Posted inଜାତୀୟ

ବଦଳିଲା ସରକାରଙ୍କ ନିଷ୍ପତ୍ତି: ପୂର୍ବପରି କାମ କରିବେ ୨୫ ହଜାର ହୋମଗାର୍ଡ

ଲକ୍ଷ୍ନୌ,୨୪।୧୦: ଉତ୍ତର ପ୍ରଦେଶ ସରକାର ୨୫ ହଜାର ହୋମଗାର୍ଡଙ୍କୁ ଦୀପାବଳି ଉପହାର ପ୍ରଦାନ କରିଛନ୍ତି। ଏମାନେ ସମସ୍ତେ ପୂର୍ବପରି ସେମାନଙ୍କ କାର୍ଯ୍ୟ ଜାରି ରଖିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ୨୫ ହଜାର ହୋମଗାର୍ଡଙ୍କୁ ଚାକିରିରୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପୋଲିସ ମୁଖ୍ୟାଳୟର ଏଡିଜି ବିପି ଜୋଗଦଣ୍ଡ ଏନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ହେଲେ ପରେ ଉକ୍ତ ବିଭାଗର ମନ୍ତ୍ରୀ ଚେତନ ଚୌହାନ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଯୋଗୀ ତାଙ୍କୁ ଆଶ୍ୱସନା ଦେଇଥିଲେ କି ସେ ୨୫ ହଜାର ହୋମଗାର୍ଡଙ୍କ କଥା ନିଶ୍ଚୟ ବୁଝିବେ।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ ବିବାଦ: ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଏନ୍‌ଏଚ୍‌ଆରସିଙ୍କ ଦ୍ୱାରସ୍ଥ ହେଲେ ପ୍ରିୟଙ୍କା, ରାହୁଲ

ନୂଆଦିଲ୍ଲୀ,୨୭।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଜାତୀୟ ମାନବିକ ଅଧିକାର କମିଶନ(ଏନ୍‌ଏଚ୍‌ଆରସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନାଗରିକତ୍ୱ...

ସରକାରୀ ଅଧିକାରୀଙ୍କ ଆଗରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ,୧୬।୧୦: ପୂର୍ବ ଉତ୍ତର ପ୍ରଦେଶର ବଲିଆରେ ଏକ ଗୁଳିକାଣ୍ଡ ଘଟିଛି। ସରକାରୀ ଅଧିକାରୀଙ୍କ ଆଗରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାକୁ...

ନେପାଳର ନୂଆ ରାଷ୍ଟ୍ରଦୂତ ହେଲେ ନବୀନ ଶ୍ରୀବାସ୍ତବ

ନୂଆଦିଲ୍ଲୀ,୧୮।୫: ନବୀନ ଶ୍ରୀବାସ୍ତବଙ୍କୁ ଭାରତ ପକ୍ଷରୁ ନେପାଳର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ନବୀନ ବହିର୍ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ...

ତୃତୀୟ ଲହର: ଜଣାନାହିଁ କେବେ, ନିଶ୍ଚିତ ଆସିବ

ନୂଆଦିଲ୍ଲୀ, ୬।୫: ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. କେ. ବିଜୟରାଘବନ ବୁଧବାର ସତର୍କ...

ବ୍ରିଗେଡିୟର ଲିଡ୍ଡରଙ୍କ ମୃତ୍ୟୁ ପରେ ବଢିଗଲା ଝିଅ ଆଶନାଙ୍କ ଦ୍ୱାରା ଲିଖିତ ପୁସ୍ତକର ଚାହିଦା

ନୂଆଦିଲ୍ଲୀ,୧୧ ।୧୨: ‘ସୋଲ୍ଡ ଆଉଟ୍‌’ ଏବେ ଏହା ଲେଖାଯାଇଛି ଏକ ବହି ଦୋକାନ ସାମ୍ନାରେ । ଯେଉଁଠାରେ ବିକ୍ରି କରାଯାଉଥିଲା ବ୍ରିଗେଡିୟର ଏଲ୍‌ଏସ୍ ଲିଡ୍ଡରଙ୍କ ଝିଅ...

ଆମେ ମହିଳାଙ୍କୁ ଘରର ମାଲିକାଣୀ କରିଛୁ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସାରା ଦେଶରେ ଭାରତୀୟ ଜନତା ପାର୍ଟି (ଭାଜପା)ର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ବଜେଟ ଏବଂ ଆତ୍ମନିର୍ଭରଶୀଳ ଅର୍ଥନୀତି ଉପରେ...

କେବଳ ଘରେ ତ୍ରିରଙ୍ଗା ଲଗାଇଲେ କେହି ହୋଇପାରିବେନି ଦେଶଭକ୍ତ, ମୋଦିଙ୍କୁ ଟାର୍ଗେଟ କଲେ ଉଦ୍ଧବ…

ମୁମ୍ବାଇ, ୧୩।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହାକୁ ନେଇ ଶିବସେନା ନେତା ଉଦ୍ଧବ...

୨୫ କିଲୋମିଟର ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରି ବିବାଦରେ ଚନ୍ନି

ଚଣ୍ଡିଗଡ଼,୭ ।୧୦: ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସମସ୍ତଙ୍କ ନଜରରେ ଥିବା ବେଳେ ହଠାତ୍ ବିବାଦ ମଧ୍ୟକୁ ଚାଲି ଆସିଛନ୍ତି । ଫଳ...

Advertisement
Archives

Model This Week