ବଜ୍ରପାତରେ ୨୦ ମୃତ ୩୦ ଆହତ

ଇସ୍‌ଲାମାବାଦ,୧୫।୧୧: ପାକିସ୍ତାନର ସିନ୍ଧ ଅଞ୍ଚଳରେ କିଛିଦିନ ହେବ ପାଣିପାଗରେ ପରିବର୍ତ୍ତନ ଦେଖାଦେଇଥିଲା। ହଠାତ୍‌ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ଶୁକ୍ରବାର ସୁଦ୍ଧା ସେଠାରେ ଅତିକମ୍‌ରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୩୦ ଆହତ ହୋଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ ଏହି ଦୈବିଦୁର୍ବିପାକରେ ଶହଶହ ଜୀବଜନ୍ତୁଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଖବର ମିଳିଛି। ପାକିସ୍ତାନ ଖବର କାଗଜ ଡନ୍‌ର ସୂଚନା ଅନୁଯାୟୀ, ବୁଧବାର ରାତିରେ ସିନ୍ଧ ଥାରପାରକର ଜିଲାର ମିଠ, ଛାଛି ଓ ରାମ ସିଂ ସୋଧୋ ଗାଁରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ହୋଇଥିଲା। ଗୁରୁବାର ମଧ୍ୟ ଏହା ଜାରି ରହିଥିଲା। ଏହି ଘଟଣାରେ ୧୦ ମହିଳାଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଫ୍‌ଏଟିଏଫ୍‌ରେ ଏକଘରିକିଆ ହେବ ପାକ୍‌

ପ୍ୟାରିସ୍‌,୧୫ା୧୦(ପି.ଟି.): ଅନ୍ତର୍ଜାତୀୟ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଉପରେ କଡ଼ା ନଜର ରଖିଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଭାରତୀୟ ଶିଶୁ ପାଇଁ ନିୟମ ଭାଙ୍ଗିଲା ୟୁଏଇ

ଆବୁଧାବି,୨୯।୪: ଜଣେ ଭାରତୀୟ ଶିଶୁକୁ ଜନ୍ମ ପ୍ରମାଣ ପତ୍ର ଦେବା ଲାଗି ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ) ତା’ର ନିୟମ ଭଙ୍ଗ କରିଛି। ଏହି ଆଧାରରେ ୟୁଏଇ...

ସୁ ଚୀଙ୍କୁ ଆଉ ୪ ବର୍ଷ ଜେଲ

ନାପିତାଉ, ୧୧ା୧: ମ୍ୟାନ୍‌ମାର ଗାଦିଚ୍ୟୁତ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କୁ ସୋମବାର ଏକ କୋର୍ଟ ବେଆଇନ ଭାବେ...

ୟୁକ୍ରେନରେ ଫସ୍‌ଫରସ୍‌ ବୋମା ପକାଇଲା ରୁଷିଆ

କିଭ୍‌,୨୪ା୩: ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ରୁଷିଆ ଗୁରୁବାର ଫସ୍‌ଫରସ୍‌ ବୋମା ପକାଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଅଭିଯୋଗ କରିଛନ୍ତି। ରୁଷିଆ ପୂର୍ବ ୟୁକ୍ରେନ୍‌ର...

ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି

ଟୋକିଓ,୨୭।୯: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତ୍ୟେଷ୍ଟି କ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ସମୟରେ ସେ ବହୁତ ଭାବପ୍ରବଣ...

ଯୁଦ୍ଧର କରୁଣ ଦୃଶ୍ୟ, ମାରିଆପୁଲ ରାସ୍ତାରେ ପଡ଼ି ରହିଛି ମୃତଦେହ…

କ୍ୱିଭ୍‌, ୧୩।୬ : ୟୁକ୍ରେନ୍‌ର ବନ୍ଦର ସହର ମାରିଆପୁଲରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସହରର ରାସ୍ତାଘାଟରେ ମୃତଦେହଗୁଡ଼ିକ ପଡ଼ି ରହିଛି। ଯୁଦ୍ଧର ଏଭଳି...

ଚନ୍ଦ୍ରରେ ନୂଆ ଖଣିଜର ସନ୍ଧାନ କଲା ଚାଇନା

ବେଜିଂ,୧୨।୯: ଚାଇନାର ଲୁନାର ପ୍ରୋବ୍‌ ଚେଙ୍ଗ୍‌ସ-୫ ଚନ୍ଦ୍ରରେ ଏକ ନୂଆ ଖଣିଜ ପଦାର୍ଥର ସନ୍ଧାନ କରିଛି। ଚନ୍ଦ୍ରପୃଷ୍ଠରେ ଏଭଳି ଖଣିଜ ଠାବ କରିବାରେ ଚାଇନା ତୃତୀୟ...

ହଜ୍‌ ପାଇଁ ସାଉଦିକୁ ପଦଯାତ୍ରା: ପାକିସ୍ତାନରେ ପ୍ରବେଶକଲେ ଭାରତୀୟ ଯୁବକ

ଲାହୋର,୮।୨(ପି.ଟି.): ପାଦରେ ଚାଲି ହଜ୍‌ ନିମନ୍ତେ ସାଉଦି ଆରବ ମାରାଥନ ଯାତ୍ରା କରୁଥିବା ଜଣେ ଭାରତୀୟ ଯୁବକ ମଙ୍ଗଳବାର ପାକିସ୍ତାନରେ ପ୍ରବେଶ କରିଛନ୍ତି। ଶିହାବ ଭାଇ(୨୯)...

Advertisement
Archives

Model This Week