ବୁଲାଗୋରୁଙ୍କୁ ଖାଦ୍ୟ ପ୍ରଦାନ

ସୋରଡା,୯ା୪(ଡି.ଏନ୍‌.ଏ.)- ସ୍ଥାନୀୟ ଋଷିକୁଲ୍ୟା କ୍ରିକେଟ କ୍ଲବ ତରଫରୁ ସହରର ଗଣିଛକ, ବଡଦାଣ୍ଡ, କାଳୀଳିମନ୍ଦିର ଅଞ୍ଚଳରେ ବୁଲା ଗୋରୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ସମ୍ପାଦକ ରଜନୀ ମହାପାତ୍ର, ସଭ୍ୟ ଟିକିନା ମହାରଣା, ସରୋଜ ମହାରଣା, ପିଙ୍କୁ ମହାରଣା, ଶିବ ମହାରଣା ପ୍ରମୁଖ ଏହି କାର୍ଯ୍ୟ କରୁଛନ୍ତି। ଲକ୍‌ଡାଉନ ସରିବା ପର୍ଯ୍ୟନ୍ତ ଏପରି ଚାଲିବ ବୋଲି ସମ୍ପାଦକ ମହାପାତ୍ର କହିଛନ୍ତି। ଅନ୍ୟ ଏକ ସଂସ୍ଥା ସ୍ମାଇଲ୍‌ କ୍ଲବ ସଦସ୍ୟ ଜଗା ପାଟ୍ଟଯୋଶୀ ଙ୍କ ସହଯୋଗରେ କର୍ତ୍ତବ୍ୟରତ ପୋଲିସମାନଙ୍କୁ ଛତା ବଣ୍ଟନ କରାଯାଇଛି। ଏନ୍‌ଏସି ତରଫରୁ ମଧ୍ୟ ରାଶନ ବଣ୍ଟନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଟିଆ କନ୍ଧଙ୍କ ବିକାଶ ନାଁରେ ହରିଲୁଟ

ଫୁଲବାଣୀ ଅଫିସ, ୨୩।୧୧: କନ୍ଧମାଳ ଜିଲାରେ ଆଦିମ ଜନଜାତି (ପିଭିଟିଜି) କୁଟିଆ କନ୍ଧଙ୍କ ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର...

ଶ୍ରୀମନ୍ଦିର ପ୍ରବେଶ ପାଇଁ ଆସିବ ନୂଆ ଗାଇଡ୍‌ଲାଇନ

ପୁରୀ ଅଫିସ,୨୭।୧୦: ପୁରୀ ବାସୀଙ୍କ ପାଇଁ ଜଗା ଦର୍ଶନକୁ ନେଇ ବୁଧବାର ନୂଆ ଗାଇଡ୍‌ଲାଇନ୍‌ ଆସିବ। ମଧ୍ୟ୍ୟାହ୍ନ ୧୨ଟାରେ ଭର୍ଚୁଆଲ ଯୋଗେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ...

ପୋତି ହୋଇପଡ଼ୁଛି ଡେଳିଙ୍ଗିବନ୍ଧ

ବାରିପଦା ଅଫିସ,୮ା୨- ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଶିଳଘାଟୀ ପଞ୍ଚାୟତରେ ଥିବା ଡେଳିଙ୍ଗି ବନ୍ଧ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ସ୍ବାଧୀନତା ପୂର୍ବରୁ ରାଜାରାଜୁଡ଼ା ଅମଳରେ...

ରାସ୍ତାରେ ଖାଲ,ବିପଦକୁ ଆମନ୍ତ୍ରଣ

ଖଡ଼ିଆଳ,୧୬ା୫(ଡି.ଏନ୍‌.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ଲାଲସାହେବ ପଡ଼ା ୱାର୍ଡ ନଂ ୭ ରାସ୍ତା ଖାଲଖମାରେ ଭର୍ତ୍ତି। ଏହି ରାସ୍ତା ନିର୍ମାଣ ପାଇଁ ବିଗତ ଏକ ବର୍ଷ...

ଇକୋ ରିଟ୍ରିଟ୍‌ରେ ନିଆଁ

ନରସିଂହପୁର (ସ୍ବ.ପ୍ର.)/ଭୁବନେଶ୍ୱର,୧।୩(ବ୍ୟୁରୋ): କଟକ ଜିଲା ନରସିଂହପୁର ବ୍ଲକ ବାଲିପୁଟସ୍ଥିତ ସାତକୋଶିଆ ଇକୋ ରିଟ୍ରିଟ୍‌ରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ୩ ବିଳାସପୂର୍ଣ୍ଣ ଟେଣ୍ଟ ଜଳିଯାଇଛି।...

୩୬୫ ପରିବାରକୁ ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ସମ୍ବଲପୁର, ୬।୪ (ବ୍ୟୁରୋ)- ବିଶ୍ୱବ୍ୟାପି କରୋନା ଭୂତାଣୁର ବିଭିଷିକାରେ ଭାରତ ମଧ୍ୟ କବଳିତ ହୋଇଛି । ଏହାର ମୁକାବିଲା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ...

କାଳିଜାଈ ମନ୍ଦିର ବନ୍ଦ, ପର୍ଯ୍ୟଟକ ନିରାଶ

ବାଲୁଗାଁ/କୃଷ୍ଣପ୍ରସାଦ, ୨୬ା୧୨(ଡି.ଏନ୍‌.ଏ.): ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇବା ପରେ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥାଏ। ଫଳରେ ଚିଲିକା ଚଳଚଞ୍ଚଳ ହୋଇପଡ଼ିଥାଏ। ଡିସେମ୍ବରରୁ...

ବେଆଇନ ଖନନ ରାଜସ୍ବ ଚୋରି: ଏନ୍‌ଜିଟି

ଯାଜପୁର ଅଫିସ,୧୨।୧: ଯାଜପୁର ଜିଲା ବ୍ୟାସନଗର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର ମସୁଦପୁର ମୌଜାରେ ଚାଲିଥିବା ବେଆଇନ ବାଲି ଖାଦାନ ମାମଲା ଉପରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ...

Advertisement
Archives

Model This Week