Posted inଫୁରସତ

ବିବାହ ସମୟରେ ବର୍ଷା ହେଲେ, କେମିତି ବିତିବ ଦମ୍ପତିଙ୍କ ସାଂସାରିକ ଜୀବନ

ବିବାହ ଉତ୍ସବକୁ ନେଇ ବନ୍ଧୁ ପରିଜନ ଖୁସିରେ ନାଚି ଉଠନ୍ତି। କିନ୍ତୁ ବିବାହ ଦିନ ଯଦି ବର୍ଷା ହେଲା ତେବେ ପରିବାର ଲୋକେ ଚିନ୍ତାରେ ପଡ଼ିଯାନ୍ତି। ସମସ୍ତ ଆୟୋଜନ ସତେ ଯେମିତି ପାଣି ଫାଟିଯାଏ। ବର୍ଷା ହେଲେ ବିଚରା ପୁଅ ଝିଅଙ୍କୁ ନାନା କଥା କହି ଲୋକେ ଥଟ୍ଟା ପରିହାସ କରିଥାନ୍ତି। ଅନେକ ଲୋକ ଏହାକୁ ଅଶୁଭ କହୁଥିବାବେଳେ କେହି କେହି ଶୁଭ ମାନିଥାନ୍ତି। ସେ ଯାହା ବି ହେଉ ବିବାହ ଦିନ ବର୍ଷା ହେଲେ ନୂଆକରି ସଂସାର ଗଢ଼ିବାକୁ ଯାଉଥିବା ଦମ୍ପତି କେମିତି କାଟିଥାନ୍ତି ସାଂସାରିକ ଜୀବନ ଜାଣନ୍ତୁ।

ବିବାହ ଦିନ ବର୍ଷା ହେଲେ ଭଗବାନଙ୍କ ଆଶୀର୍ବାଦ କୁହାଯାଏ। ଏହା ପ୍ରକୃତିର ଶୁଭ ସଂକେତ। ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲେ ହେଁ ଦମ୍ପତିଙ୍କ ପାଇଁ ବର୍ଷା ସୁଖର ସମ୍ଭାର ଆଣି ଆସିଥାଏ। ଉତ୍ତମ ଭାଗ୍ୟର ମଧ୍ୟ ସୂଚନା ଦେଇଥାଏ।

ଏହି ବିବାହ ସଫଳ ହେବାର ପ୍ରତୀକ ସ୍ବରୁପ। ପ୍ରକୃତି ପକ୍ଷରୁ ଏହା ବର କନ୍ୟାଙ୍କୁ ଆଶୀର୍ବାଦ ସଦୃଶ। ପ୍ରକୃତି ସୂଚାଇ ଦେଇଥାଏ ଯେ, ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ସୁଦୃଢ଼ ହେବ।

ଜୀବନ ସୁଖଶାନ୍ତିରେ ଭରିଯିବ। ଆଉ ଏକ ବିଶ୍ୱାସ ମଧ୍ୟ ରହିଛି ବିବାହ ଦିନ ବର୍ଷା ହେଲେ ଦମ୍ପତି ଖୁବଶୀଘ୍ର ମାତାପିତା ହେବାର ସୌଭାଗ୍ୟ ଲାଭ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ମୁହଁରୁ ଓ୍ବରର୍ଥୋଗକୁ ଟାଣି ଆଣିଲେ ୨ ଜଳହସ୍ତୀ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

କେରଳର ସମସ୍ତ ପ୍ରାଥମିକ ସ୍କୁଲ ହାଇଟେକ୍‌ : ୪୫ ହଜାର ସ୍ମାର୍ଟକ୍ଲାସ

କେରଳରେ ସମସ୍ତ ପ୍ରାଥମିକ ସ୍କୁଲକୁ ହାଇଟେକ୍‌ କରାଯାଇଛି। ଯାହା ଦେଶରେ ପ୍ରଥମ। ଏଠାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୪୫ ହଜାର କ୍ଲାସରୁମ୍‌ରେ ପ୍ରୋଜେକ୍ଟର, ସ୍କ୍ରିନ୍‌,...

ଏଟିଏମ୍‌ରୁ ଟଙ୍କା ବାହାରିବା ପରେ ଖୁସିରେ ଏମିତି ନାଚୁଛନ୍ତି ଯୁବତୀ, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ଟଙ୍କା ଏମିତି ଏକ ଜିନିଷ ଯାହା ପ୍ରତ୍ୟେକ ଲୋକଙ୍କର ଆବଶ୍ୟକତା ପଡ଼ିଥାଏ। ଟଙ୍କା ନାହିଁ ତ କିଛି ନାହିଁ। ଅତି ଦରକାର ସମୟରେ ଯଦି ଟଙ୍କା...

କ୍ଷୀରରେ ମିଶାଉଥିଲେ ମଇଁଷିକୁଣ୍ଡ ପାଣି: ଷ୍ଟିଙ୍ଗ୍‌ ଅପରେଶନ୍‌ରେ ପର୍ଦ୍ଦାଫାଶ୍‌

ହାଇଦ୍ରାବାଦ୍‌, ୨୨।୮: କ୍ଷୀରରେ ପାଣି ଏବଂ ଅନ୍ୟ ପଦାର୍ଥ ମିଶାଇବା କାର୍ଯ୍ୟ ତେଲଙ୍ଗାନାରେ ଜାରି ରହିଛି। ଏଭଳି ଅସାଧୁ ବ୍ୟବସାୟୀଙ୍କ ଯୋଗୁ ଲୋକେ ହଇରାଣ ହରକତ...

ଖୋଲିଲା ଇଜିପ୍ଟର ପ୍ରାଚୀନ ପିରାମିଡ: ୧୪ ବର୍ଷ ଧରି ଚାଲିଥିଲା ପୁନରୁଦ୍ଧାର କାର୍ଯ୍ୟ

କାଏରୋ: ଇଜିପ୍ଟରେ ଥିବା ୪,୭୦୦ ବର୍ଷ ପୁରୁଣା ପିରାମିଡକୁ ପୁଣି ଖୋଲାଯାଇଛି। ଷ୍ଟେପ୍‌ ପିରାମିଡ୍‌ ଅଫ୍‌ ଡିଜୋସେର ୧୪ ବର୍ଷ ଧରି ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ...

ଗୋଟିଏ ମିନିଟ୍‌ ମଧ୍ୟରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ୩ ଭାଇ

ଅଲଜିୟର୍‌ସ,୨୧।୨: ଆଲଜେରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୩ ଭାଇ ଗୋଟିଏ ମିନିଟ୍‌ ମଧ୍ୟରେ ନିଜ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି।...

ଅଜଗର ଆଁରେ କୁମ୍ଭୀର : ଭିଡିଓ ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହେଉଛି। କେତେବେଳେ ଶିକାର ପାଇଁ ବାଘ ପାହଡ ଉପରୁ ଲମ୍ଫ ମାରୁଛି ତ ଆଉ କେତେବେଳେ...

ଆଲପ୍ସ ପର୍ବତର ୮୦୦ ମିଟର ଉଚ୍ଚରେ ତ୍ରିରଙ୍ଗା: କରୋନା ଲଢ଼େଇରେ ଭାରତୀୟ ଏକଜୁଟ କହିଲେ ମୋଦି

ନୂଆଦିଲ୍ଲୀ/ବେର୍ନ,୧୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପରିସ୍ଥଳେ ଭାରତବାସୀଙ୍କ ଏକତାକୁ...

Advertisement
Archives

Model This Week