Posted inଜାତୀୟ

ବିବେକାନନ୍ଦଙ୍କ ବାଣୀ ପ୍ରେରଣା ଯୋଗାଉଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୨।୧: ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରବିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିବେକାନନ୍ଦଙ୍କ ୧୫୭ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଯୁଗ ଯୁଗ ଧରି ସ୍ବାମୀ ବିବେକାନନ୍ଦଙ୍କ ବାଣୀ ପ୍ରେରଣା ଯୋଗାଉଛି। ଏହା ପ୍ରେରଣାର ଉତ୍ସ ଭାବେ ପ୍ରତିପାଦିତ ହୋଇଛି। ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସ୍ବାମୀ ବିବେକାନନ୍ଦଙ୍କ ଜୀବନ ଶୈଳୀ ଏବଂ କାର୍ଯ୍ୟ ସବୁବେଳେ ଭାରତୀୟ ଯୁବବର୍ଗଙ୍କ ପାଇଁ ଏକ ଉଦାହରଣ ହୋଇ ରହିଥିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ. ସ୍ବାମୀ ବିବେକାନନ୍ଦ ୧୮୬୩ ଜାନୁୟାରୀ ୧୨ରେ ପଶ୍ଚିମବଙ୍ଗର କୋଲକାତାଠାରେ ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବରେଜ୍‌ ଗ୍ୟାସ୍‌ରେ ଜଳୁଛି ରୋଷେଇ ଘରେ ଚୁଲି

ନୂଆଦିଲ୍ଲୀ, ୧୦।୮: ଅସୁବିଧା ହିଁ ନୂଆ ଆବିଷ୍କାର ପାଇଁ ପ୍ରେରଣା ଦେଇଥାଏ। ଏହା ଦିଲ୍ଲୀର ଗାଜିଆବାଦ୍‌ରେ ବାସ କରୁଥିବା ୭ ଜଣ ଉଦ୍ୟମୀଙ୍କ ଲାଗି ସତ୍ୟରେ...

ପିଲାଙ୍କ ପାଇଁ ୩ କୋଭିଡ୍‌ ଟିକାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୭ା୪: ଭାରତର ଔଷଧ ନିୟନ୍ତ୍ରକ ଡିସିଜିଆଇ ପିଲାମାନଙ୍କ ଲାଗି ୩ଟି କୋଭିଡ୍‌-୧୯ ଟିକାକୁ ଜରୁରୀ ବ୍ୟବହାର ଲାଗି ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ବାୟୋଲୋଜିକାଲ-ଇ ପ୍ରସ୍ତୁତ...

ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା: ଦେଶରେ ହୋଇଥିବା ସମସ୍ତ ଭୟଙ୍କର ରେଳ ଦୁର୍ଘଟଣା ମଧ୍ୟରୁ ଗୋଟିଏ, ୧୯୮୧ରେ ଏମିତି ଦୁର୍ଘଟଣାରେ ହୋଇଥିଲା ୩ ଗୁଣା ମୃତ୍ୟୁ

ନୂଆଦିଲ୍ଲୀ,୩।୬: ଓଡ଼ିଶାରେ ଶୁକ୍ରବାର ବେଙ୍ଗାଲୁରୁ-ହାଓ୍ବଡା ସୁପରଫାଷ୍ଟ ଏକ୍ସପ୍ରେସ୍‌, ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଓ ଏକ ମାଲମାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଏବେ ପର୍ଯ୍ୟନ୍ତ ୨୮୮...

ତେଲେଙ୍ଗାନା ଗଣ ବଳାତ୍କାରକୁ ନେଇ କମ୍ପିଲା ଗୃହ

ନୂଆଦିଲ୍ଲୀ,୨।୧୨: ସଂସଦର ଶୀତ ଅଧିବେଶନ ସମୟରେ ସୋମବାର ତେଲେଙ୍ଗାନା ଗଣ ବଳାତ୍କାରକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କେବଳ ସେତିକି ନୁହେଁ ଆମ୍‌ ଆଦମୀ ପାର୍ଟି(ଏଏପି)...

ଜମ୍ମୁ-କଶ୍ମୀରର କୌଣସିଠାରେ କର୍ଫ୍ୟୁ ଜାରି ହୋଇନାହିଁ; ଉପଯୁକ୍ତ ସମୟରେ ଆରମ୍ଭ ହେବ ଇଣ୍ଟରନେଟ୍‌ ସେବା: ଶାହ

ନୂଆଦିଲ୍ଲୀ,୨୦।୧୧: ସମ୍ପ୍ରତି ଜମ୍ମୁ-କଶ୍ମୀରର କୌଣସିଠାରେ କର୍ଫ୍ୟୁ ଜାରି ହୋଇନାହିଁ। ଏଠାରେ ଉପଯୁକ୍ତ ସମୟରେ ଇଣ୍ଟରନେଟ୍‌ ସେବା ଆରମ୍ଭ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ...

ସରପଞ୍ଚଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୯।୩: ଶ୍ରୀନଗର ସହରର ସୀମାନ୍ତରେ ଥିବା ଖାନମୋହରେ ଆତଙ୍କବାଦୀମାନେ ଜଣେ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି। ମୃତ ଜଣଙ୍କ ହେଲେ ସମୀର ଭଟ୍ଟ। ଆତଙ୍କବାଦୀଙ୍କ ଗୁଳିମାଡରେ ତାଙ୍କର...

ଚିଦାମ୍ବରମଙ୍କ ଆବେଦନର ଶୁଣାଣି ଲାଗି ସୁପ୍ରିମକୋର୍ଟରେ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହିଁ ତାଲିକା

ନୂଆଦିଲ୍ଲୀ,୨୬।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସିବିଆଇ ରିମାଣ୍ଡରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ ହେବାର ଥିଲା। ହେଲେ ଏପର୍ଯ୍ୟନ୍ତ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ଛାତ୍ର ମୃତ

ଗୁଆହାଟୀ,୨୯।୫: ଆସାମର ଗୁଆହାଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁଆହାଟିର ଜଳକୁବାରୀ ଅଞ୍ଚଳରେ ରବିବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର...

Advertisement
Archives

Model This Week