ବିଗ୍‌ ବସ୍‌-୧୩: ଷ୍ଟେଶନ ମାଷ୍ଟର ସାଜି ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇଲେ ସଲମାନ୍‌

ଛୋଟ ପରଦାର ଚର୍ଚ୍ଚିତ ଟିଭି ଶୋ’ ‘ବିଗ୍‌ ବସ୍‌-୧୩’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଇତିମଧ୍ୟରେ ଶୋ’ର ପ୍ରଥମ ପ୍ରମୋ ସମ୍ମୁଖକୁ ଆସିଯାଇଛି। କଲର୍ସ ଚ୍ୟାନେଲ ନିଜର ଅଫିସିଆଲ ଆକାଉଣ୍ଟରେ ଏହାକୁ ଶେୟାର କରିଛି। ପ୍ରତିଥର ପରି ଏଥର ମଧ୍ୟ ସଲମାନ୍‌ ଖାନ୍‌ ଶୋ’ର ହୋଷ୍ଟ ଦାୟିତ୍ୱରେ ରହିଛନ୍ତି। ପ୍ରମୋରେ ସଲମାନ୍‌ଙ୍କୁ ଷ୍ଟେଶନ ମାଷ୍ଟର ଚରିତ୍ରରେ ଦେଖିବାକୁ ମିଳୁଛି। ତେବେ ଯାହା ଅନୁମାନ କରାଯାଉଛି ଏଥର ସଲମାନ୍‌ ଷ୍ଟେଶନ ମାଷ୍ଟର ସାଜି ବିଗ୍‌ ବସ୍‌ ଘରର ସାଥୀଙ୍କୁ ସମ୍ଭାଳିବେ। ପ୍ରମୋରେ ତାଙ୍କୁ ଏକ ଟ୍ରେନ୍‌ରେ ବସି ଆଗାମୀ ସିଜନ୍‌ ବିଷୟରେ ବୁଝାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦେଖାଇ ସଲମାନ୍‌ ଦର୍ଶକଙ୍କ ମଧ୍ୟରେ ‘ବିଗ୍‌ ବସ୍‌-୧୩’ ପାଇଁ ଅଧିକ ଉତ୍କଣ୍ଠା ବଢ଼ାଇ ଦେଇଛନ୍ତି। ଏଥର ଶୋ’ରେ କିଛି ନୂଆ ହେବ ବୋଲି ମଧ୍ୟ ଅନୁମାନ କରାଯାଉଛି। ଶୋ’ରେ ହୋଷ୍ଟ କରିବା ସଲମାନ୍‌ଙ୍କର ଏହା ୧୦ମ ସିଜନ୍‌ ହେବ। ଏକ ରିପୋର୍ଟ ଅନୁସାରେ, ଏଥର ବିଗ୍‌ ବସ୍‌ ଘରେ ଚଙ୍କି ପାଣ୍ଡେ, ସିଦ୍ଧାର୍ଥ ଶୁକ୍ଲା, ଆଦିତ୍ୟ ନାରାୟଣ, ମୁଗ୍ଧା ଗୋଡ୍‌ସେ ଏବଂ ରିଚା ଚଢ଼ା ପରି କଳାକାରଙ୍କୁ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଲଭ୍‌ ଆଜ କଲ୍‌’ ପ୍ରଥମ ଦିନରେ ଆୟ କଲା ୧୨ କୋଟି

ମୁମ୍ବାଇ: ଭାଲେଣ୍ଟାନ୍ନନ୍ସ ଡେ’ରେ ରିଲିଜ୍‌ ହୋଇଥିବା ଇମତିଆଜ ଅଲ୍ଲିଙ୍କ ଫିଲ୍ମ ‘ଲଭ୍‌ ଆଜ କଲ୍‌’ ପ୍ରଥମ ଦିନରେ ଭଲ ବ୍ୟବସାୟ କରିଥିବା ଜଣାପଡିଛି। ସାରା ଅଲି...

ଏପିସୋଡ ପିଛା ୫୦ ଲକ୍ଷ; ଶୋ’ର ତୃତୀୟ ସିଜନରେ ରୋଜଗାର କରିଛନ୍ତି ୪୦ କୋଟି

ବମ୍ବେ: ଟେଲି ପରଦାର ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ର ତୃତୀୟ ସିଜନ ଶେଷ ହୋଇଛି। ଏହାପରେ କପିଲ କିଛି ଦିନର ବ୍ରେକ୍‌...

ସଲମାନ, ଶାହରୁଖଙ୍କୁ ପଛରେ ପକାଇଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ଅବା ନଜାଣେ। ବଲିଉଡ୍ରେ ସେ ହେଉଛନ୍ତି ଅନ୍ୟତମ ସଫଳ ନାୟିକା। ତାଙ୍କ ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ...

ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: କହିଥିଲେ..

ବମ୍ବେ: ଅନୁଷ୍କାଙ୍କ ପରେ ଖୁବ୍‌ଶୀଘ୍ର ଖୁସି ଖବର ଶୁଣାଇବେ ବେବୋ। ଦ୍ୱିତୀୟ ଥର ପାଇଁ ସେ ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ କରିନା ଚର୍ଚ୍ଚାରେ...

ଦୀପିକା ଦେବେ ଖୁସି ଖବର!

ମୁମ୍ବାଇ: ବଲିଉଡର ଆଦର୍ଶ କପୁଲ ଭାବେ ଜଣାଶୁଣା ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କ ବିବାହକୁ ପ୍ରାୟ ୪ ବର୍ଷ ହୋଇଗଲାଣି । ଏବେ ତାଙ୍କ...

କପିଲଙ୍କ ଶୋ’ରେ ନଜରକୁ ଆସିବେ ସିଦ୍ଧୁ !

ବମ୍ବେ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମାଙ୍କ ଶୋ’କୁ ପୁଣି ଫେରିବେ ନବଜୋତ ସିଂ ସିଦ୍ଧୁ। ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ...

ଫିଲ୍ମରେ ପ୍ରବେଶ ସମୟରେ ଦୀପିକା ପାଦୁକୋନ ଥିଲେ ଏପରି, କହିଲେ ପ୍ରଥମ ନିର୍ଦ୍ଦେଶକ

ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ରେ ଅନେକ କଳାକାର ଛନ୍ଦିହୋଇ ଯାଇଛନ୍ତି। ଏ ନେଇ ଦୀପିକା ପାଦୁକୋନ ଚର୍ଚ୍ଚାରେ ରହିଛନ୍ତି। ଏନସିବି ପଚରାଉଚରା ପାଇଁ ତାଙ୍କୁ ମୁମ୍ବାଇକୁ ଡକାଇଛି।...

ଆଜି ହେବ ତୁନିଶାଙ୍କ ଅନ୍ତିମ ସଂସ୍କାର

ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମା ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତୁନିଶା ଅଲି ବାବା: ଦସ୍ତାନ-ଇ-କାବୁଲ’ର...

Advertisement
Archives

Model This Week