରୀତି ରାଣାଙ୍କ ଦ୍ୱାରା ଗତ ସପ୍ତାହରେ ଆୟୋଜିତ ଗାଲା ଆଓ୍ବାର୍ଡ ସେରିମନିରେ ତାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ସେଥିରେ ସୋନୁଙ୍କୁ ୨୨ ଦେଶର ସମର୍ଥନ ମିଳିଥିଲା । ୭୦୦ ନାମାଙ୍କନ ମଧ୍ୟରୁ ଚୂଡାନ୍ତ ତାଲିକାରେ ୪୪ ଜଣଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଇଣ୍ଡିଆ ଟୁଡେ ଗ୍ରୁପର ଉପାଧ୍ୟକ୍ଷ କାଲି ପୁରୀଙ୍କୁ ମିଡିଆ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ ଆଓ୍ବାର୍ଡ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ରକେଟ ପରୀକ୍ଷଣ କଲା ଇରାନ…

ତେହେରାନ, ୨୭।୬ : ଇରାନର ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଇରାନ ଏକ ଶକ୍ତିଶାଳୀ ରକେଟ ଉତକ୍ଷେପଣ କରିଛି। ଇରାନ ରାଜ୍ୟ ଟେଲିଭିଜନ ରିପୋର୍ଟ ମୁତାବକ,...

ପ୍ରବଳ ବର୍ଷା ଯୋଗୁ ବିଗିଡିଲା ଦେଶର ଅବସ୍ଥା, ହଜାରେ ଲୋକ ପ୍ରଭାବିତ, ଅନେକଙ୍କର ଯାଇଛି ଜୀବନ

ସିଓଲ,୧୫।୭: ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେ ଅନେକ ଲୋକ ପ୍ରାଣ ହରାଇବା ସହ...

‘ଶତ୍ରୁଙ୍କ ସହ ମୁକାବିଲା ପାଇଁ ଶକ୍ତିଶାଳୀ ଅସ୍ତ୍ର ପ୍ରସ୍ତୁତ କରୁଛୁ’

ମସ୍କୋ,୧୧ା୧୨: ରୁଷିଆର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଡିଭେଡଭ ରବିବାର କହିଛନ୍ତି, ୟୁରୋପ, ଆମେରିକା ଏବଂ ଅଷ୍ଟ୍ରେଲିଆ ପରି ଶତ୍ରୁମାନଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ ଦେଶ...

ପରମାଣୁରେ ପ୍ରତିଶୋଧ ଆଶଙ୍କା

ଓ୍ବାଶିଂଟନ୍‌, ୧୦ା୧: ସତ୍ତା ଲୋଭରେ ସୀମା ଟପିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟିର ଖଳନାୟକ ଆଖ୍ୟା ପାଇସାରିବା ପରେ ବି ବଦଳୁନି...

ଟୁଇଟର୍‌ରେ ରହିଛନ୍ତି ଓବାମାଙ୍କର ସର୍ବାଧିକ ଫଲୋୟର୍ସ

ଓ୍ବାଶିଂଟନ,୨୯।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଟୁଇଟର୍‌ରେ ସର୍ବାଧିକ ଫଲୋୟର୍ସ ରହିଥିବା ଜଣାପଡିଛି। ଓବାମାଙ୍କର ରହିଛନ୍ତି ପ୍ରାୟ ୧୧୧ ମିଲିୟନ୍‌...

ଉହାନରେ ପୁଣିଥରେ କାମ ଆରମ୍ଭ କରିବାକୁ ଅନୁମତି ଦେଲେ ସରକାର

ବେଜିଂ,୧୧।୩: କରୋନା ଭାଇରସ ଯୋଗୁ ଚାଇନାର ଉହାନ ସହର ବିଶେଷ ପ୍ରଭାବିତ ହୋଇଥିବା ବେଳେ ଏହାକୁ ଏକ ପ୍ରକାର ବନ୍ଦ କରି ଦିଆଯାଇଥିଲା। ଏବେ କରୋନା...

ଗୁଜବ ବନ୍ଦହେଲେ କରୋନା ହାରିବ

ଜାତିସଂଘ,୧୫ା୬: କରୋନା ସାରା ବିଶ୍ୱକୁ କବଳିତ କରିଥିବାବେଳେ ଏହି ଘାତକ ଭୂତାଣୁ ସମ୍ପର୍କିତ ଗୁଜବ ସ୍ଥିତିକୁ ଆହୁରି ସଙ୍ଗିନ କରିବାରେ ଲାଗିଛି। ଏହାର ମୁକାବିଲା କରି...

ଲଗାତାର ଦ୍ୱିତୀୟ ଦିନ ଗୁଳିକାଣ୍ଡରେ ଥରିଲା ଆମେରିକା, ଇଣ୍ଡିଆନାରେ ୩ ମୃତ, ୨୪ ଘଣ୍ଟାରେ ତୃତୀୟ ଗୁଳିକାଣ୍ଡ

ୱାଶିଂଟନ,୬ ।୭: ଆମେରିକାରେ ଲାଗାତାର ଭାବେ ଦ୍ୱିତୀୟ ଦିନରେ ପୁଣି ଏକ ଗୁଳିକାଣ୍ଡ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଗୁଳିକାଣ୍ଡ ପରେ ଲୋକଙ୍କ ମନରେ...

Advertisement
Archives

Model This Week