ବିହାରରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ପାଟନା,୨୯।୩: କରୋନା ଭାଇରସ କବଳରେ ସାରା ଦେଶ। ଆସାମକୁ ବାଦ୍‌ ଦେଲେ ପ୍ରାୟ ସବୁ ରାଜ୍ୟରେ କରୋନା ପଜିଟିଭ ରୋଗୀ ଚିହ୍ନଟ କରାଯାଇଥିବା ବେଳେ ଏବେ ବିହାରରେ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର ସୁଦ୍ଧା ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ପାଟନାରୁ ୫, ମୁଙ୍ଗେର ୩ ଓ ନାଳନ୍ଦା, ସିଓ୍ବାନ ଓ ଲକ୍ଷିସରାଇରୁ ଜଣେ ଲେଖାଁଏ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ପାର କରି ସାରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ୨୦ ଅତିକ୍ରମ କଲାଣି। ଅନ୍ୟପଟେ ଲୋକେ ଲକ୍‌ଡାଉନ୍‌ ଯୋଗୁ ଅନେକାଂଶରେ କରୋନାକୁ ଦୂରେଇ ଦେଇ ପାରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୨୫,୯୫୮ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଜବତ ୫୦ ଲକ୍ଷ ଟଙ୍କାର ମଦ ଧରି ଫେରାର୍‌ ହୋଇଗଲେ ଅଭିଯୁକ୍ତ

ପୁନେ, ୩।୧୦: ମହାରାଷ୍ଟ୍ରରେ ଅବକାରୀ ପୋଲିସ ଦ୍ୱାରା ଜବତ ୫୦ ଲକ୍ଷ ଟଙ୍କାର ବେଆଇନ ମଦ ଭର୍ତ୍ତି ଏକ କଣ୍ଟେନରକୁ ନେଇ ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଛନ୍ତି।...

ଲକ୍‌ଡାଉନ୍‌ରେ ସ୍ତ୍ରୀଙ୍କ ପାଇଁ ଔଷଧ ଆଣିବାକୁ ଘୋଡ଼ାରେ ଗଲେ ବୃଦ୍ଧ

ସୋଲାପୁର,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି...

୧୨ ଶହ ଟଙ୍କା ଖର୍ଚ୍ଚ କରି ବାପାଙ୍କୁ ମାତ୍ର ୨ ମିନିଟ୍‌ ଦେଖିପାରୁଛନ୍ତି ଝିଅ: କହିଲେ, ଭଗବାନ କାହାକୁ ଏପରି ନ କରନ୍ତୁ

ଗୋରଖପୁର,୧୮।୪: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି କାରଣରୁ, ଏଠାରେ ମୃତକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ...

ଦେଶର ସବୁଠୁ ଛୋଟ ଓକିଲ!

ଜଳନ୍ଧର,୮।୪: କଥାରେ ଅଛି ଯଦି ଦୃଢ ମନୋବଳ ଅଛି, ତେବେ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଏହି କଥା ସଦ୍ୟ ଉଦାହରଣ ହେଉଛନ୍ତି ହରଓ୍ବିନ୍ଦର...

ପିଆଜର ଉପକାରୀ ଗୁଣ

ଆୟୁର୍ବେଦ ଅନୁଯାୟୀ ପିଆଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ୍‌ ସହାୟକ ହୋଇଥାଏ। ଏଥିରେ ରହିଛି ସଲଫର, ଏମିନୋ ଏସିଡ ଓ ଭିଟାମିନ୍ସ।...

ରାଜ୍ୟ ସଭାରେ ସଙ୍କଟରେ କଂଗ୍ରେସ, ୧୭ ରାଜ୍ୟରୁ କେହି ନାହାନ୍ତି ପ୍ରତିନିଧି…

ନୂଆଦିଲ୍ଲୀ, ୪।୪ : ବିଧାନସଭା ନିର୍ବାଚନରେ ପରାଜୟ ପରେ ଏବେ ରାଜ୍ୟ ସଭାରେ କଂଗ୍ରେସ ପାଇଁ ଏକ ସଙ୍କଟ ପରିସ୍ଥିତି ଉପୁଜିଛି। ଆସନ୍ତା ରାଜ୍ୟ ସଭା...

ଆତଙ୍କବାଦୀ ଆକ୍ରମଣର ଧମକ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଶିମଲା,୨୩ ।୧୧: ହିମାଚଳ ପ୍ରଦେଶ ଶିମଲା ରେଲୱେ ଷ୍ଟେଶନର ଅଥରିଟି କାଲକା-ଶିମଲା ରେଲୱେରେ ସୁରକ୍ଷା କଡାକଡି କରିଛନ୍ତି । ଚଳିତ ମାସ ଆରମ୍ଭରେ କିଛି ଆତଙ୍କବାଦୀ...

Advertisement
Archives

Model This Week