Posted inଜାତୀୟ

ବାବରପୁର ମତଦାନ କେନ୍ଦ୍ରରେ ଡ୍ୟୁଟିରେ ଥିବା ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୮।୨: ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ସକାଳ ୮ଟାଠାରୁ ଜାରି ରହିଛି। ଉତ୍ତର ପୂର୍ବ ଦିଲ୍ଲୀର ବାବରପୁର ପ୍ରାଇମେରୀ ସ୍କୁଲ ମତଦାନ କେନ୍ଦ୍ରରେ ଡ୍ୟୁଟିରେ ଥିବା ନିର୍ବାଚନ ଅଧିକାରୀ ଉଦାମ ସିଂଙ୍କ ମୃତ୍ୟୁ ଘଟିଛି। ସେ ଚେତା ହରାଇ ପଡ଼ିଯିବାରୁ ତାଙ୍କୁ ଚିକିତ୍ସାଲାଗି ଗୁରୁ ତେଗ୍‌ ବାହାଦୂର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାର୍ଟ ଆଟାକ୍‌ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋପେରରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳି ଚାଳନା: ୨ ବର୍ଷର ଶିଶୁ କନ୍ୟା ସହିତ ୪ ଆହତ

ଶ୍ରୀନଗର,୭।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛି। ଶନିବାର ଉତ୍ତର କଶ୍ମୀରର ସୋପେର ଜିଲାରେ...

ନିର୍ଭୟା ମାମଲା: ଗୋଟିଏ ଦିନ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,୧୩।୨: ନିିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କର ବଞ୍ଚିବାର ବାଟ ପ୍ରାୟତଃ ବନ୍ଦ ହୋଇଯାଇଥିବା ବେଳେ ଏମାନଙ୍କ ଫାଶୀ ତାରିଖକୁ ନେଇ କେନ୍ଦ୍ର ପକ୍ଷରୁ କରାଯାଇଥିବା ଆବେଦନର...

ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଭାଜପା

ନୂଆଦିଲ୍ଲୀ,୧୩।୬: ଲୋକ ସଭା ନିର୍ବାଚନରେ ବିପୁଳ ବିଜୟ ପରେ ଏବେ ଭାଜପା ଆସନ୍ତା ବିଧାନସଭା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ...

ପିଆଜର ଉପକାରୀ ଗୁଣ

ଆୟୁର୍ବେଦ ଅନୁଯାୟୀ ପିଆଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ୍‌ ସହାୟକ ହୋଇଥାଏ। ଏଥିରେ ରହିଛି ସଲଫର, ଏମିନୋ ଏସିଡ ଓ ଭିଟାମିନ୍ସ।...

ଦିଲ୍ଲୀରେ ପହଞ୍ଚିଲେ ସିଦ୍ଦାରାମାୟା, ହାଇକମାଣ୍ଡଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ,୧୫।୫: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦରାମାୟା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ସିଦ୍ଦାରାମାୟାଙ୍କ ସହ କଂଗ୍ରେସ ବିଧାୟକ ଏମ.ବି ପାଟିଲ, ସିଦ୍ଦରାମାୟାଙ୍କ ପୁଅ...

ଡ୍ୟାମ୍‌ରେ ବୁଡିଗଲେ ଏହି ପ୍ରସିଦ୍ଧ ମାଲାୟାଲମ ଅଭିନେତା

ନୂଆଦିଲ୍ଲୀ,୨୫।୧୨-ପ୍ରସିଦ୍ଧ ମାଲାୟାଲମ ଅଭିନେତା ଅନୀଲ ନେଦୁମଙ୍ଗଦଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସାଙ୍ଗମାନଙ୍କ ସହ କେରଳର ଥୋଡୁପୁଝା ମଲନକାରା ଡ୍ୟାମରେ ଅନୀଲ ଗାଧୋଉଥିବା ବେଳେ ଗଭୀର ପାଣିରେ...

ନୌସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୩ କ୍ରୁ ସଦସ୍ୟ ସୁରକ୍ଷିତ ଉଦ୍ଧାର…

ମୁମ୍ବାଇ,୮।୩ : ଏକ ଭାରତୀୟ ନୌସେନାର ହେଲିକପ୍ଟର ମୁମ୍ବାଇ ଉପକୂଳବର୍ତ୍ତୀ ଆରବ ସାଗରରେ ମଝି ସମୁଦ୍ରରେ ଜରୁରୀକାଳୀନ ଅବତରଣ କରିଛି। ୩ ଜଣ କ୍ରୁ ସଦସ୍ୟଙ୍କୁ...

ଆତଙ୍କବାଦ ତାଲିମ ନେଉଛନ୍ତି କଶ୍ମୀର ଯୁବକ: ଏନ୍‌କାଉଣ୍ଟରରେ ଗଲାଣି ୧୭ ଜୀବନ

ନୂଆଦିଲ୍ଲୀ,୩।୫: ଆତଙ୍କବାଦୀ ନିରୋଧୀ ଅଭିଯାନ ବେଳେ ପାକିସ୍ତାନରୁ ତାଲିମ ନେଇ ଫେରିଥିବା ୧୭ ଜଣ କଶ୍ମୀରୀ ଯୁବକ ଏନ୍‌କାଉଣ୍ଟରେ ନିହତ ହେଲେଣି। ସେମାନଙ୍କ ମଧ୍ୟରୁ କେତେଜଣ...

Advertisement
Archives

Model This Week