Posted inVideo

ବାବୁ ମହଲ: ପିକ୍‌ନିକ୍‌ | Babu Mahal #14: Picnic

Featured Video Play Icon

ଆସିଯାଇଛି ପିକ୍‌ନିକ୍‌ ସିଜିନ। ପିକ୍‌ନିକ୍‌ ଯିବାକୁ ସମସ୍ତେ ହେଲେଣି ସଜବାଜ। ପିକ୍‌ନିକ୍‌ ଯାଇ ଟିକେ ମଜା ମଜଲିସ କରିବାକୁ ସଭିଙ୍କ ଇଚ୍ଛା। ତେବେ ପିକ୍‌ନିକ୍‌ରେ କିଛି ଲୋକ ଆମ ପରିବେଶକୁ ଅପରିଷ୍କାର କରିଥାନ୍ତି। ପିକ୍‌ନିକ୍‌ ସ୍ଥଳୀରେ ପ୍ଲାଷ୍ଟିକ ବସ୍ତୁ ବ୍ୟବହାର କରିବା ସହ ତାକୁ ଏଣେ ତେଣେ ଫୋଫାଡ଼ିଥାନ୍ତି। ପ୍ରାକୃତିକ ମନଲୋଭା ପରିବେଶକୁ ବ୍ୟବହାର ଉପଯୋଗୀ ରଖିବା ସଭିଙ୍କ କର୍ତ୍ତବ୍ୟ। ସଚେତନତାର ବାର୍ତ୍ତା ସହିତ ଏଥର ‘ବାବୁମହଲ’ରେ ପ୍ରସଙ୍ଗ ରହିଛି ‘ପିକ୍‌ନିକ୍‌’। ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।

Babu Mahal #14: Picnic ( A funny odia animated cartoon web series from Dharitri Live )

This video is not allowed for reuse/ redistribution in any form and manner on any source. Copyright owner : Dharitri Live


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Eternal Atal । ଅନନ୍ତ ଅମର ଅଟଳ

On occasion of first death anniversary of former Prime Minister Atal Bihari Vajpayee, President Ramnath Kovind and Prime Minister...

Featured Video Play Icon

କଟକରେ ରାତି କର୍ଫ୍ୟୁ ଦୃଶ୍ୟ | Visuals of night curfew from Cuttack

କୋଭିଡ଼-୧୯ କୁ ନେଇ ଏବେ ଦେଶରେ ଲକଡାଉନ ୪.୦ ଏବଂ ରାତ୍ରୀକାଳିନ କର୍ଫ୍ୟୁ ଜାରି ରହିଛି । ସନ୍ଧ୍ୟା ୭ଟା ହେବା ମାତ୍ରେ ରାତ୍ରୀକାଳିନ କର୍ଫ୍ୟୁ...

Featured Video Play Icon

State Celebrates ‘Pahili Raja’

Friday marks the beginning of three-day-long Raja festival. It is also known as Pahili Raja. The entire state –...

Featured Video Play Icon

Man Mijaj – Mother-in-law VS Daughter-in-law | ମନ୍ ମିଜାଜ : ଶାଶୁ-ବୋହୂ ସମ୍ପର୍କ

Relationship depends on patience, dedication, sacrifice, acceptance and mercy. When women get married they enter a completely new domain....

Featured Video Play Icon

ବାବୁ ମହଲ: ସୁପରଷ୍ଟାର୍ ସନିଆ

ଆଜିର ଯୁବକ ଯୁବତୀମାନେ ରାତାରାତି ଷ୍ଟାର୍ ହେବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଚିନ୍ତା କରିଥାଆନ୍ତି, ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ...

Featured Video Play Icon

I have no idols: Dutee । ମୋର କେହି ଆଦର୍ଶ ନାହାନ୍ତି : ଦୂତି ଚାନ୍ଦ

Dutee Chand has brought many laurels for the state and the country while setting higher bars for herself each...

Featured Video Play Icon

ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ

ଭୁବନେଶ୍ବରସ୍ଥିତ ଗଭର୍ଣ୍ଣର ହାଉସ ନିକଟ ପେଟ୍ରୋଲ ପମ୍ପରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ହୋଇଛି । ତେବେ କେଉଁ କାରଣ ରୁ ବିସ୍ପୋରଣ ହୋଇଛି ତାହା ସ୍ପଷ୍ଟ...

Featured Video Play Icon

Mission Mangal – Public Opinion | ମିଶନ୍ ମଙ୍ଗଲ୍ – ପବ୍ଲିକ୍ ଓପିନିୟନ୍

Much awaited science drama film Mission Mangal hit the theatres this Independence Day. The film stars Akshay Kumar, Vidya...

Coronavirus Update

Archives

Model This Week

Why Dharitri