
ବିଶ୍ୱ ଓଜୋନ ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିଠାରେ ଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତି।
ବିଶ୍ୱ ଓଜୋନ ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିଠାରେ ଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତି।
ଗଣେଷ ଘାଟସ୍ଥିତ ପ୍ରୋଜେକ୍ଟ ସ୍ବରାଜ ପରିସରରେ କଟକ ମହାନଗର ନିଗମର ପୂର୍ବତନ ନଗରପାଳ ତ୍ରିଲୋଚନ କାନୁନ୍ଗୋ ‘ଓ୍ବାଟର୍ ଏଟିଏମ୍’କୁ ଉଦ୍ଘାଟନ କରୁଛନ୍ତି।
୩ ଦଫା ଦାବିରେ ଜୋମାଟୋ ରାଇଡର୍ସ ୟୁନିୟନ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଧାରଣା।
ରାଜଧାନୀରେ ପ୍ରବଳ ଖରା: ଭୁବନେଶ୍ୱର ଭିଏସଏସ ନଗର ରାସ୍ତାରେ ଶୋଷ ମେଣ୍ଟାଇବାକୁ ଜଣେ ବ୍ୟକ୍ତି ଟ୍ୟାପରୁ ପାଣି ପିଉଛନ୍ତି ଭୁବନେଶ୍ୱର ଲୋକସେବା ଭବନରେ ନବନିଯୁକ୍ତ...
କଟକ ନରାଜ ଆନିକଟରେ ଜାଲ ପକାଇ ମାଛ ଧରା ଚାଲିଛି ଭୁବନେଶ୍ୱର ସିଏସଆର-ଆଇଏମଏମଟି ପରିସରରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଉପଲକ୍ଷେ ଆୟୋଜିତ ବିଜ୍ଞାନ ମେଳା...
ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ।
ଦିନ ସାରା ଝିପି ଝିପି ବର୍ଷାରେ ଭିଜିଲା ଭୁବନେଶ୍ୱରରେ ଭୁବନେଶ୍ୱରରେ କର୍ପୋରେଟ ପ୍ରିମିୟର ଲିଗର ଜର୍ସି ଉନ୍ମୋଚନ ଭୁବନେଶ୍ୱର କିଟ କ୍ୟାମ୍ପସ ସ୍ଥିତ...
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।
୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାପରେ ଭାଜପା ପକ୍ଷରୁ ତାଙ୍କୁ ଫୁଲମାଳ ଦେଇ ସ୍ବାଗତ କରାଯାଉଛି।