Posted inVideo

ବଦଳିଲା କ୍ୱାରାଣ୍ଟାଇନ୍ ନିୟମ, କାଲିଠୁ ଗଡ଼ିବ ବସ ଟ୍ୟାକ୍ସି | State govt modifies quarantine norms

Featured Video Play Icon

ରାଜ୍ୟରେ ପୁଣି ବଦଳିଲା କ୍ୱାରାଣ୍ଟାଇନ୍ ନିୟମ । ଓଡ଼ିଶା ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆ ମାନେ ଏଣିକି ୨୧ ଦିନ ବଦଳରେ ୧୪ଦିନ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନରେ ରହିବେ ବୋଲି ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସଆରସି କହିଛନ୍ତି ଯେ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ଗ୍ରାମାଂଚଳରେ ୭ଦିନ ଯାଏ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

୧୪ ଦିନରୁ ଅଧିକ ନହେଉ ଲକଡାଉନ

୫ ତାରିଖରୁ ରାଜ୍ୟକୁ ୧୪ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଲକ୍‌ଡାଉନ୍ ଘୋଷଣା ହେବା ପରେ ଏବେ ବ୍ୟବସାୟୀଙ୍କ ଭିତରେ...

Featured Video Play Icon

ଜୋ ବାଇଡେନ କିଏ

ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ୍ । ଟ୍ରମ୍ପ ଓ ବାଇଡେନଙ୍କ କଡା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଶେଷରେ ବାଇଡେନ୍...

Featured Video Play Icon

ବିଲୁଆ ବିଚାର: ଆଞ୍ଜେଲ ପ୍ରିୟାଙ୍କ ଭାଲେଣ୍ଟାଇନ୍ । BILUA BICHARA: Angel Priya’s Valentines Day

ବିଲୁଆ ବିଚାରର ଏହି ଅଧ୍ୟାୟରେ ଆମେ ଦେଖିବା ପ୍ରଥମ ଥର ପାଇଁ ଆଞ୍ଜେଲ ପ୍ରିୟା, ମିଡ଼ିଆରେ ତାଙ୍କ ଭାଲେଣ୍ଟାଇନ୍ ମାନଙ୍କ ବିଷୟରେ କହିଛନ୍ତି| ସେ ଆହୁରି...

Featured Video Play Icon

Exclusive interview with C.P Sudhanshu Sarangi | ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ସାକ୍ଷାତକାର

Amidst deteriorating traffic situation in Bhubaneswar and Cuttack, Dharitri Live spoke to twin city Police Commissioner Sudhanshu Sarangi to...

Featured Video Play Icon

ଜୀବନରେ କେତେ ଖୁସି ଦେଇଥାଏ ଟଙ୍କା | Can money bring happiness?

ଖୁସି ରହିବାକୁ ସମସ୍ତେ ଚାହାଁନ୍ତି । ଏଥିପାଇଁ ସମସ୍ତେ ଅନେକ ପରିଶ୍ରମ ବି କରିଥାନ୍ତି । ତେବେ ପ୍ରକୃତ ଖୁସି ଆମକୁ କେଉଁଠି ମିଳିଥାଏ ସେ...

Tathagata Satpathy addresses newsmen

Former Dhenkanal MP and Editor of ‘Dharitri’ Tathagata Satpathy speaks to press on occasion of Naveen Patnaik’s swearing-in ceremony...

Featured Video Play Icon

ଜୀବନରେ ଗୁରୁଙ୍କ ଭୂମିକା କଣ ? | Role of teachers in life

ଆଜି ହେଉଛି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମତିଥି । ଯାହାକୁ ଆମେ ଗୁରୁ ଦିବସ ଭାବେ ପାଳନ କରୁଛୁ । ଜଣେ ଶିଷ୍ୟର ଜୀବନ ସେବେ...

Featured Video Play Icon

Awareness campaign on World No-Tobacco Day

‘Baristha Nagarika Mahasabha’ takes out an awareness campaign on World No-Tobacco Day from Mangalabag square of Cuttack Friday. Another...

Advertisement
Archives

Model This Week