ବିବାହକୁ ନେଇ ଦୁଃଖ ପ୍ରକାଶ କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ଏବେ ୫୩ ବର୍ଷରେ ପଦାର୍ପଣ କଲେଣି। ହେଲେ ଏବେବି ସେ ବଲିଉଡ୍‌ର ମୋଷ୍ଟ ଓ୍ବାଣ୍ଟେଡ ବ୍ୟାଚେଲର। କିନ୍ତୁ ତାଙ୍କ ବିବାହକୁ ନେଇ ସେ ଯେତିକି ଆଶାବାଦୀ ନୁହେଁ ତାଙ୍କ ଫ୍ୟାନମାନେ କିନ୍ତୁ ଏବେବି ଆଶା ରଖିଛନ୍ତି ଦିନେନା ଦିନେ ଭାଇଜାନଙ୍କୁ ମିଳିବେ ତାଙ୍କ ମନ ପସନ୍ଦର ସାଥୀ। ପୁଣିଥରେ ଏହାକୁ ନେଇ ଏକ ସାକ୍ଷାତ୍‌କାରରେ ସଲମାନ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନା କରିଛନ୍ତି। ଏଥର କିନ୍ତୁ ସଲମାନ ଏମିତି ପ୍ରଶ୍ନକୁ ନେଇ ସାମାନ୍ୟ ଦୁଃଖ ପ୍ରକାଶ କରିଥିବା କୁହାଯାଉଛି। କାରଣ ସେ କେବେ ବିବାହ କରିବେ ଓ ‘ଭାରତ’ଫିଲ୍ମରେ ଯେମିତି ନାୟିକା କ୍ୟାଟ୍ରିନା କୈଫ ତାଙ୍କ୍‌ୁ ବିବାହ ପାଇଁ ପ୍ରପୋଜ କରୁଛନ୍ତି ରିୟଲ ଲାଇଫରେ ସେଭଳି ଘଟିଛି କି ନା ବୋଲି ପ୍ରଶ୍ନ ଆସିଥିଲା। ଏତିକି ବେଳେ କିନ୍ତୁ ସଲମାନ କହିଥିଲେ ବିବାହ କରିବା କଥାକୁ ନେଇ ଏବେବି ସେ ଅନିଶ୍ଚିତତା ଭିତରେ ଅଛନ୍ତି। ଆଉ ସବୁଠାରୁ ବଡ କଥା ହେଲା ଏପର୍ଯ୍ୟନ୍ତ କେହି ଜଣେ ହେଲେ ତାଙ୍କୁ ବିବାହ କରିବାକୁ ପ୍ରପୋଜ କରିନାହାଁନ୍ତି। ଯାହା ତାଙ୍କ ଜୀବନର ସବୁଠାରୁ ଦୁଃଖର ବିଷୟ ବୋଲି ସଲମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କ ବିବାହରେ ନିଜ ଶରୀରରେ ସିଗାରେଟ୍‌ ଚେଙ୍କ ଦେଇଥିଲେ ରାଜ କପୁର: ନର୍ଗିସ୍‌, ସିନେମା ଓ ମଦ୍ୟପାନ ଥିଲା ୩ ଦୁର୍ବଳତା

ମୁମ୍ବାଇ: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୯୫ ତମ ଜନ୍ମ ବାର୍ଷିକୀ ଶନିବାର ପାଳିତ ହେଉଛି। ସେ ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବାରରେ ଜନ୍ମ...

ପିତା ପୁତ୍ରଙ୍କ ସ୍ୱର-ତାଳ ଦେଖି ଆଶ୍ଚର୍ଯ୍ୟ ହେଲେ ବିଗ୍ ବି

ମୁମ୍ବାଇ: ସୋସିଆଲ ମିଡିଆରେ କ’ଣ କେତେବେଳ ଭାଇରାଲ ହେଉଛି ତାହା କହିବା ମୁସ୍କିଲ । ଏବେ ଜଣେ ପିତା-ପୁତ୍ରଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି ।...

ସାମ୍ନାକୁ ଆସିଲା ଶ୍ରୀଦେବୀଙ୍କ ମୃତ୍ୟୁର ଅସଲ କାରଣ

ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ବାଥ୍‌ଟବ୍‌ରେ ବୁଡ଼ି ପ୍ରାଣ ହରାଇଥିବା ଘଟଣାକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରି ପାରି ନ ଥିଲେ। ଏନେଇ ସେତେବେଳେ ନାନା...

ଏହି କାରଣରୁ ରାଧିକାଙ୍କୁ କରାଯାଉଥିଲା ବାରମ୍ବାର ରିଜେକ୍ଟ

ମୁମ୍ବାଇ:ଜଣେ ନାୟିକାର ଶାରୀରିକ ଗଠନ ଆକର୍ଷଣୀୟ ହେବା ଦରକାର। ସୁନ୍ଦର ଶରୀର ଥିବା ନାୟିକାଙ୍କୁ ଦର୍ଶକ ସ୍କ୍ରିନ୍‌ରେ ଦେଖିବାକୁ ଭଲପାଆନ୍ତି ବୋଲି ଏକ ଭୁଲ୍‌ ଧାରଣା...

ବିବାହ କରିବେ ଅର୍ଶୀ

ବମ୍ବେ: ବିବାହ କରିବେ ବିଗ୍‌ବସ୍‌ ଫେମ୍‌ ଅର୍ଶୀ ଖାଁ। ବ୍ୟବସାୟୀ ପ୍ରେମିକଙ୍କ ହାତ ଧରିବେ ସେ। ଏନେଇ ନିକଟରେ ସେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି।...

କିରଣ ଖେରଙ୍କୁ ବ୍ଲଡ୍‌ କ୍ୟାନସର

ମୁମ୍ବାଇ,୧।୪: ବଲିଉଡ୍‌ ଅଭିନେତ୍ରୀ ତଥା ଭାଜପାର ଚଣ୍ଡିଗଡ଼ ଲୋକ ସଭା ଆସନ ଏମ୍‌ପି କିରଣ ଖେର୍‌ଙ୍କୁ ବ୍ଲଡ୍‌ କ୍ୟାନସର ହୋଇଛି। ତାଙ୍କର ଚିକିତ୍ସା ମୁମ୍ବାଇର କୋକିଳା...

ମଲାଇକାଙ୍କ ଭଳି ଡ୍ରେସ୍‌ ପିନ୍ଧି ଟ୍ରୋଲ ହେଲେ ସୋନାକ୍ଷୀ

ବମ୍ବେ: ଆଇଟମ୍‌ ଗର୍ଲ ତଥା ଅଭିନେତ୍ରୀ ମଲାଇକା ଅରୋରାଙ୍କ ଭଳି ପୋଷାକ ପିନ୍ଧିବାକୁ ନେଇ ଟ୍ରୋଲ ହୋଇଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ନିଜର ସୋସିଆଲ...

ଖୁବ୍‌ଶୀଘ୍ର ଓଟିଟିରେ ରିଲିଜ୍‌ ହେବ ‘ବିକ୍ରମ ଭେଧା’

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ଭେଧା’ ସେପ୍ଟେମ୍ବର ୩୦ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି...

Advertisement
Archives

Model This Week