Posted inVideo

ବାବୁ ମହଲ: ମୋବାଇଲ ନିଶା

Featured Video Play Icon

ମୋବାଇଲ ଫୋନ ନିଶ୍ଚିତ ରୂପେ ଆଜିର ଯୁଗରେ ଏକ ଅପରିହାର୍ଯ୍ୟ ବସ୍ତୁ। ଏବେ ମୋବାଇଲ ଫୋନ ବିନା ନିଜର ଦୈନନ୍ଦିନ କାର୍ଯ୍ୟ କରିବା କଷ୍ଟ ସାପେକ୍ଷ। କଥା ହେବା ସହିତ ଇଣ୍ଟରନେଟ ମାଧ୍ୟମରେ ଚାଟିଙ୍ଗ କରିବା, ବ୍ରାଉଜିଙ୍ଗ କରିବା ଏବଂ ସୋସିଆଲ ମିଡିଆ ସହିତ ଯୋଡି ହେବାକୁ ସଭିଏଁ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି। ମାତ୍ର ଏହାର ବହୁଳ ବ୍ୟବହାର ଆମ ଉପରେ ଅନେକ କୁପ୍ରଭାବ ପକାଇଥାଏ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ମୋବାଇଲ ନିଶା। ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

The apostle of non-violence | ଅହିଂସାର ପୂଜାରୀ

Mahatma Gandhi needs no introduction. The pioneer of Indian Independence Movement led the way for his followers through his...

Featured Video Play Icon

ବାବୁ ମହଲ: ସନିଆର ଫିଟ୍‌ ଫର୍ମୁଲା | Babu Mahal #15: Sania Ra Fit Formula

ସୁସ୍ଥ ଏବଂ ନିରାମୟ ଜୀବନ ଲାଗି ବ୍ୟାୟାମ ନିତାନ୍ତ ଜରୁରୀ। ସଭିଏଁ ନିଜକୁ ଫିଟ୍‌ ରଖିବାକୁ ଚାହାଁନ୍ତି। ତେବେ ଆଜିକାଲି ଜିମ୍ ଯାଇ ମେଦ କମାଇବା...

Featured Video Play Icon

କାମ ଦେଉନି ମାସ୍କ ସଚେତନତା

ମାରାତ୍ମକ କରୋନା ଭାଇରସ୍ କବଳରେ ସାରା ବିଶ୍ବ । ଏଥିରୁ ରକ୍ଷା ପାଇବା ଲାଗି ସରକାର ଅନେକ ସଚେତନତାମୁଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତାହା...

Featured Video Play Icon

ଅନଲାଇନ୍ ଶିକ୍ଷା ଓ ଏହାର ଭବିଷ୍ୟତ

କରୋନା ଭାଇରସ ଲାଗି ଏବେ ସ୍କୁଲ କଲେଜ ବନ୍ଦ ରହିଛି । ଆଉ କେବେ ଖୋଲିବ ସେ ନେଇ କିଛି ସୂଚନା ବି ନାହିଁ ଏମିତି...

Featured Video Play Icon

ସରକାରଙ୍କ ତଥ୍ୟ କେତେ ସତ୍ୟ

ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ଖବରଜାତା ସମ୍ମିଳନୀରେ ସୂଚନା ଦିଆଯାଉଛି । କରୋନା ସ୍ଥିତି ଉପରେ ରାଜ୍ୟ ସରକାର ଦେଉଥିବା ପ୍ରତ୍ୟେକ ସୂଚନାକୁ...

Featured Video Play Icon

‘How dare you’ – Greta Thunberg | ହାଓ ଡେୟାର ୟୁ- ଗ୍ରେଟା ଥନବର୍ଗ

Swedish teenage activist Greta Thunberg caused a stir at the United Nations with her blistering criticism of world leaders’...

Featured Video Play Icon

ଧୋନୀଙ୍କ ଅବସର ଘୋଷଣା ପରେ କ’ଣ କହୁଛନ୍ତି ପବ୍ଲିକ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି । ମାହିଙ୍କ ଏଭଳି ନିଷ୍ପତି ପରେ ତାଙ୍କ ପ୍ରଶଂସକ ମାନେ...

Featured Video Play Icon

ସୋସିଆଲ୍ ମିଡିଆରେ ସବୁଠୁ ବଡ ହ୍ୟାକିଂ

ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ଅନେକ ଆକ୍ଟିଭ୍ । ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବାବଦରେ ସୋସିଆଲ ମିଡିଆ ଜରିଆରେ ଜଣାପଡିଥାଏ । ତେବେ ନିକଟରେ ଜଣାପଡିଛି...

Play 250+ Trending Games
Archives

Model This Week

Why Dharitri