ବଡପାରୀରେ ଏମ୍‌ପି ଅପରାଜିତାଙ୍କୁ ନାଗରିକ ସମ୍ବର୍ଦ୍ଧନା

ଟାଙ୍ଗୀ(ଖୋର୍ଦ୍ଧା),୧୯ା୮(ଡି.ଏନ.ଏ.)-ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡପାରୀ ଗ୍ରାମସ୍ଥିତ ସିଭିଲ୍‌ ସୋସାଇଟି ତରଫରୁ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ରବିବାର ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି। ଷଡ଼ଙ୍ଗୀ ଗ୍ରାମରେ ପହଞ୍ଚତ୍ବା ପରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏମ୍‌ପିଙ୍କ ସହ ଭାଜପା ନେତା କାଳୁ ଚରଣ ଖଣ୍ଡେଇତରାୟ ଉପସ୍ଥିତ ଥିଲେ। ପାଇକ ଆଖଡା ଖେଳାଳିମାନେ ତାଙ୍କୁ ଏକ ଶୋଭାଯାତ୍ରାରେ ବଡପାରୀ ନୋଡାଲ ହାଇସ୍କୁଲ ପରିସରକୁ ନେଇଥିଲେ। ହାଇସ୍କୁଲ ପରିସରରେ ସୋସାଇଟି ସଭାପତି ରଘୁନାଥ ପାଲଟାସିଂହଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିସରରେ ଏମ୍‌ପି ଚାରାରୋପଣ କରିଥିଲେ। ଏହି ଅବସରରେ ଗ୍ରାମର ଉନ୍ନତି ନିମନ୍ତେ ସିଭିଲ ସୋସାଇଟି ତରଫରୁ ତାଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ବିକାଶକୁ ଲକ୍ଷ୍ୟ ରଖି ସାଂସଦ ବଡ଼ପାରୀକୁ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରାଗଲା ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ପାଟଣା,୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜା ଗ୍ରାମର ଜଣେ ଯୁବକ ରବିବାର ବିଳମ୍ବିତ ରାତ୍ରିରେ କଟକ ନୂଆ ବଜାରରେ ଭଡ଼ାଘରେ ବିଦ୍ୟୁତ୍‌...

ଆମ୍ବପୁଆରେ ମଦ ଦୋକାନକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୨ା୧୧-ଆମ୍ବପୁଆରେ ଏକ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଅନୁମତି ଦିଆଯାଇଛି। ଏହାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ୩୯ ଏବଂ ୪୦ ନମ୍ବର...

ବୈତରଣୀ ନଦୀରୁ ବେଆଇନ ବାଲି ଚାଲାଣ

କେନ୍ଦୁଝର,୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ କିଆପଡ଼ା ଗ୍ରାମ ନିକଟ ବୈତରଣୀ ନଦୀରୁ ବ୍ୟାପକ ବାଲି ଚୋରାଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି। ଏ...

ଉନ୍ନୟନ କାର୍ଯ୍ୟର ତଦାରଖ କଲେ ଶକ୍ତି ସଚିବ

ହିଞ୍ଜିଳିକାଟୁ,୬ା୧୧(ଡ଼ି.ଏନ.ଏ): ସରକାରଙ୍କ ୫ଟି ବିଭାଗ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ଶକ୍ତି ସଚିବ ବିଷ୍ଣୁପଦ ସେଠୀ ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ ଓ...

ରଥଖଳା ଚଳଚଞ୍ଚଳ, ଲାଗିପଡ଼ିଛନ୍ତି ମହାରଣା ସେବାୟତ

ପୁରୀ ଅଫିସ,୮।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି...

ବ୍ରାହ୍ମଣୀ ଜଳ ପ୍ରବାହକୁ ନେଇ ବିଶେଷଜ୍ଞ କମିଟି ଗଢ଼

କେନ୍ଦ୍ରାପଡ଼ା ଅଫିସ, ୧୩ା୯:ବ୍ରାହ୍ମଣୀ ନଦୀର ଜଳ ପ୍ରବାହ କମିବାକୁ ନେଇ ଖରସ୍ରୋତା ନଦୀ ସୁରକ୍ଷା ମହାସଭାର ସଭାପତି ଅଲେଖ ନାୟକ ହାଇକୋର୍ଟରେ ପିଆଇଏଲ୍‌ କରିଥିଲେ। ଗତ...

ଆଗ ଦାବି ପୂରଣ କର, ନଚେତ୍‌ ଭୋଟ ବର୍ଜନ

ଦେବଗଡ଼,୨୩ା୧(ଡି.ଏନ୍‌.ଏ): ଦାବି ପୂରଣ ହେଉ ନ ଥିବାରୁ ଦେବଗଡ଼ ଜିଲା ତିଲେଇବଣି ବ୍ଲକ ପାଳକୁଦ ପଞ୍ଚାୟତବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେବଗଡ଼ ଜିଲା...

ଡ୍ରାଇଭରଙ୍କୁ ମାଡ଼ ମାରି ପ୍ରବାସୀ ଯୁବକ ଫେରାର

ପଦ୍ମପୁର, ୨୭ା୫(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ବିରସ ରାସ୍ତାର ସୁଇସଗେଟ୍‌ ଛକ ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରବାସୀ ଯୁବକ ବସ୍‌ ଡ୍ରାଇଭର ଓ ଦୁଇଜଣ ଯୁବକଙ୍କୁ...

Advertisement
Archives

Model This Week