ବାଲେଶ୍ୱର ଏସ୍‌ପି ଭାବେ ଦାୟିତ୍ୱ ଗ୍ରହଣ କଲେ ସୁଧାଂଶୁ ଶେଖର ମିଶ୍ର

ବାଲେଶର ଅଫିସ,୪।୬: ବାଲେଶ୍ୱର ଏସ୍‌ପି ଭାବେ ସୁଧାଂଶୁ ଶେଖର ମିଶ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କଟକ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବରେ ଦାୟିତ୍ୱ ନିର୍ବାହ କରୁଥିଲେ। ଏ ନେଇ ସେ ଖୁସିଥିବା କହିଥିବା ବେଳେ ଜିଲାର ଆଇନ ଶୃଙ୍ଖଳା, ଗ୍ରାମାଞ୍ଚଳ ଅପରାଧ ଦୂରୀକରଣ, ଶିଳ୍ପାଞ୍ଚଳ ମଧ୍ୟରେ ଥିବା ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ୪ ଗିରଫ

କେନ୍ଦୁଝର,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଦେଉଳଡିହା ଗ୍ରାମ୍ୟ କାଜୁ ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ପଶୁ...

ବିଜେଡି-ଭାଜପା କାଉନସିଲର ଧସ୍ତାଧସ୍ତି

ଢେଙ୍କାନାଳ ଅଫିସ,୩୦ା୭: ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଶନିବାର ମଧ୍ୟାହ୍ନରେ ବିଜେଡି ଓ ଭାଜପା କାଉନସିଲର ଧସ୍ତାଧସ୍ତି ହୋଇଛନ୍ତି। ଫଳରେ ପୌରସଂସ୍ଥା କାର୍ଯ୍ୟାଳୟରେ...

ଭାଇଙ୍କୁ ଚିଠି ଲେଖି ଡାକିଛନ୍ତି, ହାତ ତିଆରି ରାକ୍ଷୀ ବାନ୍ଧିବେ

ବାରିପଦା ଅଫିସ,୧୪।୮- ଦିନକ ପରେ ଭଉଣୀ ଓ ଭାଇଙ୍କ ପବିତ୍ର ବନ୍ଧନର ଦିବସ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି...

କେନାଲକୁ ଓଲଟିଲା କାର୍‌, ଚାଳକ ଗୁରୁତର

କେନାଲକୁ ଓଲଟିଲା କାର୍‌, ଚାଳକ ଗୁରୁତର ଦିଗପହଣ୍ଡି,୨୨।୭(ଡି.ଏନ.ଏ.):ସାନଖେମୁଣ୍ଡି ବ୍ଲକ ନିସ୍ତିପୁର-ଲକ୍ଷ୍ମୀପୁର ମୁଖ୍ୟ ରାସ୍ତାକଡ଼ରେ ଥିବା କେନାଲ ମଧ୍ୟକୁ ସୋମବାର ସକାଳ ପ୍ରାୟ ୮ଟାରେ ଏକ କାର...

ଧାନ ବୋଝେଇ ଟ୍ରକ୍‌କୁ ୫୮,୦୪୦ ଟଙ୍କା ଜରିମାନା

ତିହିଡ଼ି,୨୩।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସମବାୟ ସମିତିରୁ ଧାନ ବୋଝେଇ କରି ଯାଉଥିବା ଏକ ଟ୍ରକ୍‌କୁ ଆଂଚଳିକ ପରିବହନ କାର୍ୟାଳୟ(ଆରଟିଓ)...

ବରଗଡରେ କ୍ୟାନସର୍‌ ହସ୍ପିଟାଲ୍‌ ସ୍ଥାପନ ଦାବି ତେଜିଲା

ବରଗଡ ଅଫିସ, ୧୯।୧୧: ବରଗଡରେ କ୍ୟାନସର ହସପିଟାଲ ସ୍ଥାପନ ଦାବି ପୁଣି ଜୋର୍‌ ଧରିଛି। ଏହି କ୍ରମରେ ମଙ୍ଗଳବାର ଦିନ ୧୦ଟାରୁ ସ୍ଥାନୀୟ ଗାନ୍ଧୀଛକରେ ୟୁନାଇଟେଡ...

ସୀମା ବିବାଦ: ଓରାଳୀ ଛକରେ ୧୪୪ ଧାରା ଜାରି

  ଭଦ୍ରକ ଅଫିସ,୧୬।୪: ଭଦ୍ରକ- ଆନନ୍ଦପୁର ରାଜ୍ୟ ରାଜପଥର ଭଦ୍ରକ ଜିଲା ସୀମାନ୍ତବର୍ତ୍ତୀ ଓରାଳୀ ଛକରେ ୧୪୪ ଧାରା ଜାରି ହୋଇଛି । ରବିବାର ସକାଳ...

ଅର୍ଥ ଦାବି କରୁଛନ୍ତି ମହାପ୍ରୟାଣ ଗାଡ଼ି କର୍ମଚାରୀ : ପ୍ରହସନ ପାଲଟିଛି ଯୋଜନା

ରାଇସୁଆଁ,୮।୧୧(ଡି.ଏନ୍‌.ଏ.): ମହାପ୍ରୟାଣ ଗାଡ଼ିରେ ମେଡିକାଲରୁ ମୃତଦେହକୁ ସମ୍ମାନ ସହକାରେ ନେଇ ଶ୍ମଶାନରେ ପହଞ୍ଚାଇବା ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି। ମାତ୍ର...

Advertisement
Archives

Model This Week