ବିରୋଧ ପ୍ରଦର୍ଶନ ସ୍ଥଳରେ ପ୍ଲାକର୍ଡ ଧରି କଲେ ବିବାହ

ଚେନ୍ନାଇ,୧୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାକରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଆଜିବି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ତାମିଲନାଡୁର ଓଲ୍ଡ ଓ୍ବାଶରମ୍ୟାନପେଟ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯାଉଛି। ସୋମବାର ଏହି ପ୍ରଦର୍ଶନ ସ୍ଥଳରେ ଶେହେନଶାହା ଓ ସୋମାନିଆ ନାମକ ଦମ୍ପତିଙ୍କର ବିବାହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସୂଚନାଯୋଗ୍ୟ, ପୂର୍ବରୁ ଏମାନଙ୍କ ନିର୍ବନ୍ଧ ସରିଯାଇଥିବା ବେଳେ ବିବାହ ତାରିଖ ମଧ୍ୟ ସ୍ଥିର ହୋଇସାରିଥିଲା। ହେଲେ ଓଲ୍ଡ ଓ୍ବାଶରମ୍ୟାନପେଟ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯିବାରୁ ଏମାନେ ଉକ୍ତ ଅଞ୍ଚଳର ବାସିନ୍ଦା ହୋଇଥିବାରୁ ବିବାହରେ ବାଧା ସୃଷ୍ଟି ହେବା ଆଶଙ୍କା କରି ଏମାନେ ବିରୋଧ ପ୍ରଦର୍ଶନ ସ୍ଥଳରେ ହିଁ ବିବାହ କରିବାକୁ ସ୍ଥିର କରିଥିଲେ। ଏହାପରେ ଉଭୟ ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରୁଥିବା ପୋଷ୍ଟର ଧରି ବିବାହ କରିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦ୍‌ଘାତରେ ଏହି ଅଭିନେତ୍ରୀଙ୍କ ବାପାଙ୍କ ପରଲୋକ

ମୁମ୍ବାଇ,୧୬।୫: ଫିଲ୍ମ ଜଗତରୁ ଏକ ଦୁଃଖଦ ଖବର ଆସିଛି। ବଲିଉଡ୍‌ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ବାପା ତଥା ବିଶିଷ୍ଟ ଅଭିନେତା କେ.ଡି ଚନ୍ଦ୍ରନଙ୍କ ପରଲୋକ ଘଟିଛି।...

ଦେଶର ପ୍ରଥମ ମହିଳା ବିଧାୟକ ଡା.ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କୁ ମନେପକାଇଲା ଗୁଗୁଲଡୁଡୁଲ

ନୂଆଦିଲ୍ଲୀ, ୩୦।୭: ଭାରତର ପ୍ରଥମ ମହିଳା ବିଧାୟକ ଡା. ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ଆଜି ୧୩୩ତମ ଜନ୍ମଦିବସ। ଏହି ଅବସରରେ ଗୁଗୁଲ ଡୁଡୁଲ ପ୍ରସ୍ତୁତ କରି ତାଙ୍କୁ...

ଏମ୍ସ ସର୍ଭର ହ୍ୟାକରେ ଚାଇନା ହାତ, ଇଣ୍ଟରପୋଲର ସହାୟତା ନେବ ଦିଲ୍ଲୀ ପୋଲିସ…

ନୂଆଦିଲ୍ଲୀ,୧୮।୧୨ : ଦିଲ୍ଲୀର ଏମ୍ଦ ହସ୍ପିଟାଲରେ ସାଇବର ଆକ୍ରମଣରେ ଚାଇନାର ହାତ ଥିବା ଜଣାପଡ଼ିବା ପରେ ଏବେ ଦିଲ୍ଲୀ ପୋଲିସ ସିବିଆଇକୁ ଚିଠି ଲେଖିଛି। ଇଣ୍ଟରପୋଲ...

ଏପିଜେ ଅବଦୁଲ କଲାମ ସାଟେଲାଇଟ ଲଞ୍ଚ ଭେହିକିଲ ମିଶନ-୨୦୨୩ ଶୁଭାରମ୍ଭ…

ଚେନ୍ନାଇ,୧୯।୨ : ମାର୍ଟିନ ଫାଉଣ୍ଡେଶନ ଡ.ଏପିଜେ ଅବଦୁଲ କଲାମ ସାଟେଲାଇଟ ଲଞ୍ଚ ଭେହିକିଲ ମିଶନ-୨୦୨୩ ଡ. ଏପିଜେ ଅବଦୁଲ କଲାମ ଇଣ୍ଟରନ୍ୟାଶନାଲ ଫାଉଣ୍ଡେଶନ ଏବଂ ସ୍ପେସ...

କର୍ମୀଙ୍କ ପାଇଁ ଫିଲ୍ମ ହଲ୍‌ ବୁକ୍‌ କରାଇଲେ ଅଖିଲେଶ

ଲକ୍ଷ୍ନୌ,୧୦।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛଫାକ୍‌’ ଶୁକ୍ରବାର ବଡ଼ ପରାଦାରେ ରିଲିଜ୍‌ ହୋଇଛି। ଜେଏନ୍‌ୟୁ ଛାତ୍ରଙ୍କୁ ଦୀପିକା...

ଶେଷନାଗ ସହ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଭିନ୍ନ ଦେଶର ବରଫ କଳାକୃତି

ଓ୍ବାଶିଂଟନ,୨୫।୧: ଆମେରିକାର କଲରାଡୋରେ ଏବେ ଏକ ଭିନ୍ନ ଧରଣର ତଥା ପ୍ରାଚୀନ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗୀତା ହେଉଛି ବରଫ ଉପରେ...

କଥାବାର୍ତ୍ତା ବେଳେ ଜଳକଣା ଦ୍ୱାରା ବ୍ୟାପିଥାଏ କରୋନା

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାର ଚିକିତ୍ସା ପାଇଁ ଦିନରାତି ଚାଲିଛି ଗବେଷଣା। ଏପରି କି ଏହାର...

ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି ତାରିଖ

ନୂଆଦିଲ୍ଲୀ ୧୮।୦୪: ମହାନଦୀ ଜଳ ବିବାଦ ଶୁଣାଣି ତାରିଖ ଘୁଞ୍ଚିଛି । ପୂର୍ବରୁ ଏପ୍ରିଲ ୩୦ରେ ହେବାକୁ ଥିବା ଶୁଣାଣି ନିଷ୍ପତ୍ତିକୁ ଘୁଞ୍ଚାଇ ଦିଆଯାଇଛି। ମେ...

Advertisement
Archives

Model This Week