Posted inଜାତୀୟ

ବର୍ଷା ନେଲାଣି ୨ଶହରୁ ଊର୍ଦ୍ଧ୍ୱ ଜୀବନ

ମୁମ୍ବାଇ,୧୫।୯: ମହାରାଷ୍ଟ୍ରରେ ଚଳିତ ଥର ବର୍ଷାରେ ଏପର୍ଯ୍ୟନ୍ତ ୨ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହାଇଥିବା ବେଳେ ୬ଶହରୁ ଊର୍ଦ୍ଧ୍ୱ ପ୍ରାଣୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଉଛି। ଘରଠାରୁ ବାହାର ହସ୍ପିଟାଲ ଠାରୁ ରେଲଓ୍ବେ ଷ୍ଟେଶନ ସବୁଠି ପାଣି ଆଉ ପାଣି। ଏହା ସାଧାରଣ ଜୀବନ ଯାତ୍ରା ଉପରେ ଖୁବ୍‌ ପ୍ରଭାବ ପକାଇଛି। ତେବେ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୧୧୬୪.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସାଧାରଣ ବର୍ଷାଠାରୁ ୩୩ ପ୍ରତିଶତ ଅଧିକ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ଏଠାରେ ପ୍ରାୟ ୩୬ଟି ଜିଲା ପାଣିଘେର ମଧ୍ୟରେ ରହିଛି। ଅନ୍ୟପଟେ ପାଣିପାଗ ବିଭାଗ କହିଛି ଆସନ୍ତା ୧୨ ଘଣ୍ଟା ମଧ୍ୟ ପ୍ରବଳ ବର୍ଷା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ,୫।୨: ଜମ୍ମୁ-କଶ୍ମୀରରେ ସମେତ ଦିଲ୍ଲୀ, ନୋଏଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଶନିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ଏହା ପ୍ରାୟ ୨୦ ସେକେଣ୍ଡ ଧରି...

ନୂଆବର୍ଷ ପାର୍ଟିରେ ଯୁବତୀଙ୍କୁ ହତ୍ୟା

ମୁମ୍ବାଇ, ୩ା୧: ନୂଆବର୍ଷ ପାର୍ଟି ଚାଲିଥିବାବେଳେ ମୁମ୍ବାଇରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସାଙ୍ଗମାନେ ହତ୍ୟା କରିଛନ୍ତି। ଘଟଣା ମୁତାବକ, ଖାର ଅଞ୍ଚଳରେ ଜାହ୍ନବୀ...

‘ମୁଁ ୨୪ କ୍ୟାରେଟ କଂଗ୍ରେସ ଲୋକ’

ଜମ୍ମୁ,୨୭।୧୨: “ମୁଁ ୨୪ କ୍ୟାରେଟ୍‌ କଂଗ୍ରେସ ଲୋକ”। ଏଭଳି କହି କଂଗ୍ରେସ ଛାଡ଼ୁଥିବା ନେଇ ଚାଲିଥିବା ଅନିଶ୍ଚତତାରେ ପୂର୍ଣ୍ଣଛେଦ ପକାଇଛନ୍ତି ଗୁଲାମ ନବି ଆଜାଦ। ଦୁଇ...

ନିଆଁ ଲାଗିବା ପରେ ଫାଟିଲା ସିଲିଣ୍ଡର, ୪ ମୃତ

ଶ୍ରୀନଗର,୧୫।୩: ଜମ୍ମୁରେ ସୋମବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି।...

ରାଜସ୍ଥାନରେ ପକ୍ଷୀମଡ଼କ : ସମ୍ଭର ହ୍ରଦରେ ମଲେଣି ୧୦ ହଜାର

ଜୟପୁର,୧୮ା୧୧: ରାଜସ୍ଥାନରେ ପକ୍ଷୀମଡ଼କ ଦେଖାଦେଇଛି। ରାଜଧାନୀ ଜୟପୁର ନିକଟରେ ଥିତ୍ବା ସମ୍ଭର ହ୍ରଦ ପାଖରେ ସପ୍ତାହକ ମଧ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ପ୍ରାଣ ହରାଇଲେଣି।...

ଭାରତରେ ବଡ଼ ବ୍ରିଜ୍‌ ଦୁର୍ଘଟଣା

ନୂଆଦିଲ୍ଲୀ,୧।୧୧: ଗୁଜରାଟର ମଛୁ ନଦୀ ଉପରେ ଥିବା ଏକ ପୁରୁଣା କେବଲ ବ୍ରିଜ୍‌ ରବିବାର ଭୁଶୁଡ଼ି ପଡ଼ିବାରୁ ୪୭ ପିଲାଙ୍କ ସମେତ ୧୩୪ ଜଣଙ୍କ ଜୀବନ...

ନେପାଳ ସୀମାରେ ସଂକ୍ରମଣ ବଢ଼ାଇପାରେ ପାକ୍‌

ନୂଆଦିଲ୍ଲୀ, ୧୬।୪: ଭାରତ-ନେପାଳରେ ସୀମାରେ କରୋନା ଭୂତାଣୁ ସଂକ୍ରମଣ ବଢ଼ାଇବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର କରିପାରେ ବୋଲି ଭାଜପା ଏମ୍‌ପି ବିଜୟ ଦୁବେ ଆଶଙ୍କା ବ୍ୟକ୍ତ...

ରାଜଧାନୀରେ ପୁଣି ମାଡିଲାଣି କରୋନା

ନୂଆଦିଲ୍ଲୀ,୨୦।୪:ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିନକୁ ଦିନ ମାମଲା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୯ ନୂତନ ସଂକ୍ରମିତ...

Advertisement
Archives

Model This Week