ବାପା ଶାହିଦଙ୍କ ଅବିକଳ ନକଲ ହୋଇଛନ୍ତି ଜୈନ୍‌, ଚର୍ଚ୍ଚାରେ ଫଟୋ

ମୁମ୍ବାଇ: ପିଲାମାନେ ନିଜ ପିତାମାତାଙ୍କ ଭଳି ଲକ୍ଷଣ ଆଣିବା ସ୍ବାଭାବିକ କଥା। ହେଲେ କିଛି କିଛି ସନ୍ତାନ ଅବିକଳ ବାପା ଅଥବା ମା’ଙ୍କ ଭଳି ଦେଖାଯାଇଥାନ୍ତି। ସେପରି ଜଣେ ହେଲେ ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ପୁଅ ଜୈନ୍‌। ଶାହିଦ ନିଜର ସୋସିଆଲ ଆକାଉଣ୍ଟରେ ଏକ ଫଟୋ ଶେୟାର କରି ଏହା ଜଣାଇଛନ୍ତି।

ଇନ୍‌ଷ୍ଟାରେ ଶାହିଦ ଫଟୋ ଶେୟାର କରି ଲେଖିଛନ୍ତି, ଏଥିରେ ଥିବା ବ୍ୟତିକ୍ରମକୁ ଅନୁମାନ କରନ୍ତୁ। ବାପାଙ୍କ ପରି ପୁଅ। ତେବେ ଏହା ଅଧିକାଂଶରେ ସତ ମଧ୍ୟ। ଫଟୋଟିକୁ ଯେ କେହି ଦେଖିଲେ, ଜୈନ ପିତାଙ୍କ ଅବିକଳ ନକଲ ହୋଇଛନ୍ତି ବୋଲି କହିବ।

ତେବେ ୨୦୧୫ରେ ମୀରାଙ୍କୁ ବିବାହ କରିଥିଲେ ଶାହିଦ। ଏବେ ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି। ଝିଅ ମୀଶା ଏବଂ ପୁଅ ଜୈନଙ୍କ ସହ ଶାହିଦ ସ୍ପେଶାଲ ବଣ୍ଡ ଦେଖିବାକୁ ମିଳିଥାଏ। ଅନେକ ସମୟରେ ସେମାନଙ୍କର ଫଟୋ ଭାଇରାଲ ମଧ୍ୟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରିୟାଙ୍କୁ ସମର୍ଥନ କରୁଛନ୍ତି ଏହି ଅଭିନେତ୍ରୀ!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ସନ୍ଦେହ ଘେରରେ। ପ୍ରତିଦିନ ଏହି ଘଟଣା ନୂଆ ମୋଡ...

କେଜିଏଫ୍‌-୨’ ଦେଖିବେନି ସଞ୍ଜୟଙ୍କ ଝିଅ, କହିଲେ କାରଣ

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍‌-୨’। କନ୍ନଡ ସୁପରଷ୍ଟାର ୟଶଙ୍କ ଦମ୍‌ଦାର ଅଭିନୟକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ...

ରିଲିଜ୍‌ ପୂର୍ବରୁ ରେକର୍ଡ କଲା ‘ପଠାନ’

ଚାରି ବର୍ଷ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରୁଥିବା ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଅଗ୍ରୀମ ବୁକିଂରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି।...

ବାଥ୍‌ଟବ୍‌ରୁ ମିଳିଲା ଲୋକପ୍ରିୟ ପପ୍‌ ଗାୟକଙ୍କ ମୃତଦେହ

ଆମେରିକୀୟ ଗାୟକ, ଅଭିନେତା ତଥା ରାପର ଆରୋନ କାର୍ଟରଙ୍କ ୩୪ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଶନିବାର ସନ୍ଦେହଜନକ ଭାବେ କାଲିଫର୍ନିଆ ସ୍ଥିତ ନିଜ ଘରର...

କୁଲ୍‌ କୁଲ୍‌ ମହେଶ

ଦକ୍ଷିଣ ଭାରତୀୟ ସିନେମାର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ମହେଶ ବାବୁ। ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମରେ ତାଙ୍କର ଆକ୍ଟିଂର ଭିନ୍ନତା ଦେଖିବାକୁ ମିଳିଥାଏ। ତେବେ...

ନିର୍ବନ୍ଧରେ ସବୁଠୁ ଦାମୀ ମୁଦି ପିନ୍ଧିଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ୨୦୧୯ରେ ରଣବୀର ସିଂଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ଇଟାଲୀରେ ହୋଇଥିଲା। ତେବେ ସେ ତାଙ୍କ ନିର୍ବନ୍ଧ ମୁଦିକୁ ନେଇ...

ଦର୍ଶକ ମୋ ପାଇଁ ସବୁକିଛି

”ଶେଖର! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ...

ସାମ୍ନାକୁ ଆସିଲା ସାରା-କାର୍ତ୍ତିକଙ୍କ ଆଉ ଏକ ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲି ଖାଁ ଓ ନାୟକ କାର୍ତ୍ତିକ ଆର୍ୟନ ଏବେ କଶ୍ମୀରର ସବୁଜିମା ଘେରା ପାହାଡି ଅଞ୍ଚଳରେ ସ୍ପଟ ହୋଇଛନ୍ତି। ଏମାନେ...

Advertisement
Archives

Model This Week